ଗୋରାଛୁଆ କେମିତି ହେବ… ଜାଣନ୍ତୁ ଗୋରା ଛୁଆ ପାଇବାର ୬ ଟି ଟିପ୍ସ

ସବୁ ମା’ ବାପା ଚାହାଁନ୍ତି ତାଙ୍କର ଗୋଟିଏ କ୍ୟୁଟ ଗୋରା ଓ ହେଲଦି ଛୁଆ ହେଉ । କୌଣସି ମା’ ବାପା ଚାହାନ୍ତି ନାହିଁ କି ତାଙ୍କର ପିଲା ଅନହେଲଦି ହେଉ ବା କମ କଲର ହେଉ । ସେଥିପାଇଁ ସେମନେ ଅନେକ ଉପାୟ ଆପଣାଇଥାନ୍ତି । ଅନେକ ଔଷଧ ସେବନ କରିଥାନ୍ତି ତ କେଉଁମାନେ ପ୍ରକୃତିକ ଉପାୟ ଆପଣାଇ ଥାନ୍ତି । ହେଲେ ଔଷଧ ର ଅନେକ ସାଇଡ ଇଫେକ୍ଟ ଥାଏ । ତେବେ ଚାଲନ୍ତୁ ଜାଣିବା ଗୋରା ଓ ହେଲଦି ଛୁଆ ହେବା ପାଇଁ କଣ ସବୁ ପ୍ରକୃତିକ ଉପାୟ ରହିଛି ।

୧. କ୍ଷୀର ସହିତ କେଶର

ଆପଣମାନେ ଶୁଣିଥିବେ କି କେଶର ଯୁକ୍ତ କ୍ଷୀର ପିଇଲେ ଛୁଆ ଗୋରା ଜନ୍ମ ହୋଇଥାଏ । ଏହି କେଶର ରେ ଏମିତି ବହୁତ କିଛି ଗୁଣ ଥାଏ ଯାହା ଆପଣଙ୍କ ଛୁଆକୁ ଗୋରା କରିଥାଏ । କିନ୍ତୁ କେଶରକୁ ଲିମିଟେଡ ଖାଇବା ଦରକାର । ଅଧିକ କେଶର ଖାଇଲେ ଆପଣଙ୍କ ଗର୍ଭାଶୟ ସଂକୀର୍ଣ୍ଣ ହେବାର ଚାନ୍ସ ଥାଏ । ୨-୩ ପାଖୁଡା ଗୋଟିଏ ଗ୍ଳାସ କ୍ଷୀରରେ ଖାଆନ୍ତୁ ।

୨. ପଇଡ ପାଣି

ପ୍ରେଗ୍ନେଂସୀ ଟାଇମରେ ପଇଡ ପିଇବା ବହୁତ ଭଲ ହୋଇଥାଏ । ଏହା ମା’ର ହାଇଡ୍ରେଶନ ଲେଭଲ ବି ଠିକ ରଖିଥାଏ ଓ ସକାଳୁ ସକାଳୁ ହେଉଥିବା ୱିକନେସ କୁ ବି କମ କରିଥାଏ । ଏହା ଛଡା ଏହା ଛୁଆକୁ ଗୋରା କରିବାରେ ବହୁତ ସାହାର୍ଯ୍ୟ କରିଥାଏ ।

୩. କ୍ଷୀର ଓ ଅଣ୍ଡା

ଆପଣ ସବୁଦିନ ରାତିରେ ଗରମ କ୍ଷୀର ପିଇ ଶୁଅନ୍ତୁ, ଏହା ଦ୍ଵାରା ଆପଣଙ୍କୁ ଓ ଆପଣଙ୍କ ଛୁଆକୁ ଉପଯୁକ୍ତ ପୋଷଣ ମିଳିଥାଏ । ଏହା ଛଡା ଅଣ୍ଡାର ଧଳା ଭାଗକୁ ସବୁଦିନ ଖାଆନ୍ତୁ । ଏହା ଦ୍ଵାରା ମଧ୍ୟ ଆପଣଙ୍କ ପିଲା ଗୋରା ଓ ହେଲଦି ଜନ୍ମ ହୋଇଥାଏ । କ୍ଷୀର ଓ ଅଣ୍ଡାରୁ ବହୁତ ପ୍ରକାରର ଭିଟାମିନ ଓ ପ୍ରୋଟିନ ମିଳିଥାଏ ଯାହା ଆପଣଙ୍କ ପିଲାର ବିକାଶରେ ସହାୟକ ହୋଇଥାଏ ।

୪. ପେସ୍ତା ବାଦାମ

ଆପଣ ବାଦାମକୁ ରାତିରେ ପାଣିରେ ବତୁରାଇ ଦିଅନ୍ତୁ ଓ ସକାଳେ ଏହାକୁ କ୍ଷୀର ସହିତ ମିଶାଇ ଖାଆନ୍ତୁ । ଏହା ଦ୍ଵାରା ଆପଣଙ୍କ ପିଲାର ସ୍କିନ ଓ ହେୟାର ଉପରେ ପଜିଟିଭ ଇଫେକ୍ଟ ପଡିଥାଏ ।

୫. ଘିଅ

ପ୍ରେଗ୍ନେଂସୀ ସମୟରେ ଆପଣ ବହୁତ ପ୍ରକାରର ତେଲ ଯୁକ୍ତ ଖାଦ୍ଯ ଖାଇଥାନ୍ତି । ଏହାକୁ ଛାଡି ଆପଣ ଘିଅ ୟୁଜ କରନ୍ତୁ । ଏହା ଦ୍ଵାରା ଆପଣଙ୍କର ଡେଲିଭରି ଠିକ ଭାବରେ ହୁଏ ଓ ପିଲା ମଧ୍ୟ ଗୋରା ଜନ୍ମ ହୋଇଥାଏ ।

୬. ଫୃଟ ଡାଏଟ

ଆପଣ ସବୁଦିନ ସକାଳେ କମଳା ଖାଇ ପାରିବେ । କାରଣ ଏହା ଏକ ଆଣ୍ଟି ଅକ୍ସିଡେଣ୍ଟର କାମ କରିଥାଏ ଓ ଆପଣଙ୍କ ପିଲା ଗୋରା ଜନ୍ମ ହୋଇଥାଏ । ଆପଣ ଅଙ୍ଗୁର ମଧ୍ୟ ଖାଇ ପାରିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।