ଗ୍ରାମୀଣ ବ୍ଯାଙ୍କରେ PO ଓ କ୍ଳର୍କ ପଦର ନିଯୁକ୍ତି ବାହାରିଛି, ଏପରି କରି ପାରିବେ ଆବେଦନ

ଗ୍ରାମୀଣ ବ୍ୟାଙ୍କ ରେ ଚାକିରି କରିବାକୁ ଚାହୁଁଥିବା ଲୋକ ମାନଙ୍କ ପାଇଁ ଗୋଟେ ନୂଆ ସୁଯୋଗ ଆସିଛି । କାରଣ ଇଂଷ୍ଟିଚ୍ୟୁଟ ଅଂଫ ବ୍ୟାଙ୍କିଙ୍ଗ ପର୍ଶନାଲ ସିଲେକ୍ସନ (IBPS) ଗ୍ରାମୀଣ ବ୍ୟାଙ୍କରେ ନିଯୁକ୍ତି ପାଇଁ ନୋଟିଫିକେସନ ବାହାରିଛି । ନିଜର ଶିକ୍ଷାଗତ ଯୋଗ୍ୟତା ଆନୁସରେ ଆବେଦନ କରିପାରିବେ ।

ଆବେଦନ ର ସମୟ ସୀମା:

ଇଂଷ୍ଟିଚ୍ୟୁଟ ଅଂଫ ବ୍ୟଙ୍କିଙ୍ଗ ପର୍ଶନାଲଲ ସିଲେକ୍ସନ (IBPS) ଦ୍ଵାରା ଆବେଦନ କରିବାର ସମୟ ହେଲା ୧ ଜୁଲାଇ ଠାରୁ ୨୧ ଜୁଲାଇ ୨୦୨୦ ପର୍ଯ୍ୟନ୍ତ ଆବେଦନ କରିପପରିବେ। ଆପଣ ମାନଙ୍କୁ ଜଣାଇ ଦିଆ ଯାଉଛି ଯେ ଏହି ନିଯୁକ୍ତି ରେ ପିଓ ଓ କ୍ଳକ ଚାକିରି ପାଇଁ ୯ ହଜାର ଠୁ ଆଧିକ ନିଯୁକ୍ତି ଦିଆଯିବ ।

କେଉଁ କେଉଁ ବ୍ୟାଙ୍କ ରେ ହେବ ନିଯୁକ୍ତି :

ଆପଣ ମାନଙ୍କୁ ଜଣାଇ ଦିଆ ଯାଉଛି ଯେ ସେହି ନିଯୁକ୍ତି ରେ ଉତ୍ତର ବିହାର ଗ୍ରାମୀଣ ବ୍ୟାଙ୍କ , ରାଜସ୍ଥାନ ମୁରୁଧାର ଗ୍ରାମୀଣ ବ୍ୟାଙ୍କ , ପ୍ରଥମ ୟୁପି ଗ୍ରାମୀଣ ବ୍ୟାଙ୍କ , ମଧ୍ୟପ୍ରଦେଶ ଗ୍ରାମୀଣ ବ୍ୟାଙ୍କ , ମଧ୍ୟଚଳ ଗ୍ରାମୀଣ ବ୍ୟାଙ୍କ, ଝାଡଖଣ୍ଡ ରାଜ୍ୟ ଗ୍ରାମୀଣ ବ୍ୟାଙ୍କ, ହିମାଚଳ ପ୍ରଦେଶ ଗ୍ରାମୀଣ ବ୍ୟାଙ୍କ, ବରଦା ୟୁପି ବ୍ୟାଙ୍କ, ଦକ୍ଷିଣ ବିହାର ଗ୍ରାମୀଣ ବ୍ୟାଙ୍କ ପଟନା ବିହାର, ଆୟାବତ ବ୍ୟାଙ୍କ ଲକ୍ଷ୍ନୋ, ଛତିଶଗଡ ରାଜ୍ୟ ଗ୍ରାମୀଣ ବ୍ୟାଙ୍କ, ବରୋଦା ରାଜସ୍ଥାନ କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ ରେ ଆବେଦନ କରିପାରିବେ । ଏହାର ସୂଚନା ନୋଟିଫିକସନ ରେ ଦିଆ ଯାଇଛି ।

ଆବେଦନ କରିବାର ଯୋଗ୍ୟତା :

ଆବେଦନ କରିବା ପାଇଁ ପଦ ଅନୁସରେ ଆବେଦନକାରି ଙ୍କ ଯୋଗ୍ୟତା ଆବଶ୍ୟକ ହୋଇଥାଏ ।

ଆବେଦନ କରିବାକୁ ୱେବସାଇଟ୍ ଲିଙ୍କ୍ ।

ଏଠି କ୍ଲିକ କରନ୍ତୁ

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।