ଭାରତ ପାଇଁ ବଡ ଖୁସି ଖବର, ଯାହା 72 ବର୍ଷରେ ହେଇନଥିଲା ତାହା ଏବେ ହେବ, ଇଜରାଇଲ ଦେବ ତୁର୍କୀକୁ ଜବାବ

ଯାହା ୭୨ବର୍ଷ ହେବ ହୋଇ ନ ଥିଲା ତାହା ବର୍ତ୍ତମାନ ହେବାକୁ ଯାଉଛି, ଯାହାକି ଭାରତ ପାଇଁ ବହୁତ ବଡ ଖୁସି ଖବର ଅଟେ । କହିବାକୁ ଗଲେ ଇଜରାଇଲ ଓ UAE ବର୍ତ୍ତମାନ ସମୟରେ ମିଶି ଯାଇଛନ୍ତି । ଏହି ଦୁଇ ଦେଶ ନିଜର ଶତ୍ରୁତା ଭୁଲି ଯାଇଛନ୍ତି ଓ ଏକାଠି ହୋଇ ଯାଇଛନ୍ତି ଓ ଏହା କେବଳ ଆମେରିକା ଯୋଗୁ ସମ୍ଭବ ହୋଇଛି । କିନ୍ତୁ ଏହା ଦ୍ଵାରା ତୁର୍କୀ, ପାକିସ୍ଥାନ ଓ ଇରାନ ଭଳି ଦେଶରେ ହଙ୍ଗାମା ଆରମ୍ଭ ହୋଇ ଯାଇଛି ।

ଇଜରାଇଲ ଓ UAE ମଧ୍ୟରେ ଏହି ଶାନ୍ତି ବୁଝାମଣା କେବଳ ଏକ ଶାନ୍ତି ବୁଝାମଣା ନୁହେଁ ଏହା ପଛରେ ଆମେରିକାରର ବହୁତ ବଡ ଏକ ଚାଲ ଲୁଚି ଅଛି । ଏହି ବୁଝାମଣା ଇଜରାଇଲ ପାଇଁ ଯେତିକି ଜରୁରୀ ଅଟେ ତାହା ଠାରୁ UAE ପାଇଁ ଏହି ବୁଝାମଣା ଅଧିକ ଲାଭଦାୟକ ଅଟେ । ତୁର୍କୀର ମୁସଲମାନ ସମ୍ପ୍ରଦାୟର ମୁଖ୍ୟ ହେବା କାରଣରୁ UAE ଓ ସାଉଦିଆରବ ପୂର୍ବରୁ ହିଁ ଚିନ୍ତିତ ଥିଲେ ।

ଅନ୍ୟ ପଟେ ଇରାନ ଓ ଚୀନର ବନ୍ଧୁତା ବି ଏହି ଦେଶମାନଙ୍କ ଚିନ୍ତା ବଢାଇ ଦେଇ ଥିଲା । ଏମିତିରେ ତୁର୍କୀ ଓ ଇରାନକୁ ଜବାବ ଦେବା ପାଇଁ ଇଜରାଇଲ ସହ ମିଶିବା ହିଁ UAE ଓ ସାଉଦି ଆରବ ପାଇଁ ଗୋଟିଏ ହିଁ ରାସ୍ତା ଅଟେ ।

କାରଣ କିଛି ସମୟ ହେବ ଆମେରିକା ଖାଡି ଦେଶ ଗୁଡିକରୁ ନିଜର ସୈନିକକୁ କମ କରିବାରେ ଲାଗିଛି । ସେହି ଜାଗାରେ ଇଜରାଇଲର ସୈନିକକୁ ରଖିବା ପାଇଁ ଚାହୁଁଛି । ଏମିତିରେ କହିବାକୁ ଗଲେ ଆମେରିକା ବର୍ତ୍ତମାନ ମିଡଲ ଏସିଆର ନିଜର ଦାୟିତ୍ଵ ଇଜରାଇଲକୁ ଦେବାକୁ ଚାହୁଁଛି । ଖାଡି ଦେଶ ଗୁଡିକରେ ଆମେରିକାର ସୈନିକ ଯେଉଁ ଯୁଧ୍ୟ ଲଢୁଥିଲେ ବର୍ତ୍ତମାନ ଇଜରାଇଲର ସୈନିକ ସେହି ଯୁଧ୍ୟ ଲଢିବେ । କହିବାକୁ ଗଲେ ବର୍ତ୍ତମାନ ଅରବ ଦେଶ ଦୁଇ ଭାଗ ହୋଇ ବାଣ୍ଟି ହୋଇଗଲେ ।

ଯାହା ହେଉଛି ସାଉଦୀ ଓ UAE ର ଅଟେ । ଯାହାର ଦୁତୀୟ ମୁଖ୍ୟ ହେଉଛି ତୁର୍କୀ । ସାଉଦୀ ଓ UAE ଙ୍କୁ ତୁର୍କୀକୁ ଶିକ୍ଷା ଦେବା ପାଇଁ ଇଜରାଇଲ ର ସମର୍ଥନ ହେବ । ସେମିତି ଦେଖିବାକୁ ଗଲେ ତୁର୍କୀ ଏବେ UAE ସହିତ ତାର ରାଜନୈତିକ ସମ୍ପର୍କକୁ ଭାଙ୍ଗିଦେବ ବୋଲି ସେ କହିସାରିଛି । କିନ୍ତୁ ଏହା ଭାରତ ପାଇଁ ବହୁତ ଫାଇଦା ହେବ । କାରଣ କହିବାକୁ ଗଲେ ଇଜରାଇଲ ଓ UAE ସହିତ ଭାରତର ସମ୍ପର୍କ ବହୁତ ଭଲ ଅଟେ । କିନ୍ତୁ ବେଳେ ବେଳେ ଭାରତକୁ ଏହି ଦୁଇଟି ଦେଶଙ୍କର କୂଟନୀତିର ସାମ୍ନା କରିବାକୁ ପଡୁଥିଲା ଯାହା ଦ୍ଵାରା ଭାରତକୁ ଆଉ ସେହି ଭଳି କିଛି ସମସ୍ୟା ଦେଖିବାକୁ ମିଳିବ ନାହିଁ ।

ଓ ତୁର୍କୀ, ଇରାନ ଓ ପାକିସ୍ଥାନ ଏହି ୩ଟି ଦେଶ ମଧ୍ୟରେ କୌଣସି ସମ୍ବନ୍ଧ ନରହିବା ହେତୁ ଏବେ ଭାରତକୁ ତାଙ୍କ ବିରୁଦ୍ଧରେ କାମ କରିବାକୁ ଆହୁରି ସୁବିଧା ହୋଇଯିବ । ଏହାପରେ କିଛି ଲୋକଙ୍କ କହିବା କଥା କି ଇଜରାଇଲ ଓ UAE ଙ୍କୁ ମିଶେଇବା ପାଇଁ ସେ ଏକ ବଡ ଯୋଜନା କରିଥିଲେ ।

କହିବାକୁ ଗଲେ ସିଧା କଥା ହେଉଛି ଭବିଷ୍ୟତରେ ଇଜରାଇଲ ହିଁ ମିଡିଲ ଏସିଆ ଭିତରେ ଆମେରିକାର ଯୁଧ୍ୟର ନେତୃତ୍ୟ ନେବ । ଯେତେବେଳେ ଆମେରିକାର ଭାରକୁ ଇଜରାଇଲ ସମ୍ଭାଳିବ ତେଣୁ ଯିଏ ହେଇଥାଉ ନା କାହିଁକି, ସିଏ ତୁର୍କୀ ହେଉ ବା ଇରାନ ହେଉ ସେ କାହାକୁ ବି ଛାଡିବ ନାହିଁ ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।