ଘରେ ବସି ତିଆରି କରନ୍ତୁ ମଶା ଭଗାଇବାର ମେସିନ, କେବଳ ଦରକାର କୋଲ୍ଡଡ୍ରିଂକର ଏକ ଖାଲି ବୋତଲ

ଶୀତ ଦିନରେ ଶେଷ ହେବା ମାତ୍ରେ ହିଁ ଗରମ ଦିନରେ ମଶା ମାନଙ୍କର ସଂଖ୍ୟା ଅଧିକ ହୋଇଯାଏ । ଏମାନଙ୍କ ଦ୍ଵାରା ହେଉଥିବା ରୋଗ ଗୁଡିକ ଡେଙ୍ଗୁ ଏବଂ ଚିକନଗୁନିୟା ଭଳି ରୋଗରେ ସବୁ ବର୍ଷ ହଜାର ହଜାର ସଂଖ୍ୟାରେ ଲୋକମାନେ ମୁର୍ତ୍ୟୁ ବରଣ କରନ୍ତି । କିନ୍ତୁ ମଶା ମାନଙ୍କ ଠାରୁ ବଞ୍ଚିବା ପାଇଁ ମାର୍କେଟରେ ବିଭିନ୍ନ ପ୍ରକାରର ପ୍ରୋଡକ୍ଟ ସହଜରେ ମିଳିଯାଏ ।

ଯାହା ମଶା ମାନଙ୍କୁ ମାରିବା ପାଇଁ ବ୍ୟବହାର କରାଯାଏ । କିନ୍ତୁ ଏହି ସବୁ ପ୍ରୋଡକ୍ଟ ସ୍ୱାସ୍ଥ୍ୟ ପାଇଁ ବହୁତ ହାନି କାରକ ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ ମଶା ମାରିବାର ଏକ ସହଜ ଉପାୟ ବିଷୟରେ କହିବାକୁ ଯାଉଛୁ ।

ଏହା ଅଟେ ମଶା ମାରିବାର ଉପାୟ

ଯଦି ଆପଣ ସବୁ ମାସରେ ନିଜ ଘରର ମଶା ମାରିବା ପାଇଁ ପ୍ରୋଡକ୍ଟ ଉପରେ ଖର୍ଚ ହେଉଥିବା ଟଙ୍କାର ହିସାବ କରିବେ ତେବେ ତାହା ହଜାର ହଜାର ଟଙ୍କା ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ମଶା ମାରିବାର ଏମିତି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣଙ୍କର କିଛି ବି ଟଙ୍କା ଖର୍ଚ ହେବ ନାହିଁ ।

ଏଥିପାଇଁ ଆପଣଙ୍କୁ କେବଳ ଖାଲି କୋଲ୍ଡଡ୍ରିଂକ ବୋତଲ ଦରକାର ହୋଇଥାଏ । ଏହି ବୋତଲ ଦ୍ଵାରା ଆପଣ ନିଜ ଘରର ମଶା ମାନଙ୍କୁ ସଫା କରି ପାରିବେ । ତେବେ ଆସନ୍ତୁ ଦେଖିବା ଏହା କେମିତି ତିଆରି ହୋଇଥାଏ ।

ଏମିତି ତିଆରି ହୋଇଥାଏ ମଶା ମାରିବାର ଉପାୟ

ଆପଣ କୋଲ୍ଡଡ୍ରିଂକର ଖାଲି ବୋତଳ ଦ୍ଵାରା ଆପଣଙ୍କ ଘରର ମସ୍କିଟୋ ଟ୍ରାପ ତିଆରି କରି ପାରିବେ । ଆପଣମାନେ ଏହି ଆର୍ଟିକୀଲକୁ ପଢି ନିଜ ଘରେ ଏହାକୁ କରି ପାରିବେ । ଏବଂ ମଶା ମାନଙ୍କ ଠାରୁ ନିଜକୁ ରକ୍ଷା କରି ପାରିବେ ।

ଘରେ ଥିବା କୋଲ୍ଡଡ୍ରିଂକର ଖାଲି ବୋତଲକୁ ମଶା ମାରିବା ପାଇଁ ଆପଣଙ୍କୁ ଯେଉଁ ଜିନିଷର ଆବଶ୍ୟକତା ହୋଇଥାଏ । ତାହା ହେଉଛି – 2.5 ଲିଟର କୋଲ୍ଡଡ୍ରିଂକର ଖାଲି ବୋତଲ, ୫୦୦ଏମଏଲ ପାଣି, ଅଧା ଚାମଚ ମହୁ, ସେଲୋଟେପ ଚଉଡା ଥିବା, ବ୍ରାଉନ ସୁଗାର ଏବଂ କଇଁଚି । ଏହି ଦେଶୀ ଉପାୟରେ ବୋତଲରେ ଏମିତି ଏକ ଲିକ୍ୱିଡ ପକାଯାଇଥାଏ ଯାହା ଦ୍ଵାରା ମଶା ମାନେ ନିଜେ ନିଜେ ଆସି ଏହା ଭିତରେ ଫାଶି ଯାଆନ୍ତି । ଏବଂ ଏହା ଭିତରେ ଫାଶୀ ସେମାନେ ମରି ଯାଆନ୍ତି । ଆପଣଙ୍କୁ ଏହି ଦେଶୀ ଉପାୟ ନିଶ୍ଚିତ ଥରେ ଘରେ କରିବା ଉଚିତ ।]

କେମିତି ତିଆରି କରିବେ ଟ୍ରାପ ଏହି ଭିଡିଓ ରେ ଦେଖନ୍ତୁ –