ଏହି 1 କାମ କରୁଥିବା ଲୋକ ଦିନେ ନା ଦିନେ ହୁଅନ୍ତି କୋଟିପତି- Chanakya Niti

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି କି ଯଦି ଆପଣ ଏହି ଗୋଟିଏ କାମ କରୁ ନାହାନ୍ତି ତେବେ ଆପଣ ପୁରା ଜୀବନ ଗରିବ ହୋଇ ରହିବେ । ଆପଣ ଯେତେ ପରିଶ୍ରମ କରିଲେ ବି ଆପଣଙ୍କ ପାଖରେ ଯେତେ ଟଙ୍କା ଥିଲେ ବି ଆପଣଙ୍କୁ ଏହି କାମ ନିଶ୍ଚିତ ରୂପରେ କରିବା ଉଚିତ । ଯଦି ଆପଣ ଏହି କାମକୁ କରୁ ନାହାନ୍ତି ତେବେ ଆପଣଙ୍କ ଘରେ ଦରିଦ୍ରତା ଓ ଗରିବ ଛାଇ ରହିବ । ସେଥିପାଇଁ ଏହି କାମକୁ ନିଶ୍ଚିତ କରନ୍ତୁ ।

ଆଚାର୍ଯ୍ୟ ଚାଣକ୍ୟ କହିଲେ କି ଟଙ୍କାର ଖର୍ଚ ଓ ତାହାର ସଠିକ ଉପୋଯଗ କରିବା ସମୟରେ ବ୍ୟକ୍ତିକୁ ସବୁବେଳେ ସତର୍କ ରହିବା ଉଚିତ । ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତି ଗ୍ରନ୍ଥରେ ଧନ ସମ୍ବନ୍ଧିତ ନୀତି ଗୁଡିକ ବିଷୟରେ କହିଛନ୍ତି ।

ଚାଣକ୍ୟ ନୀତିରେ ନିଜ ଜୀବନକୁ ସୁଖମୟ ଓ ସଫଳ କରିବା ପାଇଁ ବହୁତ ଉପଦେଶ ବି ଦିଆଯାଇଛି । ଆଚାର୍ଯ୍ୟ ଚାଣକ୍ୟ ଦ୍ଵାରା କୁହାଯାଇଥିବା ଏହି ନୀତି ଓ ସିଦ୍ଧାନ୍ତ ଗୁଡିକ ବର୍ତ୍ତମାନ ଜୀବନରେ ବି ବହୁତ ପ୍ରଭାବିତ ପ୍ରମାଣିତ ହେଉଛି । ଯଦି ଆପଣ ଏହି ସବୁ ନୀତିକୁ ମାନି ଚଳିବେ ତେବେ ଆପଣଙ୍କ ଜୀବନର ସବୁ କଷ୍ଟ ଦୂର ହେବା ସହିତ ଆପଣଙ୍କୁ କେବେ ବି ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ ଓ ମନୁଷ୍ୟ ସବୁବେଳେ ଉନ୍ନତିର ରାସ୍ତାରେ ଚାଲିଥାଏ ଓ ଦରିଦ୍ରତା ଠାରୁ ଦୂରେଇ ରହିଥାଏ ।

ଆଚାର୍ଯ୍ୟ ଚାଣକ୍ୟ ଟଙ୍କା ଖର୍ଚ କରିବା ବିଷୟରେ କହିଛନ୍ତି କି ଆୟ କରିଥିବା ଟଙ୍କାକୁ ଖର୍ଚ କରିବା, ଦାନ କରିବା କିମ୍ବା ଭୋଗ କରିବା ହିଁ ତାହାର ରକ୍ଷା ଅଟେ । ଏହା ସହିତ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ଖରାପ ସମୟ ପାଇଁ କିଛି ଟଙ୍କା ସଞ୍ଚୟ କରି ରଖିବା ଉଚିତ । ଏହା ସହିତ ସେ କହିଲେ କି ଟଙ୍କାକୁ ଉଚିତ ସମୟରେ ଓ ଉଚିତ ସ୍ଥାନରେ ଉପଯୋଗ କରିବା ଉଚିତ । ନଚେତ ଆପଣଙ୍କ ଦ୍ଵାରା ଆୟ କରାଯାଇଥିବା ଟଙ୍କା କୌଣସି ବି କାମରେ ଆସିବ ନାହିଁ । ସେଥିପାଇଁ ଟଙ୍କାକୁ ସମୟ ସମୟରେ ଉପଯୋଗ କରିବା ଉଚିତ ।

ଏହା ପରେ ଆଚାର୍ଯ୍ୟ ଚାଣକ୍ୟ କହୁଛନ୍ତି କି ଦରକାର ଠାରୁ ଅଧିକ ଟଙ୍କା ସଞ୍ଚୟ କରିବା ଅର୍ଥାତ କଞ୍ଜୁସ ହେବା ବି ଉଚିତ ନୁହେଁ । ସଠିକ କାମରେ ଓ ସଠିକ ଉପାୟରେ ଟଙ୍କାକୁ ଖର୍ଚ କରି ତାହାର ରକ୍ଷା କରାଯାଇ ପାରିବ । ପୋଖରୀ ଓ ପାତ୍ରରେ ରଖାଯାଇଥିବା ପାଣି ସହ ଟଙ୍କାର ତୁଳନା କରି ଚାଣକ୍ୟ କହୁଛନ୍ତି କି ଯଦି ପାଣିକୁ ଖରାପ ହେବା ଠାରୁ ବଞ୍ଚାଇବାର ଅଛି ତାକୁ ଉପଯୋଗ କରିବା ଉଚିତ । ନଚେତ ଗୋଟିଏ ସ୍ଥାନରେ ଜମି ହୋଇଥିବା ପାଣି ଶେଷ ହୋଇଯାଏ ।

ବନ୍ଧୁମାନେ ଏହି କଥା ଟଙ୍କା ଉପରେ ବି ଲାଗୁ ହୋଇଥାଏ । ଆପଣ ଜୀବନରେ କେତେ ବି ପରିଶ୍ରମ କରି ଟଙ୍କା ଆୟ କରନ୍ତୁ ନା କାହିଁକି ତାକୁ ସଠିକ ସମୟରେ ଓ ସଠିକ ବସ୍ତୁ ଉପରେ ଖର୍ଚ କରିବା ବହୁତ ଜରୁରୀ ଅଟେ ।

ଯଦି ଆପଣ ଟଙ୍କାର ସଞ୍ଚୟ କରିବେ ଓ ତାକୁ ସେଭିଙ୍ଗ କରୁଥିବେ ତାହାର ଉପଯୋଗ କରିବେ ନାହିଁ ତେବେ ଆପଣଙ୍କ ଦ୍ଵାରା ଆୟ କରାଯାଇଥିବା ଟଙ୍କା କାହାର ବି କାମରେ ଆସିବ ନାହିଁ । ସେଥିପାଇଁ ଆପଣ ଟଙ୍କାର ସଞ୍ଚୟ ବି କରନ୍ତୁ ଓ ଟଙ୍କାର ସଠିକ ଉପଯୋଗ ବି କରନ୍ତୁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।