ଆଖି ଅଛି କିନ୍ତୁ ଦେଖି ପାରେନି, କାନ ଅଛି କିନ୍ତୁ ଶୁଣି ପାରେନି, ଗୋଡ ଅଛି କିନ୍ତୁ ଚାଲି ପାରେନି, କୁହନ୍ତୁ ତ ସେ କିଏ ? ଏହା ସହିତ ଆହୁରି 25 Gk Questions & Answers

ଭାରତରେ ପ୍ରତିବର୍ଷ ଅନେକ ବିଦ୍ୟାର୍ଥୀ UPSC, IPS, IAS ପରୀକ୍ଷା ପାଇଁ ପ୍ରସ୍ତୁତି କରନ୍ତି । ଅନେକ ସମୟରେ ପିଲା ପରୀକ୍ଷାରେ ଉତ୍ତମ ନମ୍ବର ରଖି ପାସ୍ କରିବା ପରେ ମଧ୍ୟ ସାଧାରଣ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ଆମେ ଆପଣଙ୍କ ପାଇଁ ଏହିପରି କେତୋଟି ସାଧାରଣ ପ୍ରଶ୍ନ ଏବଂ ଉତ୍ତର ନେଇ ଆସିଛୁ ଯାହା ଆପଣଙ୍କ ପାଇଁ ଖୁବ ଉପଯୋଗୀ ହେବ ।

୧- କେଉଁ ଦେଶର ଲୋକେ ଅଯୋଧ୍ୟାକୁ ନିଜ ମାମୁଁ ଘର ବୋଲି ଭାବନ୍ତି ?

ଉ: ଦକ୍ଷିଣ କୋରିଆ

୨- କେଉଁ ଦେଶରେ କୁକୁରଙ୍କୁ ପୂଜା କରାଯାଏ ?

ଉ: ନେପାଳ

୩- ପୁରୁଣା ୫ ଟଙ୍କିଆ ନୋଟ ପଛ ପଟେ କାହାର ଚିତ୍ର ରହିଥିଲା ?

ଉ: କୃଷକ ଓ ତା’ର ଟ୍ରାକ୍ଟର ର

୪- କେଉଁ ଦେଶରେ ପ୍ରତ୍ଯେକ ବ୍ୟକ୍ତିଙ୍କୁ ଅତି କମରେ ୫ ବର୍ଷ ସେନାରେ କାମ କରିବାର ନିୟମ ରହିଛି ?

ଉ: ଇସ୍ରାଏଲ

୫- ଏପରି ଏକ ଡ୍ରେସ ର ନାମ କୁହନ୍ତୁ ଯାହା ଆପଣ ପିନ୍ଧି ପାରିବେ ନାହିଁ ?

ଉ: ଆଡ୍ରେସ

୬- ଏମିତି କେଉଁ ଫଳ ଅଛି ଯାହା ମିଠା ହୋଇଥିଲେ ମଧ୍ୟ ବିକ୍ରି ହୁଏ ନାହିଁ ?

ଉ- ପରିଶ୍ରମର ଫଳ

୭- କେଉଁ ଜିନିଷକୁ ଲୋକେ ଖାଇବା ପାଇଁ କିଣନ୍ତି କିନ୍ତୁ ଖାଆନ୍ତି ନାହିଁ ?

ଉ: ପ୍ଳେଟ ଆଉ ଚାମୁଚ

୮- ଏମିତି କେଉଁ ଜିନିଷ ଅଛି ଯାହା ଆପଣ ଅଧା ଖାଇଦେଲେ ମଧ୍ୟ ତାହା ପୁରା ହିଁ ରହିବା ?

ଉ: ପୁରୀ

୯- ଏମିତି କେଉଁ ଫୁଲ ଅଛି ଯାହା କେବେ ମଧ୍ୟ ଫୁଟେ ନାହିଁ ?

ଉ: ଏପ୍ରିଲ ଫୁଲ

୧୦- କାହାକୁ ରାଜସ୍ଥାନର ପ୍ରବେଶ ଦ୍ଵାର କୁହାଯାଏ ?

ଉ: ଭରତପୁର

୧୧- English ରେ E ପରେ କଣ ଆସେ ?

ଉ: N

୧୨- ଗୋଲ ଅଟେ କିନ୍ତୁ ବଲ ନୁହେଁ, ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ, କୁହ ମୁଁ କିଏ ?

ଉ: ବେଲୁନ

୧୩- ଫୁଲ ବି, ଫଳ ବି ଆଉ ମିଠା ବି, କୁହ ମୁଁ କିଏ ?

ଉ: ଗୁଲାବ ଜାମୁନ

୧୪- ଏମିତି କେଉଁ ଜିନିଷ ଅଛି ଯାହାର ନାମ ନେବା ମାତ୍ରେ ତାହା ଭାଙ୍ଗିଯାଏ ?

ଉ: ନୀରବତା

୧୫- କେଉଁ ଜିନିଷ ଗରମ ହେଉ ବା ଥଣ୍ଡା ସବୁବେଳେ ଥଣ୍ଡା ହିଁ ରୁହେ ?

ଉ: ବରଫ

୧୬- କିଏ ହିନ୍ଦୁସ୍ତାନର ପ୍ରଥମ ରାଜା ଥିଲେ ?

ଉ: ଚନ୍ଦ୍ରଗୁପ୍ତ ମୌର୍ଯ୍ୟ

୧୭- ଭାରତର କେଉଁ ରାଜ୍ୟରେ ଗୋଟିଏ ମଧ୍ୟ ହିନ୍ଦୁ ମନ୍ଦିର ନାହିଁ ?

ଉ: ଲାକ୍ଷାଦୀପ

୧୮- କାଗଜ ତିଆରି କରିବା ପାଇଁ କେଉଁ ଗଛକୁ ବ୍ୟବହାର କରାଯାଏ ?

ଉ: ବାଉଁଶ ଗଛ

୧୯- ଦୁନିଆର କେଉଁ ଦେଶରେ ସବୁଠୁ ଅଧିକ ସ୍ପିଡରେ ଇଣ୍ଟରନେଟ ଚାଲେ ?

ଉ: ସାଉଥ କୋରିଆ

୨୦- କେଉଁ ଦେଶରେ କୁକୁଡ଼ା ପାଳିବାଦଣ୍ଡନୀୟ ଅଟେ ?

ଉ: ଆଇସଲ୍ୟାଣ୍ଡ

୨୧- ଭାରତର କେତୋଟି ରାଜ୍ୟର ନାମରେ ‘ପ୍ରଦେଶ’ ଲଗାଯାଇଛି ?

ଉ: ୫ଟି

୨୨- ଭାରତର କେଉଁ ରାଜ୍ୟ କେବେ ମଧ୍ୟ ଇଂରେଜ ମାନଙ୍କ ଗୁଲାମ ହୋଇ ନଥିଲା ?

ଉ: ଗୋଆ

୨୩- ସବୁଠୁ ଅଧିକ ଭାବୁକ ପଶୁ କିଏ ?

ଉ: ହାତୀ

୨୪- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ଇଣ୍ଟରନେଟର ଉପଯୋଗ ହୋଇଥାଏ ?

ଉ: ମହାରାଷ୍ଟ୍ର

୨୫- ଆଖି ଅଛି କିନ୍ତୁ ଦେଖି ପାରେନି, କାନ ଅଛି କିନ୍ତୁ ଶୁଣି ପାରେନି, ଗୋଡ ଅଛି କିନ୍ତୁ ଚାଲି ପାରେନି, କୁହନ୍ତୁ ସେ କିଏ ?

ଉ: ରବର କଣ୍ଢେଇ

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ