ରାମାୟଣ ଅନୁସାରେ ଆପଣଙ୍କର ଏହି ଭୁଲ କାରଣରୁ ଘରେ ଆସିଥାଏ ଦରିଦ୍ରତା, ଜାଣନ୍ତୁ ଓ ଆଜି ହିଁ ସୁଧାରି ନିଅନ୍ତୁ

ନିଜ ଜୀବନରେ ସୁଖ ଓ ଧନ ପ୍ରାପ୍ତି ପାଇଁ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବା ବହୁତ ଜରୁରୀ ଅଟେ । ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ବହୁତ ସହଜ ହୋଇଥାଏ କିନ୍ତୁ ଯେତେ ଜଲ୍ଦି ସେ ପ୍ରସନ୍ନ ହୋଇଥାନ୍ତି ସେତିକି ଜଲ୍ଦି ସେ କ୍ରୋଧିତ ବି ହୋଇ ଯାଆନ୍ତି । କହିବାକୁ ଗଲେ ଜଣା ଅଜଣାରେ ଆମେ ଏମିତି କିଛି କାର୍ଯ୍ୟ କରିଦେଉ ଯେଉଁ କାରଣରୁ ମାତା ଲକ୍ଷ୍ମୀ ସବୁଦିନ ପାଇଁ ଆମ ଉପରେ ରାଗି ଯାଆନ୍ତି ।

ଯଦି ଆପଣ ଚାହୁଁଛନ୍ତି କି ମାତା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ସବୁଦିନ ପାଇଁ ରହିଥାଉ, ତେବେ ଆପଣ କିଛି କାମକୁ କରିବା ଠାରୁ ନିଜକୁ ବଞ୍ଚାଇ ରଖନ୍ତୁ । ଆପଣଙ୍କ ଦ୍ଵାରା କରାଯାଉଥିବା କିଛି ଭୁଲ ଯୋଗୁ ଆପଣଙ୍କୁ ଦରିଦ୍ରତାର ସାମ୍ନା କରିବାକୁ ପଡିଥାଏ ।

ଆସନ୍ତୁ ଜାଣିବା କେଉଁ ଭୁଲ ଯୋଗୁ ମାତା ଲକ୍ଷ୍ମୀ ହୋଇଥାନ୍ତି କ୍ରୋଧିତ

Image courtesy: Google

ଯଦି କୌଣସି ବ୍ୟକ୍ତି ମଦ୍ୟପାନ କରୁଛି ତେବେ ଏହି କାରଣରୁ ବି ମାତା ଲକ୍ଷ୍ମୀ ତାହା ଉପରେ ରାଗି ଯାଆନ୍ତି, ଯଦି ଆପଣ ଚାହୁଁଛନ୍ତି କି ମାତା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଥାଉ ତେବେ ଆପଣ ମଦ୍ୟପାନର କରନ୍ତୁ ନାହିଁ ।

ଆପଣ ବି ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ କି ଆପଣ କେବେ ବି ଧନ ଦେବୀ ମାତା ଲକ୍ଷ୍ମୀଙ୍କର ପ୍ରତିମାକୁ ନୀଳ ରଙ୍ଗର କପଡା ପିନ୍ଧି ସ୍ପର୍ଶ କରନ୍ତୁ ନାହିଁ, କାରଣ ଏହା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ହୋଇ ଯାଆନ୍ତି ।

ଆପଣ ନିଜ ଘରେ କାଠ ଜମା କରି ରଖନ୍ତୁ ନାହିଁ, କାରଣ ଏହା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ହୋଇ ଯାଆନ୍ତି ।

ମାତା ଲକ୍ଷ୍ମୀଙ୍କୁ ଏହି ଉପାୟ ଦ୍ଵାରା କରନ୍ତୁ ପ୍ରସନ୍ନ

Image courtesy: Google

ଯଦି ଆପଣ ମାତା ଲକ୍ଷ୍ମୀଙ୍କୁ ହଳଦିଆ ରଙ୍ଗର ଫୁଲ ଓ ହଳଦିଆ ରଙ୍ଗର ବସ୍ତ୍ର ଅର୍ପଣ କରୁଛନ୍ତି ତେବେ ଏହା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ।

Image courtesy: Google

ଯଦି ଆପଣ ଚାହୁଁଛନ୍ତି କି ମାତା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ସବୁବେଳେ ରହିଥାଉ ତେବେ ଆପଣ ଯଜ୍ଞରେ ଲବଙ୍ଗ ଓ ଗୁଜୁରାତିର ବ୍ୟବହାର ନିଶ୍ଚିତ କରନ୍ତୁ ।

Image courtesy: Google

ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ସବୁଠୁ ଉତ୍ତମ ଉପାୟ ହେଉଛି ଆପଣ ରାଶି ତେଲର ଦୀପ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ଲଗାନ୍ତୁ ।

Image courtesy: Google

ଯଦି ଆପଣ ଚାହୁଁଛନ୍ତି କି ମାତା ଲକ୍ଷ୍ମୀ ଆପଣଙ୍କ ଘରେ ନିବାସ କରିବେ ତେବେ ଆପଣ ସବୁବେଳେ ନିଜ ଘରେ ଥିବା ସିଳ-ବଟ୍ଟାକୁ ଶୁଆଇ କରି ରଖନ୍ତୁ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।