ବାଛନ୍ତୁ ଗୋଟିଏ ଆକୃତି, ଯାହା କହିବ ଆପଣଙ୍କ ବିଷୟରେ କିଛି ଖାସ କଥା

ପ୍ରାୟତଃ ସମସ୍ତେ ଏହି କଥା ଉପରେ ବିଶ୍ଵାସ ରଖନ୍ତି କି ଯଦି ୧୦ ଟି ଜିନିଷ ମଧ୍ୟରୁ ଆମେ ଯଦି କୌଣସି ଗୋଟିଏ ଜିନିଷ ଉପରେ ହାତ ରଖିଦେଉ କିମ୍ବା ୧୦୦ ମଧ୍ୟରୁ କୌଣସି ଗୋଟିଏ ଜିନିଷ ବାଛି ଥାଉ ତେବେ ଏହା କେବଳ ଏକ ହୋଇ ନ ଥାଏ, ଏହା ପଛରେ ଆମର ଭାଗ୍ୟ ଥାଏ । ଆମର ଭବିଷ୍ୟତ ସେହି ଗୋଟିଏ ଜିନିଷ ଉପରେ ହିଁ ଠିକ ହୋଇଥାଏ । ଯାହାକୁ ଆମେ ଚୟନ କରିଥାଉ ।

ଏହାକୁ ଆପଣ ନିଜର ସ୍ମୃତି ସିମ୍ବଲ କହି ପାରିବେ । ଏହି ଫଟୋରେ ୬ଟି ଆକୃତି ପ୍ରଦାନ କରାଯାଇଛି । ଆପଣ ଏମାନଙ୍କ ମଧ୍ୟରୁ ଗୋଟିଏ ଚୟନ କରନ୍ତୁ, ଯାହା ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ । ତେବେ ଚାଲନ୍ତୁ ଜାଣିବା

ପ୍ରଥମ ଆକୃତି

ଯଦି ଆପଣଙ୍କୁ ପ୍ରଥମ ଆକୃତି ପସନ୍ଦ ଆସୁଛି ତେବେ ବ୍ରାହ୍ମାଣ୍ଡ ଶକ୍ତି ଆପଣଙ୍କୁ ଏହା କହିବାକୁ ଚାହୁଁଛି କି ଆପଣଙ୍କୁ ଯାହା କରିବାର ଥିଲା ତାହା କରି ଦେଇଛନ୍ତି । ଯାହା ହେବାର ଥିଲା ତାହା ହୋଇ ଯାଇଛି । ବର୍ତ୍ତମାନ କେବଳ ଆରାମରେ ବସି ଫଳ ଖାଇବାର ସମୟ ଅଛି । ଆପଣ ସବୁବେଳେ ଅନ୍ୟ ବ୍ୟକ୍ତିମାନଙ୍କ ପାଇଁ ବଞ୍ଚି ଥାନ୍ତି । କିନ୍ତୁ ବର୍ତ୍ତମାନ ଆପଣଙ୍କୁ ନିଜ ପାଇଁ ବଞ୍ଚିବା ପାଇଁ ଅବସର ପ୍ରାପ୍ତ ହେବାର ଅଛି ।

ଦ୍ଵିତୀୟ ଆକୃତି

ଏହି ଆକୃତି ଆପଣଙ୍କୁ ଏହା ସନ୍ଦେଶ ଦେଇଥାଏ କି ଏହି ସମୟ ସମାଜ ଓ ପ୍ରକୃତି ଠାରୁ ଦୂରେଇ ରହିବାର ସମୟ ନୁହେଁ । ଆପଣଙ୍କୁ ଏହି କଥାର ଧ୍ୟାନ ରଖିବା ଉଚିତ କି ଏହି ବ୍ରାହ୍ମାଣ୍ଡରେ ସମସ୍ତେ ପରସ୍ପର ସହିତ ଯୋଡି ଅଛନ୍ତି । ମଣିଷ, ପଶୁ, ପ୍ରକୃତି ସବୁକିଛି ପରସ୍ପର ସହ ସମ୍ବନ୍ଧିତ ଅଟନ୍ତି । ଯେଉଁ ପରିବର୍ତ୍ତନର ଅପେକ୍ଷା ଆପଣ କରିଛନ୍ତି ତାହାର ଆରମ୍ଭ ସ୍ଵୟଂରୁ ହିଁ ଆରମ୍ଭ କରନ୍ତୁ ।

ତୃତୀୟ ଆକୃତି

ଏହି ଆକୃତି କହିଥାଏ କି ଆପଣ ନିଜର ଉଦ୍ଦେଶ୍ୟକୁ ପ୍ରାପ୍ତ କରିବା ପାଇଁ ଆପଣ ବହୁତ ପରିଶ୍ରମ କରି ସାରିଛନ୍ତି । ବର୍ତ୍ତମାନ ଆପଣ ବିଶ୍ରାମ କରନ୍ତୁ । କୌଣସି ଏମିତି ଟ୍ରିପ ପ୍ଳାନ କରନ୍ତୁ ଯାହା ଆପଣଙ୍କ ପାଇଁ ରୋମାଞ୍ଚକ ପୂର୍ଣ ହେବ । ଆପଣ ନିଜର ହୃଦୟକୁ ନିଜର ମାର୍ଗ ଦର୍ଶକ କରିବାକୁ ଦିଅନ୍ତୁ ।

ଚତୁର୍ଥ ଆକୃତି

ବାହାର ଦୁନିଆକୁ ଭୁଲି ଯାଆନ୍ତୁ ଓ ନିଜ ମଧ୍ୟରେ ଧ୍ୟାନ ଦିଅନ୍ତୁ । ଜୀବନରେ ଭୌତିକ ବସ୍ତୁ ସହ ଏତେ ଅଧିକ ଯୋଡି ରହିବା ବିଲକୁଲ ଭଲ ନୁହେଁ । ଆପଣଙ୍କୁ ଧ୍ୟାନ ଓ ଯୋଗର ଆବଶ୍ୟକତା ଅଟେ । ଆପଣଙ୍କୁ ଆପଣଙ୍କ ଭିତରେ ବାସ୍ତବିକତାକୁ ଚିହ୍ନିବା ଦରକାର ।

ପଞ୍ଚମ ଆକୃତି

ଆପଣଙ୍କୁ ଆପଣଙ୍କ ଆଖପାଖର ସୀମା ରେଖା କରିବା ଦାରକାର ଅଟେ । କାରଣ କେବେ କେବେ ଏହି ସୀମା ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ । କିଛି ଏମିତି ଲୋକ କିମ୍ବା କିଛି ଏମିତି ସ୍ଥିତି ଯାହା ଆପଣଙ୍କ ଅଧିନରୁ ବାହାରେ ଅଛନ୍ତି ତାଙ୍କ ଉପରେ ଧ୍ୟାନ ଦେବା କିମ୍ବା ତାଙ୍କ ଉପରେ ବିଶେଷ ରୂପରେ ଚିନ୍ତା କରିବାରେ କୌଣସି ଦରକାର ନାହିଁ ।

ଷଷ୍ଠ ଆକୃତି

ଆପଣଙ୍କୁ ସମୟ ସହିତ ତାଳ ଦେଇ ଚାଲିବା ଉଚିତ । କାହା ସହିତ ବି ଝଗଡା କରିବା କିମ୍ବା ଲଢିବା ବନ୍ଦ କରି ଦିଅନ୍ତୁ । କାରଣ ଏହା ଆପଣଙ୍କ କୌଣସି ବି କାମର ନୁହେଁ । ଅତି ଶୀଘ୍ରତାର ସହ ନିଷ୍ପତି ନେବା ଆପଣଙ୍କ ପାଇଁ ଭୟଙ୍କର ହୋଇପାରେ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।