ନବରାତ୍ରି ପୂର୍ବରୁ ଏତେ ଟଙ୍କା ଶସ୍ତା ହେଲା ସୁନା, ଦେଖନ୍ତୁ କେତେ ଅଛି ଆଜି 15 ଅକ୍ଟୋବରର Gold rate

ସବୁଦିନ ସୁନା ଓ ଚାନ୍ଦିର ଦାମ ବଢୁଛି କିମ୍ବା କମ ହେଉଛି । ଏମିତିରେ ଆପଣ ସମସ୍ତଙ୍କ ପାଇଁ ସୁନା ଓ ଚାନ୍ଦିର ଦାମ କେତେ ଅଛି ଜାଣିନେବା ଉଚିତ । ଯାହା ଦ୍ଵାରା ଆପଣ ବଜାରରେ ସଠିକ ମୂଲ୍ୟରେ ସଠିକ ଦିନରେ ଭଲ ସୁନା କିଣି ପାରିବେ । କହିବାକୁ ଗଲେ ଆଜି ୧୫ ଅକ୍ଟୋବର ୨୦୨୦ ଗୁରୁବାର ଦିନ ୧୮ କ୍ୟାରେଟ ସୁନାର ଦାମ ୧ ଗ୍ରାମକୁ ୪,୦୬୯ ଟଙ୍କା, ୮ ଗ୍ରାମକୁ ୩୨,୫୫୨ ଟଙ୍କା, ୧୦ ଗ୍ରାମକୁ ୪୦,୬୯୦ ଟଙ୍କା ଓ ୧୦୦ ଗ୍ରାମ ସୁନାର ଦାମ ୪,୦୬,୯୦୦ ଟଙ୍କା ଅଛି । କହିବାକୁ ଗଲେ ଆଜି ୧୮ କ୍ୟାରେଟ ସୁନା ଗତ କାଲି ଅପେକ୍ଷା ସମାନ ରହିଛି ।

ସେହିଭଳି ଯଦି ୨୨ କ୍ୟାରେଟ ସୁନାର ଦାମ ବିଷୟରେ କହିବା ତେବେ ୧ ଗ୍ରାମକୁ ୪,୯୭୩ ଟଙ୍କା, ୮ ଗ୍ରାମକୁ ୩୯,୭୮୪ ଟଙ୍କା, ୧୦ ଗ୍ରାମକୁ ୪୯,୭୩୦ ଟଙ୍କା ଓ ୧୦୦ ଗ୍ରାମ ସୁନାର ଦାମ ୪,୯୭,୩୦୦ ଟଙ୍କା ଅଛି । ଆଜି ୨୨ କ୍ୟାରେଟ ସୁନା ଗତ କାଲି ଅପେକ୍ଷା ୧୦ ଗ୍ରାମକୁ ୪୦୦ ଟଙ୍କା କମି ଯାଇଛି । ଏମିତିରେ ଗତ ଦୁଇ ଦିନ ହେବ ସୁନା ୬୨୦ ଟଙ୍କା କମ ହୋଇଛି ।

ଯଦି ୨୪ କ୍ୟାରେଟ ସୁନାର ମୂଲ୍ୟ ବିଷୟରେ କହିବା ତେବେ ୧ ଗ୍ରାମକୁ ୫,୨୭୫ ଟଙ୍କା, ୮ ଗ୍ରାମକୁ ୪୨,୨୦୦ ଟଙ୍କା, ୧୦ ଗ୍ରାମକୁ ୫୨,୭୫୦ ଟଙ୍କା ଓ ୧୦୦ ଗ୍ରାମ ସୁନାର ଦାମ ୫,୨୭,୫୦୦ ଟଙ୍କା ଅଛି । ଆଜି ୨୪ କ୍ୟାରେଟ ସୁନା ଗତ କାଲି ଅପେକ୍ଷା ୧୦ ଗ୍ରାମକୁ ୪୦୦ ଟଙ୍କା କମି ଯାଇଛି । ଏହିଭଳି ଭାବରେ ଗତ ଦୁଇ ଦିନ ହେବା ୫୨୦ ଟଙ୍କା କମ ହୋଇଛି ।

ଯଦି ଚାନ୍ଦି ବିଷୟରେ କଥାବାର୍ତ୍ତା କରିବା ତେବେ ଆଜି ଚାନ୍ଦି ୧ ଗ୍ରାମକୁ ୬୨ ଟଙ୍କା, ୮ ଗ୍ରାମକୁ ୪୯୬ ଟଙ୍କା, ୧୦ ଗ୍ରାମକୁ ୬୨୦ ଟଙ୍କା, ୧୦୦ ଗ୍ରାମକୁ ୬,୨୦୦ ଟଙ୍କା, ୧ କିଲୋକୁ ୬୨,୦୦୦ ଟଙ୍କା ଅଛି । କହିବାକୁ ଗଲେ ଆଜି ଚାନ୍ଦି କାଲି ଅପେକ୍ଷା ୧ କିଲୋକୁ ୬୦୦ ଟଙ୍କା କମ ଯାଇଛି ଓ ଚାନ୍ଦି ଗତ ଦୁଇ ଦିନ ହେବ ୧୮୦୦ ଟଙ୍କାରୁ ବି ଅଧିକ ଟଙ୍କା କମ ହୋଇଛି ।

ସୁନା ଓ ଚାନ୍ଦିର ଦାମକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।