ହିନ୍ଦୁ ଧର୍ମ ଅନୁସାରେ ଗରୁଡ ପୁରାଣ ର ଏହି 5 ଟି କଥା ଆପଣଙ୍କୁ ନିଶ୍ଚୟ ଜଣାଥିବା ଦରକାର- Garud Puran

ଭଗବାନ କୃଷ୍ଣ କୁହନ୍ତି କି ସବୁ ମନୁଷ୍ୟ ନିଜର ଦୁର୍ଭାଗ୍ୟକୁ ସୋଭାଗ୍ୟରେ ପରିଣତ କରି ପାରିବ । ଶ୍ରୀ କୃଷ୍ଣଙ୍କ ଏହି କଥାକୁ ଯେଉଁ ମନୁଷ୍ୟ ନିଜ ଜୀବନରେ ଆପଣାଇ ନିଏ ତାକୁ କୋଟିପତି ହେବା ପାଇଁ ଅଧିକ ସମୟ ଲାଗେ ନାହିଁ । ତେବେ ଚାଳନ୍ତୁ ଜାଣିବା ଭଗବାନ ଶ୍ରୀ କୃଷ୍ଣଙ୍କ ସେହି କଥା ଯାହା ବିଷୟରେ ଆପଣଙ୍କୁ ନିଶ୍ଚିତ ରୂପରେ ଜାଣି ନେବା ଉଚିତ । ଯେଉଁଥିରେ ଆପଣଙ୍କର ହିଁ ଲାଭ ଅଛି ।

୧. ଗରୁଡ ପୁରୁଣାର ନୀତିସାରରେ କୁହାଯାଇଛି କି ଶତ୍ରୁମାନଙ୍କ ଉପରେ ବିଜୟ ହାସଲ କରିବା ପାଇଁ ସବୁବେଳେ ସତର୍କ ରହିବା ଉଚିତ  ଓ ଏକତାର ସାହାରା ନେବା ଉଚିତ । କିଛି ଶତ୍ରୁ ଆମକୁ ଲଗାତାର କ୍ଷତି କରିବା ପାଇଁ ଚେଷ୍ଟା କରିଥାନ୍ତି ।

ଏମିତିରେ ଯଦି ଆମେ ଚତୁରତା ନ ଦେଖାଇବା ତେବେ ଆମର ବ୍ୟାପାର, କାମ କିମ୍ବା ଅନ୍ୟ କୌଣସି ମାଧ୍ୟମରେ କ୍ଷତି ସହିବାକୁ ପଡିପାରେ । ସେଥିପାଇଁ ପୁରାଣରେ କୁହାଯାଇଛି କି ଯେମିତି ଆମର ଶତ୍ରୁ ହେବ ଠିକ ସେହିଭଳି ତାକୁ ଚିହ୍ନି ତାହା ଅନୁସାରେ ଆମକୁ ନିଜର କୁଟିଳ ଯୋଜନା ଗୁଡିକ ଉପଯୋଗ କରି ତାକୁ କାବୁ କରିବାକୁ ପଡିବ ।

୨. ଯଦି ଆପଣ ଧନୀ ଓ ସୋଭାଗ୍ୟଶାଳି ହେବାକୁ ଯାଉଛନ୍ତି ତେବେ ଜରୁରୀ ଏହା ଅଟେ କି ଆପଣ ପରିଷ୍କାର ଓ ସୁନ୍ଦର ଓ ସୁଗନ୍ଧିତ ବସ୍ତ୍ର ପରିଧାନ କରନ୍ତୁ । ଗରୁଡ ପୁରାଣ ଅନୁସାରେ ସେହି ବ୍ୟକ୍ତିମାନଙ୍କର ସୋଭାଗ୍ୟ ନଷ୍ଟ ହୋଇଯାଏ ଯେଉଁମାନେ ଖରାପ ଡ୍ରେସ ପରିଧାନ କରିଥାନ୍ତି । ଏମିତିରେ ତାଙ୍କ ପାଖରେ ନା ହିଁ ଲକ୍ଷ୍ମୀ ଆସିଥାନ୍ତି ଓ ନା ହିଁ ପରିବାର ଖୁସିରେ ରହିଥାନ୍ତି । ସେଥିପାଇଁ ଏହିଭଳି ଭୁଲ କେବେ ବି କରନ୍ତୁ ନାହିଁ ।

୩. ଭଗବାନ କୃଷ୍ଣ କୁହନ୍ତି କି ଯେଉଁ ମନୁଷ୍ୟ କଠିନ ରୁ ବି କଠିନ ପରିସ୍ଥିତିରେ ଛିଡା ହୋଇଥାଏ ତେବେ ମୁଁ ବି ତାହା ସହିତ ଛିଡା ହୋଇଥାଏ । ସେଥିପାଇଁ ସବୁ ମନୁଷ୍ୟକୁ ସବୁବେଳେ ଚେଷ୍ଟା କରିବା ଉଚିତ । କେବେ ବି ହାର ମାନିବା ଉଚିତ ନୁହେଁ । ଗରୁଡ ପୁରାଣ ଅନୁସାରେ ବାରମ୍ବାର ହାର ମାନୁଥିବା ବ୍ୟକ୍ତି ଇତ୍ୟାଦି ଚେଷ୍ଟା କରୁ ନ ଥିବା ବ୍ୟକ୍ତି ନର୍କକୁ ଯାଇଥାନ୍ତି ।

୪. ଭୋଜନ ହିଁ ଆମକୁ ଶକ୍ତିଶାଳୀ କରିଥାଏ ଓ ଭୋଜନ ହିଁ ଆମକୁ ରୋଗୀ କରିଥାଏ । ଅର୍ଥାତ ଭୋଜନ ହିଁ ଆମ ଶରୀରର ମୁଖ୍ୟ ସ୍ରୋତ ଅଟେ । ଆମକୁ ଅଧାରୁ ଅଧିକ ରୋଗ କେବଳ ଖରାପ ଭୋଜନ ସେବନ କରିବା ଦ୍ଵାରା ହିଁ ହୋଇଥାଏ । କିନ୍ତୁ ଯଦି ଆମେ ସନ୍ତୁଳିତ ଭୋଜନ ସେବନ କରିବା ତେବେ ଆମେ ନିରୋଗ ରହି ପାରିବା । ସେଥିପାଇଁ ଆମକୁ ସବୁବେଳେ ସନ୍ତୁଳିତ ଭୋଜନ କରିବା ଉଚିତ ।

୫. ଏକାଦଶୀ ବ୍ରତକୁ ଗ୍ରନ୍ଥ ଓ ପୁରାଣରେ ଶ୍ରେଷ୍ଠ ବୋଲି କୁହାଯାଇଛି । ଏମିତିରେ ଯେଉଁ ବ୍ୟକ୍ତି ଏକାଦଶୀର ବ୍ରତ ରଖିଥାଏ ତେବେ ସେ ସମସ୍ତ ପ୍ରକାରର ଦୁଷ୍ଟ ଶକ୍ତିରୁ ବଞ୍ଚି ଯାଏ ଓ ତାହାର ଦୁର୍ଭାଗ୍ୟ ସୋଭାଗ୍ୟରେ ପରିଣତ ହୋଇଯାଏ । ଗରୁଡ ପୁରାଣର ଏହି କଥା ଆମକୁ ବିଜୟ ପ୍ରାପ୍ତ କରାଇ ପାରିବ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।