Gk Questions & Answers- ଗୋଟିଏ ରୁମ ରେ 400 ଲୋକ ଥିଲେ, ଯଦି ସେଥିରୁ 10 ଜଣ ଶୋଇ ପଡନ୍ତି ତ ଆଉ କେତେ ଲୋକ ରହିଲେ ?

ଆପଣ ମାନେ ଜାଣିଥିବେ ଯେଉଁ ମାନେ ଇଣ୍ଟରଭିଉରେ ବହୁତ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି । ସେମାନେ ଆପଣଙ୍କୁ ବହୁତ କଷ୍ଟ ପ୍ରଶ୍ନ ପଚାରି ଥାନ୍ତି । ସେ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥାନ୍ତି । ଏହା ଦ୍ଵାରା ଆମେ ବହୁତ କିଛି ଜାଣି ମଧ୍ୟ ପାରୁ । ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ । ଯଦି କେଉଁ ପିଲା ପାଠ ପଢୁଥିବ ତାଙ୍କୁ ଆପଣ ଏହି ପ୍ରଶ୍ନ ପଚାରି ମଧ୍ୟ ପାରିବେ ।  ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ।

(୧)  କର ବା ମ-ର ସ୍ଲୋଗାନ କିଏ ଦେଇଥିଲେ ?

ଉତ୍ତର – ମହାତ୍ମା ଗାନ୍ଧୀ

(୨)  ବିଶ୍ଵର ସବୁଠାରୁ ବଡ ପ୍ରାୟଦ୍ଵୀପ କଣ ଅଟେ ?

ଉତ୍ତର – ଆରବ ପ୍ରୟାଦ୍ଵୀପ

(୩)  ତୃଷାର୍ଥ ଭୂମିର ଦେଶ କାହାକୁ କୁହାଯାଏ ?

ଉତ୍ତର – ଅଷ୍ଟ୍ରେଲିଆ

(୪)  ବୁଢିଆଣୀ ଜାଲ କେଉଁଥିରେ ତିଆରି ହୋଇ ଥାଏ ?

ଉତ୍ତର – ପ୍ରୋଟିନ

(୫)  ମାକ୍ରୋସ୍କୋପର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର – ନେଦରଲ୍ୟାଣ୍ଡ

(୬) ରାଷ୍ଟ୍ରୀୟ ସଙ୍ଗୀତ ଗାଇବାର ସମୟ ସୀମା କେତେ ?

ଉତ୍ତର – ୫୨ ସେକେଣ୍ଡ

(୭)  ଦଶମାଲବ ପଦ୍ଧତିର ଜନକ କେଉଁ ଦେଶ ଥିଲା ?

ଉତ୍ତର – ଭାରତ

(୮)   ପୂର୍ଣ ସୂର୍ଯ୍ୟ ପରାଗର ସମୟ କେତେ ମିନିଟର ?

ଉତ୍ତର – ୭ ମିନିଟ

(୯)  କେଉଁ ଦେଶରେ ବରଫରୁ ବିଜୁଳି ପ୍ରସ୍ତୁତ ହୁଏ ?

ଉତ୍ତର – ଆମେରିକା

(୧୦) ଅର୍ଣ୍ଣର ସବୁଠାରୁ ଅଧିକ ଉତ୍ପାଦନ କେଉଁ ଦେଶରେ ହୁଏ ?

ଉତ୍ତର – ଅଷ୍ଟ୍ରେଲିଆ

(୧୧)  ଉତ୍ତର ଆମେରିକାର ଆବିଷ୍କାର କିଏ କରିଥିଲେ ?

ଉତ୍ତର – କୋଲମବଶ

(୧୨)   ନେଲାଙ୍ଗ ଘାଟି କେଉଁଠି ଅବସ୍ଥିତ ?

ଉତ୍ତର – ଉତ୍ତରାଖଣ୍ଡ

(୧୩) ପ୍ରିନ୍ଟିଙ୍ଗପ୍ରେସ ର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର – ଜର୍ମାନୀ

(୧୪)  ଭାରତର ହଲୌଦ କାହାକୁ କୁହାଯାଏ ?

ଉତ୍ତର – ମୁମ୍ବାଇକୁ

(୧୫)  ରେଡକ୍ରସର ମୁଖ୍ୟାଳୟ କେଉଁ ଠାରେ ଅଛି ?

ଉତ୍ତର – ଜେନେବାରେ

(୧୬) ଫୁଟବଲରେ କେଉଁ ଗ୍ଯାସ ଭର୍ତି କରାଯାଏ ?

ଉତ୍ତର – ହିଲିୟମ ଗ୍ଯାସ

(୧୭)  ରାଜଗିରିର ପୁରୁଣା ନାମ କଣ ଥିଲା ?

ଉତ୍ତର – ରାଜଗୃହ

(୧୮)  ଘୁଷୁରି ମୁହଁରେ କେତୋଟି ଦାନ୍ତ ଅଛି ?

ଉତ୍ତର – ୪୪

(୧୯) ଚାଉଳ ସର୍ବ ପ୍ରଥମେ କେଉଁ ଠାରେ ମିଳିଥିଲା ?

ଉତ୍ତର – ଲୋଥଲ

(୨୦) ମହେନ୍ଦ୍ରା କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର – ଭାରତ

(୨୧) ଭାରତର ଖଣ୍ଡା ଭାରତର କେଉଁ ରାଜ୍ୟକୁ କୁହାଯାଏ ?

ଉତ୍ତର – ପଞ୍ଜାବ

(୨୨) ଭାରତର ପ୍ରଥମ ରାଷ୍ଟ୍ରପତି କିଏ ଥିଲେ ?

ଉତ୍ତର – ଡାକ୍ତର ରାଜେନ୍ଦ୍ର ପ୍ରସାଦ

(୨୩) ଚାରମିନାର କେଉଁ ଠାରେ ଅବସ୍ଥିତ ?

ଉତ୍ତର – ହାଇଦ୍ରାବାଦରେ

(୨୪)  ନେପାଳର ରାଷ୍ଟ୍ର ଖେଳ କଣ ଅଟେ ?

ଉତ୍ତର – ଭଲିବଲ

(୨୫) ଜେନପୁରର ସ୍ଥାପନା କିଏ କରିଥିଲା ?

ଉତ୍ତର – ଫିରୋଜ ସାହା ତୁଗଲକ

(୨୬) କେଉଁ ଦେଶରେ ରାତିରେ ଚାଷ କରାଯାଏ ?

ଉତ୍ତର – ନାର୍ବେରେ

(୨୭)  ପଞ୍ଚତନ୍ତ୍ରର ଲେଖକ କିଏ ଅଟନ୍ତି ?

ଉତ୍ତର – ବିଷ୍ଣୁ ଶର୍ମା

(୨୮) ନାଲି ଗ୍ରହ କାହାକୁ କୁହାଯାଏ ?

ଉତ୍ତର – ମଙ୍ଗଲ ଗ୍ରହକୁ

(୨୯) ବିଶ୍ଵର ସବୁଠାରୁ ବଡ ଚିଡିଆ ଘର କାହାକୁ କୁହାଯାଏ?

ଉତ୍ତର – ଦକ୍ଷିଣ ଆଫ୍ରିକା

(୩୦) ପ୍ରଧାନ ମନ୍ତ୍ରୀ ହେବା ପାଇଁ କେତେ ବୟସ ହୋଇଥିବା ଦରକାର ?

ଉତ୍ତର – ୨୫ ବର୍ଷ

(୩୧)  ସାପ ସିଢିର ଆବୟସ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର – ଭାରତରେ

(୩୨) ମେଗାସ୍ତାନିକ ପୁସ୍ତକର ନାମ କଣ ଅଟେ ?

ଉତ୍ତର – ଇନ୍ଦିକା

(୩୩) ଉତ୍ତର ପ୍ରଦେଶର ଜାତୀୟ ପଶୁ କିଏ ?

ଉତ୍ତର – ବାରାଶିଙ୍ଗା ହରିଣ

(୩୪) ସଂସଦର ଉଚ୍ଚ ସଦନ କଣ ଅଟେ ?

ଉତ୍ତର – ରାଜ୍ୟ ସଭା

(୩୫)  ଏକ କୋଠରୀରେ ୪୦୦ ଲୋକ ଥିଲେ ତା ମଧ୍ୟରୁ ୧୦ ଜଣ ସୋଇ ପଡିଲେ ତ ସେହି କୋଠରୀରେ କେତେ ଲୋକ ରହିଲେ ?

ଉତ୍ତର – ୪୦୦

(୩୬) କେଉଁ ଦେଶରେ ସର୍ବପ୍ରଥମେ ସୂର୍ଯ୍ୟ ଅସ୍ତ ହୁଏ ?

ଉତ୍ତର – ନିୟୁଜଲାଣ୍ଡ

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।