ସୁନ୍ଦର ଓ ଗୋରା ତ୍ଵଚ୍ଚା ପାଇବା ପାଇଁ କରନ୍ତୁ ଏହି ସହଜ ଉପାୟ

ଆଜି ଆମେ କଥା ହେବା ଏଭଳି ଦୁଇଟି ମହତ୍ତ୍ୱପୂର୍ଣ୍ଣ ଜିନିଷ ବିଷୟରେ ଯାହା ପ୍ରତିଦିନ ଖାଇବା ଦ୍ଵାରା ଆପଣଙ୍କ ଚେହେରାରୁ ଝୁରିୟାଁ ଓ ଦାଗ ଗାୟବ ହୋଇଯିବ ଓ ଆପଣ ଆଗ ଠାରୁ ଅଧିକ ସୁନ୍ଦର ଦେଖାଯିବେ । ବହୁତ ଲୋକ ବହୁତ ପ୍ରକାରର ଚେଷ୍ଟା କରିଥାନ୍ତି ନିଜ ଚେହେରାର ଦାଗ ହଟାଇବାକୁ । ହେଲେ ତାହା କେବେ ଭଲ ହୁଏ ନାହିଁ । କିନ୍ତୁ ଆମେ ଆଜି ଆପଣଙ୍କୁ ଏଭଳି ଦୁଇଟି ଘରୋଇ ଉପଚାର ବିଷୟରେ ଜଣାଇବୁ ଯାହାକୁ ସେବନ କରିବା ଦ୍ଵାରା ସତରେ ଆପଣଙ୍କ ମୁହଁ ରୁ ଦାଗ ସବୁ ହଟିଯିବ । ତେବେ ଚାଲନ୍ତୁ ଜାଣିବା ତାହା କଣ ?

 

ପ୍ରଥମ ଉପାୟ

Image courtesy: Google

ଆପଣ ପ୍ରତିଦିନ କେବଳ ଦୁଇଟି ନିମ ପତ୍ରକୁ ଭଲ ଭାବେ ଚୋବାଇ ଖାଇବା ଦ୍ଵାରା ଆପଣଙ୍କ ଚେହେରାରୁ ସବୁ ଦାଗ ଗାୟବ ହେବା ସହିତ ଆପଣଙ୍କ ଚେହେରା ଆଗ ଠାରୁ ଅଧିକ ସୁନ୍ଦର ଦେଖାଯାଇଥାଏ ।

ଦ୍ଵିତୀୟ ଉପାୟ

Image courtesy: Google

ଚେହେରାର ଗୋରାପଣକୁ ବଢାଇବା ପାଇଁ ଖାଦ୍ଯରେ ପ୍ରତିଦିନ ଡାଲିର ସେବନ କରନ୍ତୁ । ଡାଲି ଖାଇବା ଦ୍ଵାରା ଆମ ଶରୀରକୁ ବହୁତ ଅଧିକ ଭିଟାମିନ ମିଳିଥାଏ । ଯେତେ ଅଧିକ ଡାଲି ଆପଣ ଖାଇ ପାରିବେ ସେତେ ଅଧିକ ଆପଣଙ୍କ ଚେହେରା ଗ୍ଲୋ କରିବ । ଯଦି ଆପଣ ଗୋରା ହେବାକୁ ଚାହାଁନ୍ତି ତେବେ ପ୍ରତିଦିନ ଡାଲିର ସେବନ କରନ୍ତୁ । ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।