Gk Questions- ବସରେ କିଛି ଲୋକେ ଥିଲେ, ପ୍ରଥମ ଷ୍ଟପରେ 10 ଲୋକ ବସରୁ ଓଲହାଇଲେ ଓ 5 ଲୋକ ଚଢିଲେ, ଏବେ ବସରେ ଟୋଟାଲ 50 ଲୋକ ଅଛନ୍ତି, ତ କୁହନ୍ତୁ ବସରେ ପ୍ରଥମରୁ କେତେ ଲୋକ ଥିଲେ?

ଆପଣ ମାନେ ଜାଣିଥିବେ ଯେଉଁ ମାନେ ଇଣ୍ଟରଭିଉରେ ବହୁତ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି । ସେମାନେ ଆପଣଙ୍କୁ ବହୁତ କଷ୍ଟ ପ୍ରଶ୍ନ ପଚାରି ଥାନ୍ତି । ସେ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥାନ୍ତି । ଏହା ଦ୍ଵାରା ଆମେ ବହୁତ କିଛି ଜାଣି ମଧ୍ୟ ପାରୁ । ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ । ଯଦି କେଉଁ ପିଲା ପାଠ ପଢୁଥିବ ତାଙ୍କୁ ଆପଣ ଏହି ପ୍ରଶ୍ନ ପଚାରି ମଧ୍ୟ ପାରିବେ ।  ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ।

୧- ଏମିତି କେଉଁ ସ୍ଥାନ ଅଛି ଯେଉଁଠାକୁ ଯିବାପାଇଁ ଲୋକମାନେ ମୃ-ତ୍ୟୁ-ବ-ର-ଣ କରିଥାନ୍ତି ?

ଉତ୍ତର- ଶ୍ମ-ଶା-ନ ଘା-ଟ ।

୨- ଭାରତ ରେ ରାବଣ ଙ୍କ ମନ୍ଦିର କେଉଁଠାରେ ଅବସ୍ଥିତ ?

ଉତ୍ତର- ଯୋଦ୍ଧପୁର ।

୩- ପ୍ରଧାନ ମନ୍ତ୍ରୀ “ନରେନ୍ଦ୍ର ମୋଦୀ” କେଉଁ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଛନ୍ତି ?

ଉତ୍ତର- ଗ୍ରାଜୁଏଟ ।

୪- କେଉଁ ଦେଶରେ ରାବଣ ର ପୂଜା କରାଯାଏ ?

ଉତ୍ତର- ଶ୍ରୀ ଲଙ୍କା ରେ ।

୫- କେଉଁ ଦେଶର ମହିଳା ମାନେ ଅଧିକ ଶିକ୍ଷିତ ହୋଇଥାନ୍ତି ?

ଉତ୍ତର- କନ୍ନଡା ।

୬- ପାକିସ୍ଥାନ ର ଝିଅମାନେ କେଉଁ ଦେଶ କୁ ଯାଇ ପାରିବେ ନାହିଁ ?

ଉତ୍ତର- ଇଜରାଇଲ ।

୭- ମୁକେଶ ଅମ୍ବାନୀ ୧ ମିନିଟ ରେ କେତେ ଟଙ୍କା କମାନ୍ତି ?

ଉତ୍ତର- ୩.୩୫ ଲକ୍ଷ ।

୮- କେଉଁ ପଶୁ ର ଦୁଗ୍ଧ ରେ ଦହି ଜମେ ନାହିଁ ?

ଉତ୍ତର- ଓଟ ।

୯- କିସମିଷ କୁ ହିନ୍ଦୀ ରେ କଣ କୁହାଯାଏ ?

ଉତ୍ତର- ରଇସ ଇନ୍ସ ।

୧୦- ରୁକେୟା ବେଗମ କାହାର ପତ୍ନୀ ଅଟନ୍ତି ?

ଉତ୍ତର- ଶାରଯାହା ଙ୍କର ।

୧୧- ଭାରତ ର ସାନୁଠାରୁ ବଡ ବିଲଡିଙ୍ଗ କେଉଁଟା ?

ଉତ୍ତର- ରାଷ୍ଟ୍ରପତି ଭବନ ।

୧୨- ଭାରତର ସବୁଠାରୁ ଛୋଟ ଜିଲ୍ଲା କେଉଁଟା ?

ଉତ୍ତର- ମାହି ଜିଲ୍ଲା ।

୧୩- ଗୋଡିଏ ଦିଆସିଲ ଡବାରେ କେତୋଟି କାଠି ରହିଥାଏ ?

ଉତ୍ତର- ୪୦ ରୁ ୫୦ କାଠି ।

୧୪- କେଉଁ ଦେଶରେ ସବୁଠାରୁ ଖ-ତ-ର-ନାକ ରେଳମାର୍ଗ ରହିଅଛି ?

ଉତ୍ତର- ନ୍ୟୁଜିର୍ଲାଣ୍ଡ ।

୧୫- ଦୁନିଆରେ ସବୁଠାରୁ କମ ବୟସରେ ପ୍ରଧାନମନ୍ତ୍ରୀ କେଉଁ ଦେଶରେ ବନିଥିଲେ ?

ଉତ୍ତର- ଫିନଲେଣ୍ଡ ଦେଶ ରେ ।

୧୬- ଟ୍ରାକ୍ଟର ର ଆବିଷ୍କାର କିଏ କରିଥିଲେ ?

ଉତ୍ତର- ରୋର୍ବିର୍ଟ ଫାର୍ମିଚ ।

୧୭- ଦୁନିଆରେ ସବୁଠାରୁ ପ୍ରଥମେ କେଉଁଠାରେ କ-ର୍ଫ୍ଯୁ ଲଗାଇଯାଇଥିଲା ?

ଉତ୍ତର- ଇଂଲଣ୍ଡ ରେ ।

୧୮- ଦୁନିଆର ସବୁଠାରୁ ସୁନ୍ଦର ନଦୀ କେଉଁଠାରେ ଅବସ୍ଥିତ ?

ଉତ୍ତର- କାନୁ କ୍ରିଷ୍ଟାଲ ନଦୀ ।

୧୯- ଭାରତର କେଉଁ ଗାଁ ର ଲୋକେ ସାପ ର ତେଲ ର ଭଜା ବଣାଇ ଖାଇଥାନ୍ତି ?

ଉତ୍ତର- ମେରା ଗାଁ ର ।

୨୦- ଚୀନ ଭାରତ ଉପରେ କେବେ ଆକ୍ରମଣ କରିଥିଲେ ?

ଉତ୍ତର- ବର୍ଷ ୧୯୬୨ ରେ ।

୨୧- ବେଙ୍ଗ ବିନା ନିଶ୍ଵାସ ରେ ଜଳ ମଧ୍ୟରେ କେତେ ସମୟ ପର୍ଯ୍ୟନ୍ତ ଜୀବିତ ଅବସ୍ଥାରେ ରହିପାରିବ ?

ଉତ୍ତର- ୫ ରୁ ୭ ଘଣ୍ଟା ପର୍ଯ୍ୟନ୍ତ ।

୨୨- ଇଣ୍ଟର୍ନେଟ କୁ ହିନ୍ଦୀ ରେ କଣ କୁହାଯାଏ ?

ଉତ୍ତର- ଅନ୍ତରଜାଲ ।

୨୩- ତାହା କେଉଁ ପକ୍ଷୀ ଅଟେ ଯାହାର ମୁଣ୍ଡ କା-ଟି-ଦେ-ଲେ ମଧ୍ୟ ତାହା ହପ୍ତା ପର୍ଯ୍ୟନ୍ତ ଜୀବିତ ଅବସ୍ଥା ରେ ରହିପାରେ ?

ଉତ୍ତର- ଓକାବ ପକ୍ଷୀ ।

୨୪- ଏପରି କେଉଁ ଦେଶ ଅଛି ଯେଉଁଠାରେ ସବୁଠାରୁ ଅଧିକ ବିମାନ ବନ୍ଦର ରହିଅଛି ?

ଉତ୍ତର- ଆମେରିକା ଦେଶ ରେ ।

25. ବସରେ କିଛି ଲୋକେ ଥିଲେ, ପ୍ରଥମ ଷ୍ଟପରେ 10 ଲୋକ ବସରୁ ଓଲହାଇଲେ ଓ 5 ଲୋକ ଚଢିଲେ, ଏବେ ବସରେ ଟୋଟାଲ 50 ଲୋକ ଅଛନ୍ତି, ତ କୁହନ୍ତୁ ବସରେ ପ୍ରଥମରୁ କେତେ ଲୋକ ଥିଲେ?

ଉତ୍ତର- ଆରମ୍ଭ ରୁ 55 ଲୋକ ଥିଲେ ।

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।