ତାହା କଣ ? ଯାହା ଗୋଟିଏ ଝିଅର ନାମ, ଗୋଟିଏ ଫିଲ୍ମର ନାମ, ଗୋଟିଏ ଔଷଧର ନାମ ଓ ଗୋଟିଏ ଗଛର ନାମ ମଧ୍ୟ ? ଏହା ସହିତ ଆହୁରି 25 Gk Questions & Answers

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି ।

ଆଜିକାଲି ଏକ ସାଧାରଣ ଚାକିରି ଇଣ୍ଟରଭ୍ୟୁରେ ମଧ୍ୟ ଏହିସବୁ ପ୍ରଶ୍ନ ପଚାରି ଦେଉଛନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

୧- ମହାତ୍ମା ଗାନ୍ଧୀ ପ୍ରଥମ ଥର ଚଷମା କେବେ ପିନ୍ଧିଥିଲେ ?

ଉ: ୧୮୯୦ ରେ

୨- ଏମିତି କେଉଁ ବସ୍ତୁ ଅଛି ଯାହା କାଟିବା ପରେ ଆପଣ ଗୀତ ଗାଇବାକୁ ଲାଗିଯାନ୍ତି ?

ଉ: ଜନ୍ମଦିନ(birthday) କେକ୍

୩- ଦୁନିଆର ସବୁଠୁ ବୁଦ୍ଧିମାନ ପଶୁ କିଏ ?

ଉ: ସିମ୍ପାଜି

୪- ହାତୀ ଗୋଟେ ଥରରେ କେତେ ପାଣି ପିଇ ପାରେ ?

ଉ: ୧୪ ଲିଟର

୫- ଦୁନିଆରେ କେଉଁ ସହରର ସବୁଠୁ ବଡ ନାମ ଅଛି ?

ଉ: ବେଙ୍ଗାଲୁର ସହରର

୬- ଫ୍ରାନ୍ସ କେଉଁ ଦେଶର ଭାଷା ଅଟେ ?

ଉ: ଆଫଗାନିସ୍ଥାନ

୭- ପାରସ ପଥର କେଉଁଠି ମିଳିଥାଏ ?

ଉ: ହିମାଚଳର ଜଙ୍ଗଲରେ

୮- ସମୁଦ୍ରର ପାଣି କ୍ଷାର କାହିଁକି ଲାଗିଥାଏ ?

ଉ: ଲୁଣ ଯୋଗୁଁ

୯- କେଉଁ ଭାରତୀୟ ନୋଟ ଉପରେ ଗାନ୍ଧୀଜିଙ୍କ ଫଟୋ ନ ଥାଏ ?

ଉ: ଇଣ୍ଡୋନେସିଆ

୧୦- ନରେନ୍ଦ୍ର ମୋଦି କେଉଁ ଦେଶର ପ୍ରଧାନମନ୍ତ୍ରୀ ଅଟନ୍ତି ?

ଉ: ଏହି ପ୍ରଶ୍ନର ଉତ୍ତର ଆମକୁ କମେଣ୍ଟ କରି ଜଣାନ୍ତୁ

୧୧- ଭାରତରେ ମୌସୁମୀ ପ୍ରଥମେ କେଉଁ ରାଜ୍ୟକୁ ଆସିଥାଏ ?

ଉ: କେରଳ

୧୨- ଭାରତ କେଉଁ ରାଜ୍ୟରେ ସବୁଠୁ ଅଧିକ ଜଙ୍ଗଲ ରହିଛି ?

ଉ: ମଧ୍ୟପ୍ରଦେଶ

୧୩- କେଉଁ ଦେଶରେ ଧଳା ରଙ୍ଗର କାଉ ଦେଖିବାକୁ ମିଳନ୍ତି ?

ଉ: ଇଜିପ୍ଟରେ

୧୪- ଭାରତ ସ୍ଵାଧୀନ ହେବା ସମୟରେ ଭାରତର ଲୋକସଂଖ୍ୟା କେତେ ଥିଲା ?

ଉ: ୩୪ କୋଟି

୧୫- ମଣିଷର DNA କେଉଁ ପଶୁ ସହ ସବୁଠୁ ଅଧିକ ମିଶିଥାଏ ?

ଉ: ମାଙ୍କଡ ସହ

୧୬- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ମେଟ୍ରୋ ଚାଲେ ?

ଉ: ମହାରାଷ୍ଟ୍ର

୧୭- ଜଣେ ବ୍ୟକ୍ତି ଗୋଟିଏ ଦିନରେ କେତୋଟି ଶବ୍ଦ କହିଥାଏ ?

ଉ: ୭୦୦୦ ରୁ ମଧ୍ୟ ଅଧିକ

୧୮- ଭାରତର ସବୁଠୁ ଭଲ ସରକାରୀ ଚାକିରି କଣ ଅଟେ ?

ଉ: ଆଇଏଏସ(IAS)

୧୯- ଭାରତରେ ସମୁଦାୟ କେତୋଟି ଟ୍ରେନ ଅଛି ?

ଉ: ୧୨୬୧୭ ଟି

୨୦- କେଉଁ ପରିବାରେ ରକ୍ତ ସଫା ହୋଇଥାଏ ?

ଉ: କଲରା

୨୧- କେଉଁ ଦେଶରେ ଇଣ୍ଟରନେଟ ସେବା ଫ୍ରି ରେ ମିଳେ ?

ଉ: ଡେନମାର୍କ

୨୨- କେଉଁ ସାଲରେ ବେଙ୍ଗଲ ରେ ଅକାଳ ପଡିଥିଲା ?

ଉ: ୧୭୭୦ରେ

୨୩- କେଉଁ ଦେଶରେ ଦୁଇରୁ ଅଧିକ ସନ୍ତାନ କଲେ ଦଣ୍ଡ ଦିଆଯାଏ ?

ଉ: ଉତ୍ତର କୋରିଆ

୨୪- ବିଶ୍ଵ ଜଳ ଦିବସ କେବେ ପାଳନ କରାଯାଏ ?

ଉ: ୨୨ ମାର୍ଚ୍ଚରେ

୨୫- କେଉଁ ଗୋଟିଏ ନାମ- ଗୋଟିଏ ଝିଅର ନାମ, ଗୋଟିଏ ଫିଲ୍ମର ନାମ, ଗୋଟିଏ ଔଷଧର ନାମ ଓ ଗୋଟିଏ ଗଛର ମଧ୍ୟ ନାମ ଅଟେ ?

ଉ: ଅଶୋକ

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।