ଘରର ଏହି ୩ଟି ସ୍ଥାନରେ ଲୁଚାଇ ଦିଅନ୍ତୁ ମୟୂର ପର, ୧୦ ଗୁଣା ବଢିଯିବ ଆପଣଙ୍କ ଟଙ୍କା

ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଇଁ ଟଙ୍କା ହିଁ ସବୁକିଛି ଅଟେ । କିନ୍ତୁ କେତେକ ଲୋକମାନେ ଖୁସିରେ ରହିବା ପାଇଁ ଅଧିକ ପରିଶ୍ରମ କରି ଧନ ଉପାର୍ଜନ କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ସେହି ଲୋକମାନଙ୍କ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇଯାଏ । ଏହା ସହିତ ଯଦି ଭଲ ଆୟ ହେଉଛି ତଥାପି ଆପଣଙ୍କ ପାଖରେ ଟଙ୍କା ରହୁ ନାହିଁ । ତେବେ ଏମିତିରେ କୁହାଯିବ କି ଏହା ଆପଣଙ୍କ ଖରାପ ଭାଗ୍ୟ କାରଣରୁ ହେଉଛି । ଏମିତିରେ ଆଜି ଆମେ ଆପଣଙ୍କୁ ଏକ ଏମିତି ଅଦ୍ଭୁତ ଉପାୟ ବିଷୟରେ କହିବୁ, ଯାହାକୁ କରିବା ଦ୍ଵାରା ଆପଣଙ୍କ ଆୟ ବହୁତ ଗୁଣା ବଢିଯିବ । ଏହି ଉପାୟରେ ଆପଣଙ୍କୁ କେବଳ ତିନୋଟି ମୟୂର ପରର ବ୍ୟବହାର କରିବାର ଅଛି ।

କହିବାକୁ ଗଲେ ପ୍ରାଚୀନ କାଳରୁ ହିଁ ମୟୂର ପରକୁ ବହୁତ ମହତ୍ଵ ଦିଆ ଯାଇଛି । ଏହା ସହିତ ମୟୂରକୁ ମାତା ଲକ୍ଷ୍ମୀଙ୍କ ସୋଭାଗ୍ୟ, ସୁଖୀ, ଧନଧାନ୍ୟ ଓ ସମ୍ପୂର୍ଣତାର ପ୍ରତୀକ କୁହାଯାଏ । ମୟୂର ପରର ବ୍ୟବହାର ଲକ୍ଷ୍ମୀଙ୍କ ଏହି ବିଶେଷତାକୁ ହାସଲ କରିବା ପାଇଁ କରାଯାଏ ଓ ମୟୂର ପରକୁ ଯଦି ଆପଣ ବାଂସୁରୀ ସହ ନିଜ ଘରେ ରଖୁଛନ୍ତି ତେବେ ପରିବାରର ସଦସ୍ୟମାନଙ୍କ ସମ୍ପର୍କ ମଧ୍ୟରେ ପ୍ରେମ ଭାବ ଚାଲି ଆସେ ।

ଏହା ସହିତ ମୟୂର ପରକୁ ଯଦି ଆପଣ ନିଜର ଘରେ ହାତ ଦ୍ଵାରା ସବୁଦିନ ବୁଲାଉଛନ୍ତି ତେବେ ଏହା ଦ୍ଵାରା ନକାରାତ୍ମକ ଶକ୍ତି ବି ଦୂର ହୋଇଯାଏ । ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ କହିବୁ କି ଘରର ସେହି ତିନୋଟି ସ୍ଥାନ ଅଛି, ଯେଉଁଠି ଆପଣ ମୟୂର ପର ନିଶ୍ଚିତ ରଖିବା ଉଚିତ ଓ ଏହି ତିନୋଟି ସ୍ଥାନରେ ଯଦି ଆପଣ ମୟୁର ପର ରଖି ଦେଉଛନ୍ତି ତେବେ ଆପଣଙ୍କ ଘରେ ବି ସକାରାତ୍ମକ ଊର୍ଜା ରହିବ ଏହା ସହିତ ମାତା ଲକ୍ଷ୍ମୀଙ୍କ ବାସ ବି ହେବ ।

ଆପଣ କୌଣସି ବି ଶୁଭ ଦିନରେ ମୟୂର ପରକୁ ଘରର ଏକ ଏମିତି ସ୍ଥାନରେ ରଖି ଦିଅନ୍ତୁ ଯେଉଁଠି ଯିବା ଆସିବା କରୁଥିବା ଲୋକମାନଙ୍କ ଧ୍ୟାନ ଅଧିକ ପଡିବ । ଏହା ଦ୍ଵାରା ନକାରାତ୍ମକ ଊର୍ଜାକୁ ଏହା ଅବଶୋଷିତ କରିଦିଏ । ଏହା ଦ୍ଵାରା ଆପଣଙ୍କ ଘରର ସମସ୍ତ ସଦସ୍ୟମାନଙ୍କ ଜୀବନରେ ବି ସୁଖ ସମୃଦ୍ଧି ନେଇ ଆସିବ ।

ଘରର ସମସ୍ତ ଅଲଗା ଅଲଗା ରୁମରେ ମୟୂର ପର ଲଗାଇବା ଦ୍ଵାରା ଘରର ବାସ୍ତୁ ଡ଼ିଓଏସ ବି ଦୂର ହୋଇଯିବ ।

ଏହା ସହିତ ଯଦି ଆପଣ ସବୁବେଳେ ନିଜ ପାଖରେ ଏକ ମୟୂର ପର ରଖୁଛନ୍ତି ତେବେ ସମସ୍ତ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ ଦେବ ।

ଯଦି ଆପଣ ଶୋଇବା ସମୟରେ ନିଜର ବିଛଣା ତଳେ ରଖି ଶୟନ କରନ୍ତି ତେବେ ଆପଣଙ୍କୁ କୌଣସି ବି ପ୍ରକାରର ଖରାପ ସ୍ଵପ୍ନ ଆସିବ ନାହିଁ ।

ଯଦି ଆପଣଙ୍କ ପିଲାମାନେ ପଢାରେ କମଜୋର ଅଛନ୍ତି ତେବେ ଆପଣ ତାଙ୍କର ପଢା ଘରେ କିମ୍ବା ପଢୁ ଥିବା ସ୍ଥାନରେ ମୟୂର ପର ଲଗାନ୍ତୁ । ଏହା ସହିତ ବହିରେ ମୟୂର ପର ବି ରଖି ଦିଅନ୍ତୁ । ଏହା ପିଲାମାନଙ୍କ ଧ୍ୟାନ ପଢାରେ ଲାଗିବ ।

ଯଦି ଆପଣ ଘରେ କିମ୍ବା ଦୋକାନର ପୂର୍ବ ଦକ୍ଷିଣ ଦିଗରେ ମୟୂର ପର ଲଗାଉଛନ୍ତି ତେବେ ଆପଣଙ୍କ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ଏହା ସହିତ ଆପଣଙ୍କ ଆୟରେ ବି ଉନ୍ନତି ଆସିବ । ଏହା ସହିତ ଅଚାନକ ଆସୁଥିବା ସମସ୍ୟାରୁ ବି ମୁକ୍ତି ମିଳିଥାଏ । ଏହା ସହିତ ଯଦି ଆପଣ ଘରେ ମୟୂର ପର ଲଗାଇଛନ୍ତି ତେବେ ଆପଣଙ୍କ ଘରକୁ କେବେ ବି ସାପ ଆସିବେ ନାହିଁ ।

ତିନୋଟି ମୁଖ୍ୟ ସ୍ଥାନ

ପ୍ରଥମ ମୟୂର ପର ଆପଣଙ୍କୁ ଘରର ଆଲମାରିରେ କିମ୍ବା ତିଜୋରିରେ ରଖିବାର ଅଛି, ଆପଣ ଘରେ ଯେଉଁ ସ୍ଥାନରେ ଅଧିକ ଟଙ୍କା ରଖୁଛନ୍ତି ସେଠି ବି ଆପଣଙ୍କୁ ମୟୂର ପର ରଖିବାର ଅଛି । ଏହା ଦ୍ଵାରା ଆପଣଙ୍କ ତିଜୋରିରେ ଆପଣଙ୍କ ଟଙ୍କା ବଢିବାକୁ ଲାଗିବ ।

ଦ୍ଵିତୀୟ ମୟୂର ପରକୁ ଆପଣ ଘରର ପୂଜା ଘରେ ରଖନ୍ତୁ ଓ ସବୁଦିନ ଭଗବାନଙ୍କ ସହିତ ମୟୂର ପରର ବି ପୂଜା କରିବା ଉଚିତ । ଏହା ଦ୍ଵାରା ଟଙ୍କା ମାମଲାରେ ଆପଣଙ୍କ ଭାଗ୍ୟ ଚମକିଯିବ ।

ତୃତୀୟ ମୟୂର ପରକୁ ଆପଣ ନିଜ ବିଛଣା ତଳେ ରଖିବାର ଅଛି । ଏହିଭଳି କରିବା ଦ୍ଵାରା ଆପଣ ଯେତେବେଳେ ଶୋଇବେ ତେବେ ଆପଣଙ୍କ ଭିତରେ ବହୁତ ସକାରାତ୍ମକ ଊର୍ଜା ଆସିବ ଓ ଆପଣଙ୍କ ଚିନ୍ତା ଧାରା ବି ଭଲ ରହିବ । ଏହା ଛଡା ଯଦି ଆପଣ ନିଜ ଘରର ମୁଖ୍ୟ ଦ୍ଵାରା ୩ ଟି ମୟୂର ପର ଲଗାଇ ଦେଉଛନ୍ତି ତେବେ ଏହା ଦ୍ଵାରା ସମସ୍ତ ବାସ୍ତୁ ଦୋଷ ଦୂର ହୋଇଯାଏ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।