ଘଣ୍ଟାକୁ ଭୁଲରେ ବି ଘରର ଏହି ଦିଗରେ ଲଗାନ୍ତୁ ନାହିଁ, ଦୁଃଖରେ କଟିଥାଏ ସାରା ଜୀବନ- Vastu Tips

ଆମର ଜୀବନରେ ସମୟର ବହୁତ ମହତ୍ଵ ଥାଏ । ଏହି କଥାଟି ସତ୍ୟ ଅଟେ । ବିତିଯାଇଥିବା କାଲୀ କେବେ ଫେରିକି ଆସେ ନାହିଁ । ସେଥିପାଇଁ ଆମକୁ ସମୟର ମହତ୍ଵକୁ ବୁଝିବା ପାଇଁ ଶିଖାଯାଇଥାଏ ।  ଜଣାପଡିଥାଏ । ସମୟ ମୂଲ୍ୟ ଜାଣିବାକୁ ହେଲେ ସମୟ ଜାଣିବା ମଧ୍ୟ ଆବଶ୍ୟକ ହୋଇଥାଏ । ସମୟର ଜଣାଯାଇଥାଏ କେବଳ ଘଡି ଦ୍ଵାରା । ଯେଉଁ ଲୋକ ସମୟ ଅନୁସାରେ କରିଥାଆନ୍ତି । ସେହି ଲୋକଙ୍କର ଘଡି ଦେଖିବାର ଗୋଟିଏ ଅଭ୍ୟାସ ରହିଥାଏ ।

ଖାସ କରି ଘରର ନୀତିଦିନିଆ କାର୍ଯ୍ୟ ସମୟ ଅନୁସାରେ କରିବାକୁ ହୋଇଥାଏ । ଖାସ କରି ମହିଳାଙ୍କୁ  ଘରର ସଦସ୍ୟମାନଙ୍କର ଖାଦ୍ୟ ଖାଇବା ଓ ଔଷଧ ଇତ୍ୟାଦି ସମୟ ଅନୁସାରେ ଦେବାକୁ ହୋଇଥାଏ ।

ଦିନସାରା ଏହିପରି ବହୁତ କାର୍ଯ୍ୟ ଥାଏ ଯାହାକି ଆମକୁ ସମୟ ଅନୁସାରେ  କରିବାକୁ ହୋଇଥାଏ । ଆମେ ଦିନସାରା ବହୁତ ବାର ଘଡିକୁ ଦେଖିଥାଉ । ଘରର କାନ୍ଥରେ ଝୁଲାଯାଇ ଥିବା ଏହି ଘଡି ଗୁଡିକ ମାତ୍ର ଏକ ମେସିନ ହୋଇଥାଏ କିନ୍ତୁ ଏହି ଘଡି ଏପରି  ଏକ ମେସିନ ହୋଇଥାଏ ଯାହାଦ୍ଵାରାକୀ ଆମ ଭାଗ୍ୟ ନିର୍ଧାରିତ ହୋଇଥାଏ ।

ଆମେ ଦିନସାରା ଘଡିକୁ ବାରମ୍ବାର ଦେଖିଥାଉ ଯାହାଫଳରେକି ଆମେ ସମୟ ଅନୁସାରେ ସବୁ କାର୍ଯ୍ୟ କରିଥାଉ । ଆମ ଶାସ୍ତ୍ରରେ ସବୁ ଜିନିଷ ରଖିବାର ଏକ ସ୍ଥାନ ନିରୂପଣ କରାଯାଇଥାଏ ।  ଏହି ଶସ୍ତ୍ର ଅନୁସାରେ ଘରେ ଘଡିକୁ ଝୁଲାଇବାର ନିରିଦିଷ୍ଟ ସ୍ଥାନ ରହିଛି । ବସ୍ତୁ ଶସ୍ତ୍ର ଅନୁସାରେ ସବୁ ଦିଗର କିଛି ମହତ୍ଵ ଥାଏ ।

ଏଥିପାଇଁ ଘରର କାନ୍ଥରେ ଝୁଲାଯାଇଥିବା ଘଡି ଯଦି ଭୁଲ ଦିଗରେ ଲଗାଯାଇଥାଏ ତେବେ ଜୀବନରେ ବହୁତ ସମସ୍ୟା ସୃଷ୍ଟି ହୋଇଥାଏ । ଏଥିପାଇଁ ବସ୍ତୁ ଶସ୍ତ୍ର ଅନୁସାରେ ଘଡି ଝୁଲାଇବାର ନିର୍ଦିଷ୍ଟ ଦିଗ ଥାଏ । ତେବେ ଆସନ୍ତୁ ଜାଣିବା ଘଡିର କିଛି ବାସ୍ତୁ ନିୟମ ।  ପ୍ରଥମେ ଆମେ ଘଡିକୁ ଆଗ ପଛ କରି ସମୟ ସେଟ କରିଥାଉ । କିନ୍ତୁ ଏହା ଏକ ଭୁଲ କାର୍ଯ୍ୟ ଅଟେ । ଘଡିର ସମୟକୁ ବିଳମ୍ବ କରିବା ଉଚିତ ନୁହେଁ ।

ଏହା ଦ୍ବାରା ଆମର ପରିଶ୍ରମର ଫଳ ଠିକଭାବରେ ମିଳିନଥାଏ ଓ ଆମର ସବୁ କାର୍ଯ୍ୟ ବିଳମ୍ବରେ ହୋଇଥାଏ । ଦ୍ଵିତୀୟ କାର୍ଯ୍ୟ ବନ୍ଦ ହୋଇଥିବା ଘଡି ଭାଙ୍ଗିଯାଇଥିବା ଘଡି କିମ୍ବା କର୍କଶ ଶବ୍ଦ କରୁଥିବା ଘଡି ଓ ଧୁଳି ହୋଇଯାଇଥିବା ଘଡି ଘରେ ବିଲକୁଲ ଲଗାନ୍ତୁ ନାହିଁ । ଏହାଦ୍ବାରା ଘର ଉପରେ ନକରାତ୍ମକ ପ୍ରଭାବ ପଡିଥାଏ । ଦୁଖ , କଷ୍ଟ , କଲି ଝଗଡା ବୃଦ୍ଧି ହୋଇଥାଏ । ଘରର ସଦସ୍ୟଙ୍କର ଶରୀର ଅସୁସ୍ଥ ରହିଥାଏ ।

ବନ୍ଦ ରହିଥିବା ଘଡି ଆପଣକ ଭାଗ୍ୟକୁ ଅଟକାଇଦେଇଥାଏ । ଏଠି ପାଇଁ ଘରେ ବନ୍ଦ ହୋଇଯାଇଥିବା ଘଡି ରଖନ୍ତୁ ନାହିଁ । ତୃତୀୟ କାର୍ଯ୍ୟ ବାସ୍ତୁ ଶାସ୍ତ୍ର ଅନୁସାରେ ଘର ମୁଖ୍ୟ ଦ୍ଵାର କିମ୍ବା ଘରର ବିଲକୁଲ ସାମ୍ନାରେ କି ତଳେ ଲଗାନ୍ତୁ ନାହିଂ । ଘରର ପୂର୍ବ ଦିଗରେ କିମ୍ବା ଉତ୍ତର ଦିଗରେ ଘଡି ଲାଗାଇବାର ଉପଯୁକ୍ତ ଦିଗ ହୋଇଥାଏ । ପଶ୍ଚିମ ଦିଗରେ ଘଡି ଲଗାଇ ପାରିବେ ।

ଏହି ଦିଗରେ ଘଡି ଲାଗାଇବା ଦ୍ଵାରା ଘରେ ସକାରାତ୍ମକ ପ୍ରଭାବ ପଡିଥାଏ । ଘରେ ଖୁସି ଓ ଶୁଖ ସମୃଦ୍ଧି ରହିଥାଏ । କାହିଁକି ନା ଏହି ତିନୋଟି ଦିଗ ଆମ କୁଣ୍ଡଳୀର ପ୍ରମୁଖ ଗ୍ରହ ଶନି , ମଙ୍ଗଳ ଓ ସୂର୍ଯ୍ୟର ସ୍ଥିତି କୁ ଦୃଢ କରିଥାଏ । କିନ୍ତୁ ପୂର୍ବ ଦିଗରେ ଘଡି ଲାଗାଇବା ସର୍ବୋତ୍ତମ ଦିଗ ହୋଇଥାଏ । ଘଡିକୁ କେବେବି ଘର ଦକ୍ଷିଣ ଦିଗରେ ଲଗାଇବା ଉଚିତ ନୁହେଁ କାହିଁକି ନା ଏହି ଦିଗ ଜମଙ୍କର ଦିଗ ହୋଇଥାଏ ।

ଏହି ଦିଗରେ ଘଡି ଲଗାଇବା ଦ୍ଵାରା ଘରେ ନକରାତ୍ମକ ପ୍ରଭାବ ପଡିଥାଏ ଓ ଆମର ଅବନତି ହୋଇଥାଏ । ପଞ୍ଚମ କାର୍ଯ୍ୟ ଘରେ ପୁରୁଣା କ୍ଯାଲେଣ୍ଡର ରଖିବା ଉଚିତ ନୁହେଁ । ଏହାଦ୍ବାରା ପ୍ରଗତିରେ ହ୍ରାସ ହୋଇଥାଏ ଓ ପୁରୁଣା କଲି ଝଗଡା ପୁଣି ହୋଇଥାଏ । ଏଥିପାଇଁ ଘରେ କ୍ଜୌଣସି ପୁରୁଣା କ୍ଯାଲେଣ୍ଡର ରଖିବା ଉଚିତ ନୁହେଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।