ଯଦି ଘରକୁ ଆସୁଛନ୍ତି ଏହି 10ଟି ଜୀବ ଜନ୍ତୁ, ତେବେ ଯାନନତୁ ଏହାର ଶୁଭ ଓ ଅଶୁଭ ସଂକେତ

ଆମ ଆଖ ପାଖରେ ଥିବା ବସ୍ତୁ ସବୁବେଳେ କିଛି ନା କିଛି ସଂକେତ ଆମକୁ ପ୍ରଦାନ କରିଥାନ୍ତି । ଏହି ସଂକେତ ଦ୍ଵାରା କିଛି ଶୁଭ ଓ ଅଶୁଭର ସଂକେତ ମିଳିଥାଏ । ଏହି ସବୁ ସଂକେତ ଆଖ ପାଖରେ ଥିବା ପଶୁ ପକ୍ଷୀ ଠାରୁ ବି ମିଳିଯାଇଥାଏ । ଆଜି ଆମେ ଆପଣଙ୍କୁ ସେହି ପଶୁ ଓ ପକ୍ଷୀମାନଙ୍କ ବିଷୟରେ କହିବୁ ଯେଉଁମାନେ ଆମ ଆଖପାଖରେ ରହି ଶୁଭ ଓ ଅଶୁଭ ସଂକେତ ଦ୍ଵାରା ଆମକୁ ସଚେତନ କରାଇଥାନ୍ତି ।

ବିରାଡି

ଯେଉଁ ଘରେ ବିରାଡିମାନେ କଳି କରୁଥିବା ଶୁଣାଯାଏ । ସେହି ଘରେ ସବୁବେଳେ ବାଦ ବିବାଦ ଲାଗି ରହିଥାଏ । ଯେଉଁ ଘରେ ବିରାଡିମାନେ ପ୍ରାୟତଃ ଝଗଡା କରିଥାନ୍ତି ସେହି ଘରେ ବି ସବୁବେଳେ ଝଗଡା ଲାଗି ରହିଥାଏ ।

ଗାଈ

ଯେଉଁ ଘରେ ଗାଈ ଆସି ଜୋରରେ ବୋବାଳି ଛାଡେ ତେବେ ବୁଝି ଯାଆନ୍ତୁ କି ସେହି ଘରେ ନିଶ୍ଚତ ରୂପରେ ଖୁସି ଆସିବ । କହିବାକୁ ଗଲେ ଗାଈର ବୋବାଳି ଏକ ଶୁଭ ସଂକେତ ବୋଲି ବିଚାର କରାଯାଏ ।

କୁକୁର

କୁକର କାନ୍ଦିବା ଅଶୁଭ ସଂକେତ ବୋଲି ମନେ କରାଯାଏ । ଯେଉଁ ଘରେ କୁକୁର ଜୋରରରେ କାନ୍ଦିଥାଏ ସେହି ଘରେ ବିପଦ ଆସିବାର ସମ୍ଭାବନା ଥାଏ । ଏହା ମୃତ୍ୟୁର ସୂଚନା ବି ଦେଇଥାଏ ।

ପିମ୍ପୁଡି

ଯେଉଁ ଘରେ କଳା ପିମ୍ପୁଡି ଦଳବଦଳ ଭାବରେ ଦେଖାଇଯାଇଥାଏ । ସେହି ଘରେ ଐଶ୍ଵର୍ଯ୍ୟର ବୃଦ୍ଧି ହୋଇଥାଏ ଏବଂ ଶୀଘ୍ର ହିଁ ଧନ ଲାଭ ହୋଇଥାଏ । କିନ୍ତୁ କଳା ପିମ୍ପୁଡି ଲାଇନ ଭାବରେ ଦେଖାଯାଇଥାଏ ତେବେ ଏହାର ଅର୍ଥ ଘରେ ମତଭେଦ ସୃଷ୍ଟି ହୋଇଥାଏ । ଘରେ ଯଦି ନାଲି ରଙ୍ଗର ପିମ୍ପୁଡି ଦେଖାଯାଆନ୍ତି ତେବେ ଏହା ଅଶୁଭ ସଂକେତ ବୋଲି ମନେ କରାଯାଏ । ଘରେ କଳି ଝଗଡାର ସମ୍ଭାବନା ଥାଏ ।

ମୟୂର

ମୟୂର ଦେଖିବା ଏକ ଶୁଭ ସଂକେତ ବୋଲି ବିଚାର କରାଯାଏ । ଯଦି କୌଣସି ଘରେ ମୟୁର ଆସି ବସେ କିମ୍ବା ଘର ବାହାରେ ଦେଖାଦିଏ । ତେବେ ଏହାକୁ ଶୁଭ ସଂକେତ ବୋଲି ବିଚାର କରାଯାଏ ।

ବିଚ୍ଛା

ଗୃହରେ ବିଚ୍ଛା ଏକ ଲାଇନରେ ଦେଖାଯାଆନ୍ତି । ତେବେ ଏହାକୁ ଅଶୁଭ ସଂକେତ ବୋଲି ବିଚାର କରାଯାଏ । ଘରେ ଯଦି ଗୋଟିଏ ଲାଇନରେ ଦୁଇ ତିନୋଟି ବିଚ୍ଛା ଦେଖାଯାଆନ୍ତି । ତେବେ ବୁଝି ଯାଆନ୍ତୁ କି ଆପଣଙ୍କ ଘରୁ ଲକ୍ଷ୍ମୀ ଚାଲି ଯାଉଛନ୍ତି । ଯଦି ହଳଦିଆ ବିଚ୍ଛା ଘରେ ଦେଖାଯାଆନ୍ତି । ତେବେ ଆପଣଙ୍କୁ ଧନ ପ୍ରାପ୍ତି ହେବ ।

ଚୁଚୁନ୍ଦ୍ରା

ଚୁଚୁନ୍ଦ୍ରା ଏକ ଶୁଭ ସଂକେତ ବୋଲି ବିଚାର କରାଯାଇଥାଏ । ଯଦି ଘରେ ଚୁଚୁନ୍ଦ୍ରା ଦେଖାଯାଇଥାଏ ତେବେ ମାତା ଲକ୍ଷ୍ମୀର ଆଗମନ ବୋଲି ମାନେ କରାଯାଇଥାଏ । ତେଣୁ ଚୁଚୁନ୍ଦ୍ରାକୁ ସବୁ ଦୃଷ୍ଟିରୁ ଶୁଭ ବୋଲି ମାନେ କରାଯାଏ ।

କୋଇଲି

କୋଇଲି ଘରେ ଉପରେ ଉଡିବା କିମ୍ବା ବସିବା ଏକ ଶୁଭ ସଂକେତ ବୋଲି ବିଚାର କରାଯାଇଥାଏ । ଘରର ଛାତ ଉପରେ ବସିଲେ ଏକ ଶୁଭ ସଙ୍କେତ ବୋଲି ବିଚାର କରାଯାଇଥାଏ । ଯଦି ଘରେ କୋଇଲି କିମ୍ବା ପେଚା ଏକତ୍ର ହୋଇ ବସିଛନ୍ତି ତେବେ ଏହା ଅଶୁଭ ସଂକେତ ବୋଲି ମନେ କରାଯାଏ । ଏହା ଘରେ କୌଣସି ସମସ୍ୟା ଆସିବାର ସଂକେତ ଦେଇଥାଏ ।

ଆହତ ପକ୍ଷୀ

ଯଦି ଆହତ ପକ୍ଷୀ ଗୃହ ଉପରେ ଆସି ବସେ ତେବେ ଏହା ଏକ ଅଶୁଭ ସଂକେତ ବୋଲି ମନେ କରାଯାଏ ଓ ବୁଝି ଯାଆନ୍ତୁ କି ନିକଟରେ ଦୁର୍ଘଟଣା ହେବାର ସମ୍ଭାବନା ଅଛି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।