ବାସ୍ତୁଶାସ୍ତ୍ର : ଘରକୁ ସଜାଇବା ସମୟରେ ଧ୍ୟାନ ରଖନ୍ତୁ ଏହି ୧୦ ଟି କଥାର, ଆର୍ଥିକ ସମୃଦ୍ଧିରେ ହେବ ଉନ୍ନତି

ଆମ ଭାରତ ବର୍ଷରେ ବାସ୍ତୁଶାସ୍ତ୍ରର ବହୁତ ମହତ୍ଵ ଅଛି । ସେଥିପାଇଁ ବହୁତ ଲୋକମାନେ ନିଜ ଅଫିସ, ଘର କିମ୍ବା କୌଣସି ଖାସ ଜାଗାକୁ ବାସ୍ତୁ ହିସାବରେ ହିଁ ତିଆରି କରିଥାନ୍ତି । ଯାହା ଦ୍ଵାରା ତାଙ୍କୁ ଜୀବନରେ କୌଣସି ବି ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ । ତଥାପି କିଛି ଲୋକମାନଙ୍କୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ବାସ୍ତୁଶାସ୍ତ୍ର ଅନୁସାରେ କହିବୁ କି ଘରକୁ ସଜାଇବା ସମୟରେ କେଉଁ କେଉଁ କଥା ପ୍ରତି ଧ୍ୟାନ ଦେବା ଉଚିତ ।

ଘରକୁ ସଜାଇବା ପାଇଁ ଧ୍ୟାନ ରଖନ୍ତୁ ଏହି ୧୦ ଟି କଥାର

Image courtesy: Google

ଆମେ ତଳେ ଟଙ୍କା ଓ ସମ୍ପତ୍ତିକୁ ବଢାଇବା ପାଇଁ କିଛି ଟିପ୍ସ ଦେବୁ । ଯାହା ଅନୁସାରେ ଘରେ କିଛି ଚେଞ୍ଜେସ କରିବା ଦ୍ଵାରା ଘରେ କୁବେର ଓ ଲକ୍ଷ୍ମୀ ବାସ କରିଥାନ୍ତି । ବାସ୍ତୁ ଅନୁସାରେ ଉତ୍ତର ଦିଗ କୁବେରଙ୍କର ହୋଇଥାଏ । ଏହି ଦିଗକୁ ସଫା ରଖିବା ଦ୍ଵାରା ଧନ ଲାଭ ହୋଇଥାଏ । ଘରର ପୂର୍ବ–ଉତ୍ତର କୋଣରେ ଅନ୍ୟ ଦେବୀ–ଦେବତାଙ୍କର ଶକ୍ତି ରହିଥାଏ ଏବଂ ଯାହାକୁ ଐଶାନ୍ୟ କୋଣ ବି କୁହାଯାଏ ।

ଏହି ଦୁଇ ଦିଗରେ ଯଦି କୌଣସି ଦୋଷ ନ ଥାଏ ତେବେ ଘରକୁ ଧନ ନିଶ୍ଚିତ ରୂପରେ ଆସିଥାଏ ଓ ସେଠାରେ ରହୁଥିବା ଲୋକମାନଙ୍କର ସମ୍ପତ୍ତିରେ ଲାଭ ମଧ୍ୟ ହୋଇଥାଏ ।

୧. ଘରର ଉତ୍ତର ଦିଗର କାନ୍ଥର ରଙ୍ଗ ନୀଳ ହେବା ଦରକାର ।

Image courtesy: Google

୨. ଉତ୍ତର ଦିଗରେ ନୀଳ ରଙ୍ଗର ପିରାମିଡ ରଖିବା ଦ୍ଵାରା ସମ୍ପତ୍ତି ଲାଭ ହୋଇଥାଏ ।

Image courtesy: Google

୩. ଉତ୍ତର ଦିଗରେ କାଚର ବଡ ପାତ୍ର ରଖନ୍ତୁ ଓ ସେଥିରେ ଗୋଟିଏ ଚାନ୍ଦିର ମୁଦ୍ରା ପକାଇ ଦିଅନ୍ତୁ ।

Image courtesy: Google

୪. ଏହା ଛଡା ଆପଣ ଗୋଟିଏ ଆକ୍ଵାରିୟମ ବି ଘରର ଉତ୍ତର ଦିଗରେ ରଖି ପାରିବେ ।

Image courtesy: Google

୫. କୁବେରର ଦିଗ ହେବା କାରଣରୁ ପାଣିର ସ୍ଥାନ ଉତ୍ତର ଦିଗରେ ହେବା ଦରକାର ।

୭. ଉତ୍ତର ଦିଗରେ ଅଁଳା ଗଛ କିମ୍ବା ତୁଳସୀ ଗଛ ଲଗାନ୍ତୁ ।

Image courtesy: Google

୮. ପୂର୍ବ – ଉତ୍ତର କୋଣରେ ଗଣେଶ ଓ ଲକ୍ଷ୍ମୀଙ୍କର ମୂର୍ତ୍ତି ରଖି ପୂଜା କରନ୍ତୁ ।

Image courtesy: Google

୯. ଘରର ପୂର୍ବ–ଉତ୍ତର କୋଣରେ ଆବର୍ଜନା ରଖନ୍ତୁ ନାହିଁ ।

୧୦. ପାଣି ଟାଙ୍କିରେ ଶଙ୍ଖ, ଚାନ୍ଦିର ମୁଦ୍ରା କିମ୍ବା ଚାନ୍ଦିର କଇଁଛ ରଖନ୍ତୁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।