କେଉଁ ଫଳର ଚୋପା ନାହିଁ କି ମଞ୍ଜି ନାହିଁ ? ଏହା ସହିତ ଆହୁରି 15 Gk Questions & Answers

ପୃଥିବୀରେ ପ୍ରତିଦିନ ଏତେ ସବୁ ଘଟଣା ଘଟିଥାଏ ଓ ଏତେ ଜାଣିବା ବିଷୟ ରହିଛି ଯେ ସେ ସବୁକୁ ଏକା ଠାରେ ମନେ ରଖିବା ଯେକୌଣସି ସାଧାରଣ ଲୋକ ପକ୍ଷେ ଅସବମ୍ଭବ ଅଟେ । ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନ ଏବଂ ଉତ୍ତର ନେଇ ଆସିଛୁ ଯାହା ଯେକୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ଠାରୁ ଆରମ୍ଭ କରି ଚାକିରି ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ସବୁଠି ଅଧିକାଂଶ ସମୟରେ ପଚରା ଯାଏ । ଏହି ପ୍ରଶ୍ନ ଗୁଡିକର ଉତ୍ତର ଜାଣିଥିଲେ ଇଣ୍ଟରଭ୍ୟୁ ବେଳେ ଆପଣଙ୍କ ସମସ୍ଯା ନିଶ୍ଚିତ ଭାବେ କମ ହୋଇଯିବ ।

୧- କେଉଁ ଘରୋଇ ଉପକରଣରେ ସାଧାରଣତଃ ୩ ଗୋଟି ବ୍ଲେ-ଡ ଥାଏ ?

ଉ: ସିଲିଙ୍ଗ ଫ୍ୟାନ

୨- ଡିଜିଟାଲ ପେମେଣ୍ଟ କରିବା ପାଇଁ ଏଗୁଡିକ ମଧ୍ୟରୁ କେଉଁଟି ସ୍କାନ କରିଥାଉ ?

ଉ: QR Code

୩- ବାଦଶାହ କେଉଁ ମ୍ୟୁଜିକ ସହ ସମ୍ବନ୍ଧିତ ?

ଉ: ରାପ୍ ମ୍ୟୁଜିକ (Rap Music)

୪- ଯଦି ଆପମା “Hamid Karzai International Airport” ରେ ବତରଣ କରନ୍ତି ତେବେ ଆପଣ କେଉଁ ସହରରେ ଅଛନ୍ତି ?

ଉ: କାବୁଲ

୫- ଏକ ଲୋକପ୍ରିୟ ଆରତୀର ଏହି ପଂକ୍ତିକୁ ପୁରା କରନ୍ତୁ । “ଓମ ଜୟ ଜଗଦୀଶ ହରେ, …… ଜୟ ଜଗଦୀଶ ହରେ, ଭକ୍ତ ଜନୋ କେ ସଙ୍କଟ, ଦାସ ଜନୋ କେ ସଙ୍କଟ, କ୍ଷଣ ମେ ଦୂର କରେ ।”

ଉ: ସ୍ଵାମୀ

୬- ଆଣ୍ଡ୍ରୋଏଡ ଫୋନ୍ରେ ଆପ୍ଲିକେସନ ଡାଉନଲୋଡ କରିବା ପାଇଁ ଏଗୁଡିକ ମଧ୍ୟରୁ କେଉଁଟି ବ୍ୟବହାର କରିଥାଉ ?

ଉ: ପ୍ଲେ ଷ୍ଟୋର

୭- କେଉଁ ସୌନ୍ଦର୍ଜ୍ୟ ବିଜ୍ଞାପନରେ “ଗୁଗଲି ବୁଗଲି ବୁକସ୍” – ବାକ୍ୟ ଟି ବ୍ଯବହାର କରାଯାଇଛି ?

ଉ: କୋଲ୍ଡ କ୍ରିମ

୮- କେଉଁ ଫଳ ସହିତ ଜାଫା, ଚାଇନା, ନାଗପୁର ଏବଂ ବେଲେଂଶିଆର ସମ୍ବନ୍ଧ ରହିଛି ?

ଉ: କମଳା

୯- କିଏ “People for Animals” ନାମ ସଂଗଠନର ସଂସ୍ଥାପକ ଅଟନ୍ତି ?

ଉ: ମେନକା ଗାନ୍ଧୀ

୧୦- ହିନ୍ଦୀ ଚଳଚିତ୍ରର କେଉଁ ଖଳନାୟକଙ୍କ ଆତ୍ମକଥାର ନାମ “ବ୍ୟାଡ ମ୍ୟାନ” (Bad Man)

ଉ: ଗୁଲଶନ ଗ୍ରୋଭର

୧୧- କେଉଁ ରାସାଯନିକ ତତ୍ତ୍ଵକୁ ପରିୟଦିକ ଟେବୁଲରେ କେବଳ ଗୋଟିଏ ଅକ୍ଷର ଦ୍ଵାରା ଦର୍ଶାଯାଇଛି ?

ଉ: ପୋଟାସିୟମ

୧୨- ଅଲମ୍ପିକରେ ସିଲଭର ମେଡାଲ ହାସଲ କରିଥିବା ମୀରାବାଈ ଚାନୁଙ୍କ ଜନ୍ମ ଭାରତର କେଉଁ ରାଜ୍ୟରେ ?

ଉ: ମଣିପୁର

୧୩- କୋଭିଡ-୧୯ ଟୀକା ବିତରଣ କରୁଥିବା କମ୍ପାନୀ ଗୁଫିକ ମଧ୍ୟରୁ ଗୋଟିଏ ଆଷ୍ଟ୍ରାଜେନେକା (Astrazeneca) ର ମୁଖ୍ୟ କାର୍ଜ୍ୟାଳୟ କେଉଁ ଦେଶରେ ଅବସ୍ଥିତ ?

ଉ: ୟୁନାଇଟେଡ କିଙ୍ଗଡମ

୧୪- Confessions ଓଫ ଅ Swadeshi Reformer: My Years as Finance Minister” ଏହା କେଉଁ ପୂର୍ବତନ ଅର୍ଥମନ୍ତ୍ରୀଙ୍କ ବୃତ୍ତାନ୍ତ ଅଟେ ?

ଉ: ଯଶବନ୍ତ ସିହ୍ନା

୧୫- କେଉଁ ଫଳର ଚୋପା ନାହିଁ କିମ୍ବା ମଞ୍ଜି ନାହିଁ ?

ଉ: ତୁତକୋଳି (Mulberry)

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଏହିପରି GK ପ୍ରଶ୍ନୋତ୍ତର ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।