ଗରମଦିନେ ଫେଶୀ(Flaxseed) ଖାଇବାର ଏହି ତରିକା 99% ଲୋକ ଜାଣନ୍ତି ନାହିଁ, ମୂକରୁ ଭଲ କରେ 21ଟି ଭୟଙ୍କର ରୋଗ

ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛି କି ଅଲଷି ର ଔଷଧୀୟ ଗୁଣ ବିଷୟରେ । ଆଜି ଆମେ ଆପଣଙ୍କୁ କହିବୁ କି ଆମେ କିଭଳି ଭାବେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏହାକୁ ବ୍ୟବହାର କରିବା । ଯଦି ଆପଣଙ୍କୁ କହିବୁକି ଆପଣ କିଭଳି ଭାବେ ଏହାକୁ ବ୍ୟବହାର କରିବେ ଓ କେଉଁ କେଉଁ ଭାବେ ବ୍ୟଭାର କରିବେ । ଏହା ଚରକ ସଂହିତାରେ ବର୍ଣନା କରା ଯାଇଛି, ଏହାର ଉପାୟ କହିବା ପାଇଁ ଯାଉଛୁ ଆମେ । ଏହାକୁ ଆପଣ କିଣିକି ଆଣିବେ କିନ୍ତୁ ଏହା କଞ୍ଚାହି ଆଣିବେ । ଆପଣ ଏହାକୁ ଆଣି ତାୱାରେ ପକାଇ ଭଲ ଭାଏବ ଭଜନ୍ତୁ ଜେଭଳି କୁରକୁରା ହୋଇ ଜୀବ ଏହା ପରେ ଆପଣ ଏହାର ଗୁଣ୍ଡା କରି ଏହାକୁ ସକାଳୁ ଗରମ ପାଣିରେ ଖାନ୍ତୁ ।

ଏହା ସହ କିଛି ଲେମ୍ବୁ ଓ ମହୁ ମିଶାଇ ଏହାକୁ ଖାଇବେ ଯାହାକୁ ଖାଇବା ଦ୍ଵାରା ଆମେ ଖୁବ ସୁସ୍ଥ ଅନୁଭବ କରିବା ହାତ ଗଣ୍ଠି ବିନ୍ଧା ଓ ଆଳସ୍ୟ ପଣ ଦୂର ହେବ । ଯଦି ପୁରୁଷ ମାନଙ୍କ ପାଖେ ରୋଗ ପ୍ରତିରୋଧକ ଶକ୍ତି କମ ଅଛି ତେବେ ଆପଣ ଅଲସି ସହ କିଛି ଅଶ୍ଵଗନ୍ଧା ପାଉଡର ଓ କିଛି ସତାଭରି ପାଉଡର ମିଶାଇକି ଖାନ୍ତୁ କ୍ଷୀରରେ ମିଶେଇକି ମାତ୍ର ଏହାକୁ ୩ ଦିନ ପିବେ ସପ୍ତାହରେ ।

ଯଦି ଆପଣ ନିଜ ଚୁଟି କୁ ମଜୁବୁତ କରିବା ପାଇଁ ଚାହୁଁଛନ୍ତି କିମ୍ବା ଆପଣ ଯଦି ନିଜ ଆଖି କୁ ଭଲ କରିବା ପାଇଁ ଚାହୁଁଛନ୍ତି ତେବେ ଏହାର ଗୁଣ୍ଡକୁ ଅଁଳା ଗୁଣ୍ଡ ସହ ମିଶାଇ କି ଖାଇ ନିଅନ୍ତୁ । ଏହାକୁ ଆପଣ ପ୍ରତିଦିନ ଏକ ଚାମଚ ଖାଇବେ ମାତ୍ର ଏକ ଛୋଟ ଚାମୁଚ ଖାନ୍ତୁ । ଏହା ସହ ଏହା ଖାଦ୍ଯ କୁ ଭଲ ଭାବେ ହଜମ କରିଥାଏ । ଏହା ସହ ଆପଣଙ୍କ ଶରୀରରେ ଥିବା ଡାଇଜେଷ୍ଟିବ ସିଷ୍ଟମ କୁ ମଧ୍ୟ ଠିକ କରି ଥାଏ ।

ଏହାକୁ ଠିକ କରିବା ପାଇଁ ଆପଣ ତ୍ରିଫଳା ଗୁଣ୍ଡକୁ ଏକ ମାଟି ପାତ୍ରରେ ରଖୀ ଏହାକୁ ସକାଳେ ଅଲସି ସହ ଖାଇବେ । ଆପଣ ଏହାକୁ ସକାଳୁ ସୂର୍ଯ୍ୟ ଉଦୟ ହେବା ଆଗରୁ  ଆପଣ ଖାଇବେ । ଏହାକୁ ଆପଣ ଏକ ରୁ ଅଢେଇ ମାସ ଯାଏ ଖାଇବା ପରେ ଏହାକୁ ଖାଇବା ଆବଶ୍ୟକ ପଡିବନି । ଏହା ଆମ ରକ୍ତ ମଧ୍ୟ ସଫା ରଖିଥାଏ । ଏହା ସହ ଆମ ମାଂଶ ପେଶୀ କୁ ଫ୍ଲେକ୍ଷିବୁଲ କରାଇ ଥାଏ । ଏହା ଗରମ ହୋଇଥିବାରୁ ଏହାକୁ ଗରମ ଦିନରେ ଆପଣ ଖାଇବା କମେଇ ଦେବେ ।

ଯେଉଁ ପିଲା ମାନଙ୍କ ମାନଶୀକ ଶକ୍ତି କମ ଥାଏ ତାଙ୍କୁ ମଧ୍ୟ ଏହା ଖାଇବା ପାଇଁ ଦିଆ ଯାଇଥାଏ । ଗୋଟେ ଚିମୁଟା କିମ୍ବା ତା ଠାରୁ ଭି କମ ଆପଣ ଦେବେ । ଏହା ଆମର ସ୍ମୃତି ଶକ୍ତି କୁ ଖୁବ ତୀବ୍ର କରି ଥାଏ । ଏହା ସହ ଏହା ଥଣ୍ଡା ଜର ଠାରୁ ମଧ୍ୟ ଆମକୁ ରକ୍ଷା କରେ । ଋତୁ ପରିବର୍ତ୍ତନ ସମୟରେ ହୋଇଥିବା ଜର ଥଣ୍ଡା କୁ ମଧ୍ୟ ଏହା ଭଲ କରିଦେଇ ଥାଏ । ଯେଉଁ ମାନେ ଜିମ ଯାଉଛନ୍ତି  ସେମାନେ ଏହାକୁ ନିୟମିତ ରୂପେ ନେଇ ପାରିବେ ମାତ୍ର ଅଳ୍ପ ପରିମାଣରେ ।