ଗରିବ ବୃଦ୍ଧ ଲୋକଟି ସହ ଏମିତି ବ୍ୟବହାର କରି ଏବେ ଟ୍ରୋଲ ହେଉଛନ୍ତି Shraddha Kapoor, ଭାଇରାଲ ହେଲା Video

ବଲିଉଡର ଚୁଲବୁଲି ନାୟିକା ଶ୍ରଦ୍ଧା କପୁର ତାଙ୍କ ଅଭିନୟ ସହ ନିଜ କ୍ୟୁଟ ଅନ୍ଦାଜ ପାଇଁ ମଧ୍ୟ ଖୁବ ପ୍ରସିଦ୍ଧ ଅଟନ୍ତି । କିନ୍ତୁ ଏବେ ସେ ସୋ-ସି-ଆ-ଲ ମି-ଡ଼ି-ଆ ୟୁଜର ବା ନିଜ ପ୍ରଶଂସକଙ୍କୁ ଏବେ ନାରାଜ କରି ଦେଇଛନ୍ତି । ଏବେ ଶ୍ରଦ୍ଧାଙ୍କ ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେଉଛି । ଏହି ଭିଡିଓରେ ଦେଖିବାକୁ ମିଳୁଛିକି, ଶ୍ରଦ୍ଧା ନିଜ ସାଙ୍ଗ ମାନଙ୍କ ସହ ଏକ ରେସ୍ତୋରାଁ ବାହାରେ ଠିଆ ହୋଇଥିଲେ । ସେହି ସମୟରେ ତାଙ୍କୁ ଜଣେ ଗରିବ ବୃଦ୍ଧ ବ୍ୟକ୍ତି ଆସି ସାହାଯ୍ୟ ମାଗୁଛନ୍ତି ।

ପ୍ରଥମେ ତ ଅଭିନେତ୍ରୀ ତାଙ୍କ ପ୍ରତି ଧ୍ୟାନ ଦେଉ ନାହାନ୍ତି । କିନ୍ତୁ ବୃଦ୍ଧ ଜଣଙ୍କ ବାରମ୍ବାର କହିବା ପରେ ଶ୍ରଦ୍ଧା ସିଧାସଳଖ ତାଙ୍କୁ ହାତ ଯୋଡି ଦେଉଛନ୍ତି । ସୋ-ସି-ଆ-ଲ ମି-ଡି-ଆ ୟୁଜର୍ସଙ୍କୁ ଶ୍ରଦ୍ଧାଙ୍କର ଏହି ଅନ୍ଦାଜ ବିଲକୁଲ ମଧ୍ୟ ପସନ୍ଦ ଆସୁ ନାହିଁ । ଅନେକ ଲୋକ ଏହି ବିଷୟକୁ ନେଇ ଲଗାତାର ସମାଲୋଚନା କରୁଛନ୍ତି ଓ କିଛି ଲୋକ ତାଙ୍କ ସପକ୍ଷରେ ମଧ୍ୟ କହୁଛନ୍ତି । ଘଟଣାଟି ସେହି ସମୟର ଯେତେବେଳେ ଶ୍ରଦ୍ଧା କପୁର ଲଞ୍ଚ କରିବା ପାଇଁ ନିଜ ଫ୍ରେଣ୍ଡ୍ସଙ୍କ ସହ ମୁମ୍ବାଇର ଜୁହୁ ଯାଇଥିଲେ ।

ସେହି ସମୟରେ ମ୍ୟୁଜିକ କମ୍ପୋସର ମିଟ୍ ବ୍ରଦର୍ସ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଏହା ମଧ୍ୟରେ ଜଣେ ଗାରିବା ବୃଦ୍ଧ ବ୍ୟକ୍ତି ସେଲିବ୍ରିଟିଙ୍କ ପଛେ ପଛେ ହାତ ଯୋଡି ବୁଲୁଥିଲେ । ସେ ତାଙ୍କୁ କିଛି ମାଗୁଥିଲେ । ଫ୍ରେଣ୍ଡ୍ସଙ୍କୁ ଗୁଡ୍ ବାୟ କରିବା ସମୟରେ ଏହି ବୃଦ୍ଧ ତାଙ୍କ ପାଖକୁ ଆଉ ଥରେ ଆସି କିଛି ସାହାଯ୍ୟ ମାଗିବାକୁ ଲାଗିଲା । ଆରମ୍ଭରୁ ଫ୍ରେଣ୍ଡ୍ସଙ୍କ ସହ ଗପି ଗପି ଶ୍ରଦ୍ଧା ତାଙ୍କ ପ୍ରତି ଧ୍ୟାନ ଦେଲେ ନାହିଁ । କିନ୍ତୁ ଯେତେବେଳେ ତାଙ୍କ ଉପରେ ନଜର ପଡିଲା ଶ୍ରଦ୍ଧା ତାଙ୍କୁ ହାତ ଯୋଡି ତାଙ୍କୁ କ୍ଷମା ମାଗି ଏବେ ତାଙ୍କ ପାଖେ ଦେବାକୁ କିଛି ନାହିଁ ବୋଲି କହିଥିଲେ ।

ଏହାର ଠିକ ପରେ ସେହି ବୃଦ୍ଧ ବ୍ୟକ୍ତି ସେ ସ୍ଥାନରୁ ଚାଲିଗଲେ । କିନ୍ତୁ ଶ୍ରଦ୍ଧାଙ୍କର ଏହି ଭିଡିଓ ଭା-ଇ-ରା-ଲ ଏବେ ପରେ ତାଙ୍କୁ ସୋ-ସି-ଆ-ଲ ମି-ଡି-ଆ-ରେ ଜମେଇକି ଟ୍ରୋ-ଲ କରାଯାଉଛି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କଣ ସତରେ ତାଙ୍କ ପାଖେ ସେହି ବୃଦ୍ଧ ବ୍ୟକ୍ତିଙ୍କୁ ଦେବାକୁ କିଛି ବି ନଥିଲା ? ଏହି ଭିଡିଓକୁ ନେଇ ପ୍ରତ୍ଯେକ ବ୍ୟକ୍ତି ଭିନ୍ନ ଭିନ୍ନ ମତ ରଖୁଛନ୍ତି । ତେବେ ସେହି ସମୟରେ ଶ୍ରଦ୍ଧା କପୁରଙ୍କ ପାଖେ ଏକ ବଡ ଭ୍ୟାନିଟି ବ୍ୟାଗ ଥିଲା । ଯାହାକୁ ନେଇ ଲୋକେ ଖୁବ କମେଣ୍ଟ କରୁଛନ୍ତି ।

ୟୁଜର୍ସଙ୍କ କହିବା ଅନୁଯାୟୀ ବୃଦ୍ଧ ବ୍ୟକ୍ତିଙ୍କୁ ସାହାଯ୍ୟ ନ କରିଥିବାରୁ ଶ୍ରଦ୍ଧାଙ୍କୁ ଲଜ୍ୟା ଲାଗିବା କଥା । ଯଦି ୧୦ ଟଙ୍କା ଦେଇପାରିବ ନାହିଁ ତେବେ ଏତେ ବଡ ବ୍ୟାଗ ଧରି ଲାଭ କଣ ବୋଲି ଜଣେ ୟୁଜର କହିଛନ୍ତି । ସେହିପରି ଆଉ ଜଣେ କହିଥିଲେ, ଚାଚାଙ୍କୁ ଯଦି ପଇସା ଦେଇ ନ ପାରିଲ ତେବେ କିଛି ଖାଇବାକୁ ତ ଦେଇ ପାରିଥାନ୍ତ ! ସେହିପରି ତାଙ୍କ ସପକ୍ଷରେ ମଧ୍ୟ ୟୁଜର କହିଛନ୍ତି କି, ସେଲିବ୍ରିଟିଙ୍କ ପାଖରେ ସବୁବେଳେ କ୍ୟାଶ ନଥାଏ । ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।