Gk Questions & Answers- ଗୋଟିଏ ଗଛର ନାମ, ଗୋଟିଏ ରାଜାର ନାମ, ଗୋଟିଏ ଔଷଧର ନାମ, ଗୋଟିଏ ଫିଲ୍ମ ର ନାମ, ତେବେ କୁହନ୍ତୁ ତାହା କଣ ?

ଆପଣ ମାନେ ଜାଣିଥିବେ ଯେଉଁ ମାନେ ଇଣ୍ଟରଭିଉରେ ବହୁତ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି । ସେମାନେ ଆପଣଙ୍କୁ ବହୁତ କଷ୍ଟ ପ୍ରଶ୍ନ ପଚାରି ଥାନ୍ତି । ସେ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥାନ୍ତି । ଏହା ଦ୍ଵାରା ଆମେ ବହୁତ କିଛି ଜାଣି ମଧ୍ୟ ପାରୁ । ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ । ଯଦି କେଉଁ ପିଲା ପାଠ ପଢୁଥିବ ତାଙ୍କୁ ଆପଣ ଏହି ପ୍ରଶ୍ନ ପଚାରି ମଧ୍ୟ ପାରିବେ ।  ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ।

୧- ସିନ୍ଧୁ ସଭ୍ୟତା ର ଆରମ୍ଭ କିଏ କରିଥିଲେ ?

ଉତ୍ତର:- “ରାୟ ବାହାଦୁର ଦୟାରାମ ସାହାନୀ” ।

୨- ମନୁଷ୍ୟ ଦ୍ଵାରା ପ୍ରଥମେ କେଉଁ ପ୍ରହାର କରୁଥିବା ଜିନିଷ ଟି ବନା ଯାଇଥିଲା ?

ଉତ୍ତର:- କୁରାଡି ।

୩- କୃଷି ର ପ୍ରଥମ ଉଦାହରଣ କେଉଁଠାରେ ମିଳିଥିଲା ?

ଉତ୍ତର:- ମେହରଗଢ ।

୪- ୟୋଗ ଦର୍ଶନ ର ପ୍ରବର୍ତକ କିଏ ଅଟନ୍ତି ?

ଉତ୍ତର:- ପତଞ୍ଜଲି ।

୫- ଆଜ୍ଞୋ ର ପ୍ରମୁଖ ପେୟ-ପଦାର୍ଥ କଣ ଅଟେ ?

ଉତ୍ତର:- ସୋମରସ ।

୬- ପୁର୍ତଗାଲି ଇଷ୍ଟ ଇଣ୍ଡିଆ କମ୍ପାନୀ ର ସ୍ଥାପନା କେବେ ହୋଇଥିଲା ?

ଉତ୍ତର:- ୧୪୯୮ ।

୭- ସୁରତ ର ସନ୍ଧି କେବେ ହୋଇଥିଲା ?

ଉତ୍ତର:- ୧୭୭୫ ।

୮- ପଶ୍ଚିମ ର ବେବିଲେନ କାହାକୁ କୁହାଯାଏ ?

ଉତ୍ତର:- ରୋମ ।

୯- ଦକ୍ଷିଣ ର ବ୍ରିଟେନ କାହାକୁ କୁହାଯାଏ ?

ଉତ୍ତର:- ନ୍ୟୁଜିଲାଣ୍ଡ ।

୧୦- ଗୁୟାନା ର ରାଜଧାନୀ ର ନାମ କଣ ଅଟେ ?

ଉତ୍ତର:- ଜାର୍ଜ ଟାଉନ ।

୧୧- ଜୟପୁର ର ଚାର ଦିବାରି ର ସ୍ଥାପନା କେବେ ହୋଇଥିଲା ?

ଉତ୍ତର:- ରାଜସ୍ଥାନ ।

୧୨- ଭାରତର ସବୁଠାରୁ ଲମ୍ବା ନହର କେଉଁଟା ଅଟେ ?

ଉତ୍ତର:- ଇନ୍ଦାରାଗାନ୍ଧି ନହର ।

୧୩- ସବୁଠାରୁ ବୁଦ୍ଧିମାନ ମାଛ କେଉଁଟି ଅଟେ ?

ଉତ୍ତର:- ଡଲଫିନ ।

୧୪- ତମ୍ବା ର ଦେଶ କାହାକୁ କୁହାଯାଏ ?

ଉତ୍ତର:- ଜାମ୍ବିୟା ।

୧୫- ବିଶ୍ଵ ର ପ୍ରଥମ ରେଳଗାଡି କେବେ ଚାଲିଥିଲା ?

ଉତ୍ତର:-  ୧୮୨୫ ।

୧୬- ରାଷ୍ଟ୍ରଗୀତ ର ଶୁଭଆରମ୍ଭ କେଉଁ ଦେଶ ରେ ପ୍ରଥମେ ହୋଇଥିଲା ?

ଉତ୍ତର:- ଜାପାନ ।

୧୭- ଇଙ୍କଲାବ ଜିନ୍ଦବାଦ ର ନାରା କିଏ ଦେଇଥିଲେ ?

ଉତ୍ତର:- ଭଗତ ସିଂହ ।

୧୮- ଭାରତର ସବୁଠାରୁ ବଡ ରେଗିସ୍ଥାନ କେଉଁଟା ?

ଉତ୍ତର- ଥାର ରେଗିସ୍ଥାନ ।

୧୯- ବଡ ଇମାମଵାଡା କେଉଁଠାରେ ଅବସ୍ଥିତ ?

ଉତ୍ତର:- ଲକ୍ଷ୍ନୌ ରେ ।

୨୦- ରାଜ୍ୟ ର ଶାସନ ର ମୁଖିଆ କିଏ ଅଟନ୍ତି ?

ଉତ୍ତର:- ରାଜ୍ୟପାଳ ।

୨୧- ପୋଲିଓ ଟିକା ର ଅନୁସନ୍ଧାନ କିଏ କରିଥିଲେ ?

ଉତ୍ତର- ଜାନସାଳ୍କ ।

୨୨- ଶ୍ଵେତ କ୍ରାନ୍ତି କାହା ସହିତ ସମ୍ବନ୍ଧିତ ଅଟେ ?

ଉତ୍ତର:- ଦୁଗ୍ଧ ଉତ୍ପାଦନ ରୁ ।

୨୩- “ରାମ ଚରିତ ମାନସ” ର ଲେଖକ କିଏ ଅଟନ୍ତି ?

ଉତ୍ତର:- ତୁଲସୀ ଦାସ ।

୨୪- ଗଞ୍ଜାପନ କେଉଁ କାରଣରୁ ହୋଇଥାଏ ?

ଉତ୍ତର:- କବକ କାରଣରୁ ।

୨୫- ମାଲାବାର ହିଲ୍ସ କେଉଁଠାରେ ଅବସ୍ଥିତ ?

ଉତ୍ତର:- ମୁମ୍ବାଇ ।

୨୬- ହାତୀ ଉତ୍ସବ କେଉଁଠାରେ ମନା ଯାଇଥାଏ ?

ଉତ୍ତର:- ଜୟପୁର ।

୨୭- ବିଜୁଳି ର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର:- ଜର୍ମାନୀ ।

୨୮- କେଉଁ ଦେଶରେ ଧଳା ହାତୀ ଦେଖିବାକୁ ମିଳିଥାଏ ?

ଉତ୍ତର:- ଥାଇଲାଣ୍ଡ ରେ ।

୨୯- ଇବନିଙ୍ଗ ଷ୍ଟାର କେଉଁ ଗ୍ରହକୁ କୁହାଯାଇଥାଏ ?

ଉତ୍ତର:- ଶୁକ୍ରଗ୍ରହ ।

୩୦- ତୃଗବେଦ ରେ କେତୋଟି ମଣ୍ଡଳ ଅବସ୍ଥିତ ?

ଉତ୍ତର:- ୧୦ ଟି ମଣ୍ଡଳ । ବନ୍ଧୁଗଣ ଏହି ବିବରଣୀ ଟିକୁ ନେଇ  ଆପଣଙ୍କ ମତାମତ କାମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

୩୧- ସମସ୍ତଙ୍କର ଗୋଟିଏ ଉତ୍ତର ଦିଅନ୍ତୁ

ଏକ ଗଛର ନାମ

ଏକ ରାଜାର ନାମ

ଏକ ଔଷଧର ନାମ

ଏକ ଫିଲ୍ମ ର ନାମ

ଉତ୍ତର – ଅଶୋକ

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।