‘ରାତିରେ ବାଳିକା ହଷ୍ଟେଲରେ ଗୋବିନ୍ଦ କରୁଥିଲା ନାଟ’ ହତ୍ୟାକାରୀ Govinda ର ସବୁ ଗୁମର ଖୋଲିଲେ ପୂର୍ବତନ ଛାତ୍ର, ନିଜେ ଭିଡିଓ କରି କହିଲେ ସବୁ କିଛି, ଦେଖନ୍ତୁ Video

ବର୍ତ୍ତମାନ ମମିତା ମେହର ମ-ର୍ଡ-ର କେ-ସ-ରେ ଗୋଟି ଗୋଟି କରି ସବୁ ସତ ସାମ୍ନାକୁ ଆସୁଛି । ଗୋଟିଏ ପରେ ଗୋବିନ୍ଦ ସାହୁ ସବୁ ସତ ମାନି ଯାଇ ଥିବା ସମୟରେ ପୋଲିସ ଏହି କେ-ସ ସହ ଜଡିତ ପ୍ରମାଣ ଗୁଡିକୁ ଖୋଜିବାରେ ଲାଗିଛି । ଅନ୍ୟ ପଟେ ପୋଲିସ ଘର ଲୋକମାନଙ୍କୁ ଓ ଏହି କେ-ସ-ରେ ସାମ୍ନାକୁ ଆସିଥିବା ସବୁ ବ୍ୟକ୍ତିମାନଙ୍କୁ ଓ ସ୍କୁଲ କଲେଜର ଛାତ୍ର ଛାତ୍ରୀ ଏବଂ ଅଧ୍ୟକ୍ଷ ଅଧ୍ୟାପିକା ମାନଙ୍କୁ ବି ଜେ-ରା କରୁଛି । କିଛି ସତ ଏମିତି ବି ଅଛି ଯାହାକି ବର୍ତ୍ତମାନ ସାମ୍ନାକୁ ଆସିବା ପାଇଁ ବାକି ଅଛି ।

ପୋଲିସ ଅଧିକ ରୁ ଅଧିକ ପ୍ରମାଣ ସଂଗ୍ରହ କରିବାରେ ଲାଗିଛି । ପୋଲିସ ବର୍ତ୍ତମାନ ଯା-ଞ୍ଚ କରୁଛି କି ଏହି ହ-ତ୍ୟା-କା-ଣ୍ଡ ପଛରେ ଆଉ କାହାର ହାତ ଅଛି । ଏହି ସମୟରେ ମହାଲିଙ୍ଗ କଲେଜର ଜଣେ ପୁରୁଣା ଛାତ୍ର ଏକ ଭିଡିଓ ମାଧ୍ୟମରେ ଗୋବିନ୍ଦ ସାହୁ ଓ କଲେଜ ବିଷୟରେ ବୟାନ ଦେଇଛନ୍ତି । ଯାହାକୁ ଶୁଣିବା ପରେ ସମସ୍ତେ ଆଚମ୍ବିତ ହୋଇ ଯାଇଛନ୍ତି । କହିବାକୁ ଗଲେ ସେ ସମ୍ବଲପୁରୀ ଭାଷାରେ ଢଗ ସାହାର୍ଯ୍ୟରେ କହୁଛନ୍ତି ।

ଛାତ୍ର ଜଣକ କହିଲେ କି ମୁଁ ମହାଲିଙ୍ଗ କଲେଜର ଜଣେ ଛାତ୍ର ଥିଲି । ଗୋବିନ୍ଦ ଟଙ୍କାର ପାହାଡରେ ବସିଥିଲା ଓ ସେ ଚିନ୍ତା କରୁଥିଲା କି ତାକୁ କେହି ବି ଛୁଇଁ ପାରିବେ ନାହିଁ । କିନ୍ତୁ ସେ ଜାଣି ନ ଥିଲା କି ସତର ସମୁଦ୍ର ଏତେ ବଡ ଯେ ସେ ସବୁ ପାହାଡକୁ ବୁ-ଡା-ଇ ଦେବ । ମହାଲିଙ୍ଗ କଲେଜର ନାରା ଥିଲା ଭଲ ପାଠ ପଢି ସମସ୍ତଙ୍କୁ ଭଲ ରାସ୍ତା ଦେଖାଇବା ।

କିନ୍ତୁ ଗୋବିନ୍ଦ ସାହୁ ସେହି କଲେଜର ଗର୍ଲ ହସ୍ଟେଲରେ ରାତିରେ ନା-ଟ କରୁଥିଲା । ତାଙ୍କର ସବୁ କ-ଳା କା-ର-ନା-ମା-ର ଚିଠା ବାହାରକୁ ଆସି ଯାଇଛି । ସେ କହିଲେ କି କଲେଜରେ ଗୋଟିଏ ରୁଲ ଥିଲା କି ପୁଅ ଓ ଝିଅ କଥା ହୋଇ ପାରିବେ ନାହିଁ ।

ଆମେ ସବୁ ଜାଣି ଥିଲୁ ତଥାପି ଆମେ କିଛି ବି କହି ପାରୁ ନ ଥିଲୁ । କାରଣ ଆମ ସମସ୍ତଙ୍କୁ କଲେଜରୁ ବାହାର କରିଦେବାର ଡ-ର ଓ ମାର୍କ କମି ଯିବାର ଡ-ର ଥିଲା । କିନ୍ତୁ ଏହାରି ମଧ୍ୟରେ କେହି ଜଣେ ସତ କହିଛି ଓ ସତ କେତେ ଦିନ ବା ଲୁ-ଚି ରହିବ । ଆଜି ଯାହା ହୋଇଛି ତାହା ହବାର ଥିଲା । କିନ୍ତୁ ଏହା ମଧ୍ୟରେ ଆମର ଜଣେ ମ୍ୟାଡ଼ମଙ୍କ ଜୀବନ ଚାଲିଗଲା । ମମିତା ମେହରକୁ ନ୍ୟାୟ ଦିଅନ୍ତୁ ।