ଘାଟିରୁ ତଳକୁ ଓହ୍ଲାଉ ଥିବାବେଳେ ଅନିୟନ୍ତ୍ରିତ ହୋଇ ଓଲଟିଲା ଟ୍ରକ୍, ସିସିଟିଭିରେ କ୍ୟାପଚର ହେଲା ଭିଡିଓ, ଦେଖନ୍ତୁ

ସଡକ ଦୁ-ର୍ଘ-ଟ-ଣାରେ ପ୍ରତିଦିନ ଅନେକ ଲୋକ ପ୍ରାଣ ହରାଉଛନ୍ତି । ପ୍ରତିଦିନ ଖବରକାଗଜ ଓ ନ୍ୟୁଜ ଚ୍ୟାନେଲ ମାନଙ୍କରେ ଏପରି ଅନେକ ଘଟଣା ଦେଖିବାକୁ ମିଳୁଛି ।

ଅନେକ ସମୟରେ ଗାଡ଼ି ଚାଳକଙ୍କ ଅସାବଧାନତା ହେତୁ ଦୁ-ର୍ଘ-ଟ-ଣା ଘଟୁଥିବା ବେଳେ ଆଉ କେତେକ ସମୟରେ ଦୁ-ର୍ଘ-ଟ-ଣା ଏତେ ଅକସ୍ମାତ ଘଟିଥାଏ ଯେ ତାର କାହାର ଭୁଲ୍ ଥିଲା କହିବା ଅସମ୍ଭବ ହୋଇଯାଏ । ଏପରି ଏକ ଭୟଙ୍କର ସଡ଼କ ଦୁ-ର୍ଘ-ଟ-ଣା ଘଟିଛି ଜବଲପୁରରେ ଓ ଦୁ-ର୍ଘ-ଟ-ଣା ବେଳର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ଜବଲପୁରର ବରଗୀ ଥାନା କ୍ଷେତ୍ର ଅନ୍ତର୍ଗତ ରମଣପୁର ଘାଟିରେ ଏକ ଟ୍ରକ୍ ଭୀଷଣ ସଡକ ଦୁ-ର୍ଘ-ଟ-ଣାର ସମ୍ମୁଖୀନ ହୋଇଛି । ଟ୍ରକ୍ ଟି ନାଗପୁର ରୁ କଟଣି ଆଡ଼କୁ ଏହି ଘାଟି ଦେଇ ଅତିକ୍ରମ କରୁଥିବା ବେଳେ ଘଟିଛି ଏହି ଲୋମହର୍ଷକ ଦୁ-ର୍ଘ-ଟ-ଣା । ଘାଟି ରୁ ତଳକୁ ଓଲ୍ହାଉ ଥିବାବେଳେ ଟ୍ରକ୍ ଟି ଅନିୟନ୍ତ୍ରିତ ହୋଇ ଯାଇଥିଲା ଓ ଓଲଟି ଯାଇଥିଲା । ତେବେ ଟ୍ରକ୍ ଦୁ-ର୍ଘ-ଟ-ଣା ସମୟର ଏହି ସମ୍ପୂର୍ଣ୍ଣ ଦୃଶ୍ୟରେ ସେଠାକାର ସିସିଟିଭି କ୍ୟାମେରା ରେ କଏଦ ହୋଇଥିଲା ।

ସନ୍ଧ୍ୟା ଅପସରି ଯାଉଥିବା ବେଳେ ଘଟିଥିଲା ଏହି ଅଘଟଣ । ଦୁ-ର୍ଘ-ଟ-ଣା ସମୟରେ ଟ୍ରକ୍ ରେ ଚାଳକଙ୍କ ସହ ଜଣେ ପରିଚାଳକ ଥିଲେ । ସେମାନେ ଦୁହେଁ ଭୀଷଣ ଭାବେ ଆହତ ହୋଇଥିଲେ ଓ ସେମାନଙ୍କ ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲା । ଏହି ଦୁ-ର୍ଘ-ଟ-ଣାରେ ବରଗୀ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଦୁ-ର୍ଘ-ଟ-ଣା ସମୟର ସିସିଟିଭି କ୍ୟାମେରା ରେ କଏଦ ହୋଇଥିବା ଏହି ଭୟଙ୍କର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦେଖୁଥିବା ଲୋକେ ଆବାକାବା ହୋଇ ଯାଉଛନ୍ତି । ଭିଡ଼ିଓରେ ଦୁ-ର୍ଘ-ଟ-ଣାଗ୍ରସ୍ତ ଟ୍ରକ୍ ଟି ଦୃତ ଗତିରେ ଥିବାର ଦେଖିବାକୁ ମିଳିଛି ।

ତେବେ ଦୃତ ଗତିରେ ଘାଟିର ବାଙ୍କଣିଆ ରାସ୍ତା ଅତିକ୍ରମ କରୁଥିବା ଅବସ୍ଥାରେ ରାସ୍ତାର ଡିଭାଇଡର୍ ରେ ପିଟି ହୋଇ ଯାଇଥିଲା ଟ୍ରକ୍ । ଏହା ପରେ ନିୟନ୍ତ୍ରଣ ହରାଇ ଡିଭାଇଡର୍ ଭାଙ୍ଗି ରାସ୍ତାର ବିପରୀତ ପାର୍ଶ୍ୱକୁ ଭୀଷଣ ଜୋର୍ ରେ ପିଟି ହୋଇ ପଡ଼ିଥିଲା ଏବଂ ଟ୍ରକ୍ ର ଅଗ୍ରଭାଗ ମଧ୍ୟ ଭାଙ୍ଗି ଯାଇଥିଲା ।

ଟ୍ରକ୍ ଟି ଓଲଟିବା ବେଳେ ଟ୍ରକ୍ ଚାଳକ ମଧ୍ୟ ଅତି ଜୋର୍ ରେ ଟ୍ରକ୍ ରୁ ଛିଟିକି ବାହାରକୁ ପଡ଼ି ଯାଇଥିଲେ । ଚାଳକ ଏବଂ ପରିଚାଳକ ଗମ୍ଭୀର ଭାବେ ଆହତ ହୋଇଥିବା ଖବର ମିଳିଛି । ଏପରି ଘଟଣା ଯିଏ ଦେଖିବ ତା ଲୋମ ଟାଙ୍କୁରୀ ଉଠିବ । ତେବେ ଭଗବାନ ସେମାନଙ୍କୁ ଶୀଘ୍ର ସୁସ୍ଥତା ଦିଅନ୍ତୁ ବୋଲି ଆମର ପ୍ରାର୍ଥନା ।  ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ