ଦେଖନ୍ତୁ କେତେ ଅଛି ଆଜି 19 ଅକ୍ଟୋବରର Gold rate

କହିବାକୁ ଗଲେ କାଲି ସୁନାର ଦାମ ବହୁତ କମି ଥିଲା । କିନ୍ତୁ ଆଜି ସୁନା ଅଳ୍ପ ବଢିଛି । ଯାହାକି ସେହିଭଳି କିଛି ଖାସ ନୁହେଁ । କିନ୍ତୁ ଆଜି ଚାନ୍ଦିର ମୂଲ୍ୟ କମିଛି । ଏମିତିରେ ଚାଳନ୍ତୁ ଜାଣିବା ଆଯ ୧୯ ଅକ୍ଟୋବର ୨୦୨୦ରେ ସୁନା ଓ ଚାନ୍ଦି କେତେ ବଢିଛି ନା କମିଛି । ବହୁ ଦିନ ହେବ ସୁନାର ମୂଲ୍ୟ ବଢିବାରେ ଲାଗିଛି । ସେହିଭଳି ଚାନ୍ଦିର ଦାମ ବି ବଢିବାରେ ଲାଗିଥିଲା । କିନ୍ତୁ ଆଜି ସୁନା ଓ ଚାନ୍ଦିର ସେହିଭଳି ବଢି ନାହିଁ ।

ଯଦି ସୁନାର ମୂଲ୍ୟ ବିଷୟରେ କଥାବାର୍ତ୍ତା କରିବା ତେବେ ଆଜି ୧୮ କ୍ୟାରେଟ ସୁନା ୧ ଗ୍ରାମକୁ ୩,୮୨୯ ଟଙ୍କା, ୮ ଗ୍ରାମକୁ ୩୦,୬୩୩ ଟଙ୍କା, ୧୦ ଗ୍ରାମକୁ ୩୮,୨୯୧ ଟଙ୍କା, ୧୦୦ ଗ୍ରାମକୁ ୩,୮୨,୯୧୦ ଟଙ୍କା ଅଛି । କହିବାକୁ ଗଲେ ଆଜି ୧୮ କ୍ୟାରେଟ ସୁନା ଗତ କାଲି ଅପେକ୍ଷା ୧୦ ଗ୍ରାମକୁ ନା ହିଁ ବଢିଛି ଓ ନା ହିଁ କମିଛି । ସମାନ ରହିଛି ।

ସେହିଭଳି ଆଜି ୨୨ କ୍ୟାରେଟ ସୁନା ୧ ଗ୍ରାମକୁ ୪,୯୮୧ ଟଙ୍କା, ୮ ଗ୍ରାମକୁ ୩୯,୮୪୮ ଟଙ୍କା, ୧୦ ଗ୍ରାମକୁ ୪୯,୮୧୦ ଟଙ୍କା, ୧୦୦ ଗ୍ରାମକୁ ୪,୯୮,୧୦୦ ଟଙ୍କା ଅଛି । କହିବାକୁ ଗଲେ ଆଜି ୨୨ କ୍ୟାରେଟ ସୁନା ଗତ କାଲି ଅପେକ୍ଷା ୧୦ ଗ୍ରାମକୁ ୧୦ ଟଙ୍କା ବଢିଛି ।

୨୪ କ୍ୟାରେଟ ସୁନା ୧ ଗ୍ରାମକୁ ୫,୧୩୧ ଟଙ୍କା, ୮ ଗ୍ରାମକୁ ୪୧,୦୪୮ ଟଙ୍କା, ୧୦ ଗ୍ରାମକୁ ୫୧,୩୧୦ ଟଙ୍କା, ୧୦୦ ଗ୍ରାମକୁ ୫,୧୩,୧୦୦ ଟଙ୍କା ଅଛି । କହିବାକୁ ଗଲେ ଗତ କାଲି ଅପେକ୍ଷା ୨୪ କ୍ୟାରେଟ ସୁନା ଦାମ ୧୦ ଗ୍ରାମକୁ ମାତ୍ର ୧୦ ଟଙ୍କା ବଢିଛି ।

ଆଜି ୧୯ ଅକ୍ଟୋବର ୨୦୨୦ ସୋମବାର ଦିନ ଚାନ୍ଦି ୧ ଗ୍ରାମକୁ ୬୧.୭୦ ଟଙ୍କା, ୮ ଗ୍ରାମକୁ ୪୯୩.୬୦ ଟଙ୍କା, ୧୦ ଗ୍ରାମକୁ ୬୧୭ ଟଙ୍କା, ୧୦୦ ଗ୍ରାମକୁ ୬,୧୭୦ ଟଙ୍କା ଓ ୧ କିଲୋ ଚାନ୍ଦିର ଦାମ ୬୧,୭୦୦ ଟଙ୍କା ଅଟେ । ଆଜି ଚାନ୍ଦି ଗତ କାଲି ଅପେକ୍ଷା ଦାମ ସମାନ ରହିଛି । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।