ଖୋଲିଗଲା ରାଜ, ନିଜେ ଝିଅମାନେ କହିଲେ ସେମାନେ ପ୍ରଥମେ ପୁଅମାନଙ୍କର କଣ ଦେଖନ୍ତି

ଝିଅ ମାନଙ୍କୁ ବୁଝିବା ବହୁତ କଷ୍ଟକର ହୋଇଥାଏ । ସେମାନଙ୍କୁ କେତେବେଳର କଣ ଦରକାର ହୋଇଥାଏ କିଛି କହି ହେବନି । ଏମିତିରେ ପୁଅମାନଙ୍କ ମନରେ ସବୁବେଳେ ଏହି ପ୍ରଶ୍ନ ଉଠିଥାଏକି ତାଙ୍କୁ ଖୁସି କେମିତି କରାଯାଏ । ଅହି ପ୍ରଶ୍ନର ଉତ୍ତର ଆମେ ଆଜି ଆପଣଙ୍କୁ ଦେବୁ । ଝିଅମାନେ ପୁଅମାନଙ୍କ ସର୍ବ ପ୍ରଥମେ କଣ ଦେଖି ଥାନ୍ତି ।

ବାସ୍ତବରେ ସୋସିଆଲ ମିଡିଆରେ ସଞ୍ଜନା ରଏ ନାମରେ ଜଣେ ଟ୍ବିଟର ୟୁଜର ଟ୍ବିଟ କରି ପ୍ରଶ୍ନ ପଚାରି ଥିଲେକି ‘ ଝିଅ ମାନେ ପୁଅମାନଙ୍କର ପ୍ରଥମେ କଣ ଦେଖି ଥାନ୍ତି ‘ । ଏହା ପରେ ଲୋକ ଧଡା ଧଡ ଉତର ଦେଇଥିଲେ । ଆସନ୍ତୁ ଜାଣିବା କିଏ କଣ ଜବାବ ଦେଇଛନ୍ତି ।

ଜୋତା

ଯେଉଁ ଝିଅ ଏହି ପ୍ରଶ୍ନ ପଚାରିଥିଲା ସେ ପ୍ରଥମେ ଉତରରେ କହିଥିଲା କି ” ମୁ ତ ଜୋତା ଦେଖିଥାଏ ” । ସାଧାରଣତଃ କେତେକ ପୁଅ ଚପଲ ପିନ୍ଧି ବୁଲିଥାନ୍ତି, ଯାହା ଝିଅ ମାନଙ୍କୁ ପସନ୍ଦ ଆସିନଥାଏ ।

ପୁଅର ନଜର

ପୁଅମାନଙ୍କ ନଜର ସବୁବେଳେ ଖରାପ ରହିଥାଏ । ସେ ଝିମାନଙ୍କୁ ଖରାପ ନଜରରେ ଦେଖି ଥାନ୍ତି । ଏହି କଥାକୁ କହି, ଝିଏଟି କହିଲା ମୁଁ ତ ତାର ଆଖିକୁ ଦେଖି ଥାଏ ।

ପୁଅର ବ୍ୟବହାର

ଗୋଟେ ପୁଅ ଝିଅକୁ କିପରି ବ୍ୟବହାର କରୁଛି ଏହା ବହୁତ ଗୁରୁତ୍ଵପୂର୍ଣ ହୋଇଥାଏ । ଶେଠୀ ଲାଗି ଗୋଟେ ଝିଅ କହିଲା, ‘ ମୁଁ ତ ତାର ବ୍ୟବହାର ଦେଖି ଥାଏ ‘ ।

ଉଚତା, ଆଖି, ଓ ହସ

ଝିଏମାନେ ପୁଅମାନଙ୍କର ଉଚତାକୁ ବହୁତ ଦେଖି ଥାନ୍ତି । ତାଙ୍କୁ ସବୁବେଳେ ନିଜଠୁ ବଡ ହାଇଟ ବାଲା ପୁଅ ଭଲ ଲାଗନ୍ତି । ଏହାଛଡା ସୁନ୍ଦର ଆଖି ଓ ହସ ଉପରେବୀ ତାଙ୍କର ନଜର ଥାଏ । ସେଥି ପାଇଁ ଗୋଟେ ଝିଅ ଉତରରେ ଲେଖିଲା, ହାଇଟ, ଆଖି, ହସ, ବ୍ୟବହାର  ।

ହେୟାର ଷ୍ଟାଇଲ

ପୁଅମାନଙ୍କର ହେୟାର ଷ୍ଟାଇଲ ଝିଅ ମାନଙ୍କର ଧ୍ୟାନକୁ ଆକର୍ଷିତ କରିଥାଏ । ତାଙ୍କୁ ଟିପଟପ ହୋଇ ରହୁଥିବା ପୁଅମାନେ ବହୁତ ପସନ୍ଦ ହୋଇଥାଏ । ଆଉ ଜଣେ ଝିଅ ଜବାବରେ ଲେଖିଲା ଜୁତା, ହେୟାର ଷ୍ଟାଇଲ ‘ ।

ପଇସା

ବହୁତ ଝିଅ ଏମିତି ଅଛନ୍ତି ଯିଏ ଖାଲି ପଇସା ପଛରେ ଧାଇଁ ଥାନ୍ତି । ବହୁତ ଲୋକ ଜବାବରେ ପଇସା ଲେଖିଛନ୍ତି । ଏହି ପଇସା ବାଲା ଜବାବ ପୁଅଟି ହିଁ ଦେଇଥିଲା, ଯିଏ ଝିଅମାନଙ୍କର ମଜା ଉଡାଉଥିଲା ।

ଆପଣ ପୁଅମାନଙ୍କ ମଧ୍ୟରେ ପ୍ରଥମେ କ’ଣ ଦେଖନ୍ତି? ନିଶ୍ଚୟ କମେଣ୍ଟ କରିବେ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।