ପୁରା ଦୁନିଆ ଜାଣିଛି ଏହି ଗୋଟେ ଜିନିଷ ଚାଟିବା ବହୁତ ଲଜ୍ଜ୍ୟାର କଥା ବୋଲି ମନାଯାଇଥାଏ

ଆପଣମାନେ କେବେ ବି ଏହି ଗୋଟିଏ ଜିନିଷକୁ ଚାଟିବେ ନାହିଁ । ନଚେତ ଆପଣ ପାପର ଭାଗୀଦାର ହୋଇଯିବେ । ଯଦି ଆପଣ ଏହି ଜିନିଷକୁ ଚାଟୁଛନ୍ତି ତେବେ ଆପଣଙ୍କୁ ଅପମାନର ସାମ୍ନା କରିବାକୁ ପଡିବ । ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ ଏହି ସବୁ କାମ କରିଲେ ଆପଣ ପାପର ଭାଗୀଦାର ହୋଇଯିବେ ।  ଆମେ ଯାହା ବିଷୟରେ କହିବାକୁ ଯାଉଛୁ ଆପଣ ଶୁଣିଲେ ଆଶ୍ଚଜ୍ୟ ହୋଇଯିବେ ।

ଆମେ ଆପଣଙ୍କୁ କହିଦେଉଛୁ କି ଦୁନିଆରେ ଧନ, ରତ୍ନ ଅର୍ଜିବା ପାଇଁ ବହୁତ ସମୟ ଲାଗିଥାଏ । ଏହା ପରେ ଆମମାନଙ୍କୁ ବହୁତ କଷ୍ଟରେ ମାନ ସମ୍ମାନ ମିଳିଥାଏ ।

ସେଥିପାଇଁ ଆମେ ଆପଣଙ୍କୁ ଆଜି ଆମେ ଏମିତି କିଛି କଥା କହିବାକୁ ଯାଉଛୁ, କୌଣସି ଲୋକଙ୍କ ଆପଣ ଏହି ଜିନିଷ ଚାଟିବେ ନାହିଁ । ନଚେତ ଆପଣ ବର୍ବାଦ ହୋଇଯିବେ । ଆପଣ ଏହି ଜିନିଷ ଯଦି ବାରମ୍ବାର କରିବେ ତେବେ ଆପଣଙ୍କୁ ଅପମାନର ଭାଗୀଦାର ହେବାକୁ ପଡିବ ।

ଆସନ୍ତୁ ଜାଣିବା ଏମିତି କେଉଁ ଜିନିଷ ଅଛି ଯାହାକୁ ଚାଟିବା ଉଚିତ ନୁହେଁ । କହିବାକୁ ଗଲେ କେବେ ବି କାହାର ଗୋଡ ଚାଟିବେ ନାହିଁ । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ବାରମ୍ବାର କୌଣସି ଦୁଷ୍ଟ ବ୍ୟକ୍ତିର ପାଦତଳେ ପଡିବା ଭଲ ନୁହେଁ । ଅର୍ଥାତ ବାରମ୍ବାର ଅପମାନ ହେବା ପରେ ବି ଦୁଷ୍ଟ ବ୍ୟକ୍ତିର ପାଦ ଚାଟିବା ଉଚିତ ନୁହେଁ । ଏହିଭଳି କାମ କରିବା ଦ୍ଵାରା ଆପଣଙ୍କର ମାନ ସମ୍ମାନର ହାନିତ ହୋଇଥାଏ । ଏହା ସହିତ ଆପଣଙ୍କ ପରିବାର ବି ଲଜ୍ଜିତ ହୋଇଯାଏ ।

ଚାଣକ୍ୟଙ୍କ କହିବା ଅଟେ କି ବାରମ୍ବାର ଏହିଭଳି ଲୋକଙ୍କ ପାଖକୁ ଯିବା ଦ୍ଵାରା ସେମାନେ ଆପଣଙ୍କ ଲାଭ ଉଠାଇ ପାରନ୍ତି । ଚାଣକ୍ୟଙ୍କ ଅନୁସାରେ ଯଦି କୌଣସି ବ୍ୟକ୍ତି ଆପଣଙ୍କ ମା ଓ ବାପାଙ୍କୁ ବାରମ୍ବାର ଅପମାନ କରୁଛନ୍ତି ଓ ପୁଣି ଆପଣ ସେହି ବ୍ୟକ୍ତି ପାଖକୁ ଆପଣ ନିଜର ସମସ୍ୟା ନେଇ ଯାଉଛନ୍ତି ତେବେ ତାକୁ ମଧ୍ୟ ପାଦତଳେ ଯିବା କୁହାଯିବ । ଚାଣକ୍ୟଙ୍କ କହିବା ଅଟେ କି ଯଦି ଆପଣଙ୍କ ଆଖ ପାଖରେ କୌଣସି ବ୍ୟକ୍ତି ଆପଣଙ୍କ ପରିବାର ଉପରକୁ ଆଙ୍ଗୁଠି ଦେଖାଏ ତେବେ ତାଙ୍କ ସହ ବି ମିତ୍ରତା ରଖନ୍ତୁ ନାହିଁ ।

ଯଦି ଆପଣ ଏହା ସତ୍ବେ ବି ରଖୁଛନ୍ତି ତେବେ ଏହାକୁ ବି ପାଦତଳେ ରହିବା କୁହାଯିବ । ଏହା ସହିତ ଯଦି କୋଣସି ଝିଅ କିମ୍ବା ପୁଅ ନିଜର ଜୀବନସାଥି ଥିବା ସତ୍ବେ ବି ଅନ୍ୟ କୌଣସି ବ୍ୟକ୍ତିଙ୍କ ସହ ସମ୍ବନ୍ଧ ରଖିଥାଏ ତେବେ ଏହାକୁ ବି ଗୋଡ ଚାଟିବା କାମ ବୋଲି କୁହାଯାଏ ଓ ଏହିସବୁ କାମ କରିବା ପାପ ସଙ୍ଗେ ସମାନ ଅଟେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।