ଗର୍ଭବତୀ ମହିଳା ମାନେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାମ, ନଚେତ ଶିଶୁ ହୋଇଯିବ ବୁଦ୍ଧିହୀନ

ଅନେକ ସମୟରେ ଗର୍ଭବତୀ ଅବସ୍ଥା ରେ ନାରୀ ମାନେ ଛୋଟ ମୋଟ ଭୁଲ କରନ୍ତି ଯାହା ଦ୍ୱାରା କି ପିଲା ବୁଦ୍ଧିହିନ ଜାତ ହୁଏ ଏବଂ ଅମଙ୍ଗଳ ହୁଏ । ଯଦି ଆପଣ ଅନେକ ଏହି ଭଳି ଛୋଟ ଛୋଟ ଜିନିଷ କୁ ଅଣଦେଖା କରିବେ ତେବେ ଆପଣଙ୍କ ଅସୁବିଧା ହେବ ଏହା ସୁନିଶ୍ଚିତ ଅଟେ । ଅନେକ ଛୋଟ ମୋଟ ଭୁଲ ଯଦି ଗର୍ଭବତୀ ସମୟ ରେ ମା ମାନେ କରନ୍ତି ତେବେ ଏହା ର ଫଳ ସବୁ ନବ ଜନ୍ମିତ ଶିଶୁ କୁ ଭୋଗିବାକୁ ପଡିଥାଏ । ଗର୍ଭବତୀ କାଳ ରେ ମାଆ ମାନଙ୍କୁ ନିଜ ର ଅଧିକ୍ ରୁ ଅଧିକ ଯତ୍ନ ନେବା ଉଚିତ ଏହା ସହିତ ନିଜ ଶିଶୁ ର ଛୋଟ ରୁ ଛୋଟ ଜିନିଷ ଉପରେ ଧ୍ୟାନ ରଖିବା ଉଚିତ ।

ତେବେ ଆଜି ଆମେ ଆପଣଙ୍କୁ କହିବୁ କିଛି ଏଭଳି ବାସ୍ତୁ ଶାସ୍ତ୍ର ଟିପ୍ସ ଯାହାକୁ ମାନିଲେ ଆପଣ ଏବଂ ଆପଣଙ୍କ ଶିଶୁ ଦୁହିଁଙ୍କ ମଙ୍ଗଳ ହେବ । ତେବେ ଆର୍ଟିକିଲରେ ଆମେ ଆପଣଙ୍କ ପାଇଁ ଆଣିଛୁ ଏପରି କିଛି ଆମ ହିନ୍ଦୁ ଶାସ୍ତ୍ର ସମ୍ବନ୍ଧୀୟ ଟିପ୍ସ ଯାହା କୁ ଫଲୋ କରିଲେ ଜଣେ ଗର୍ଭବତୀ ମାଆ ଙ୍କୁ ଉତ୍ତମ ଶିଶୁ ପ୍ରାପ୍ତ ହୋଇ ପାରିବ ।

ଏହି ସମୟରେ ଭଗବାନ ଙ୍କ ବାଣୀ ରାମାୟଣ ଭଜନ ଆଦି ଶୁଣନ୍ତୁ । ଆପଣ ଏହା ଶୁଣିବା ଦ୍ୱାରା ଆପଣଙ୍କ ଶିଶୁ ମଧ୍ୟ ଏହା ଶୁଣିବ ତା ଉପରେ ମଧ୍ୟ ଭଲ ପ୍ରଭାବ ପଡ଼ିବ । ଏହି ସମୟରେ ଅଧିକ ସମୟ ଶାନ୍ତ ରହି ପୂଜା ଅର୍ଚନା ରେ ସମୟ ବ୍ୟତୀତ କରନ୍ତୁ । ଏହି ସମୟରେ ଖରାପ ଦୃଶ୍ୟ କିମ୍ବା ଖରାପ କାମ କରନ୍ତୁ ନାହିଁ । ଆପଣ ବୁଝି ପାରୁଥିବେ । ଏହି ସମୟରେ ଆପଣ ଯାହା କରିବେ ପିଲା ଉପରେ ସେ ସବୁର ନକରାତ୍ମକ ପ୍ରଭାବ ପଡ଼ିବ ।

ଶୋଇଲା ଘରେ ମହାଭାରତ କୃଷ୍ଣ ଅର୍ଜୁନ ଫଟୋ, ଦୁର୍ଗା,କାଳି, ଶିବ କାହାରି ମଧ୍ୟ ଫଟୋ ଏହି ସମୟରେ ରଖନ୍ତୁ ନାହିଁ । ଯଦି ହେବ ଏକ ନୃତ୍ୟ ଗଣେଶ କିମ୍ବା ଆଣ୍ଠୁଆ ଗୋପାଳ ଫଟୋ ରୁମ ର ପଶ୍ଚିମ କାନ୍ଥ ରେ ଲଗାନ୍ତୁ । ଏହା ଦ୍ୱାରା ପିଲା ଉପରେ ଶୁଭ ପ୍ରଭାବ ପଡ଼ିବ । ପିଲା ର ବୁଦ୍ଧି ଅତ୍ୟନ୍ତ ଭଲ ହେବା ସହ ସେ ସାହସୀ ଏବଂ ଚତୁର ହୋଇ ଜନ୍ମ ହେବ । ଏହି ସବୁ ବାସ୍ତୁ ପ୍ରତି ଧ୍ୟାନ ଦେଲେ ପିଲା ଶାନ୍ତ,ବୁଦ୍ଧିମାନ ସ୍ଵଭାଵ ର ଜନ୍ମ ହୁଏ ।

ତକିଆ ତଳେ ଏକ ମୟୁର ପର ରଖନ୍ତୁ କିମ୍ବା ସାମ୍ନା କାନ୍ଥ ରେ ଦୁଇଟି ମୟୁର ପର ଟାଙ୍ଗୀ ଦିଅନ୍ତୁ ଏହା ଦ୍ୱାରା ଆପଣଙ୍କ ଉପରେ କୌଣସି ଦୁଷ୍ଟ ଶକ୍ତି ର ପ୍ରଭାବ ପଡ଼ିବ ନାହିଁ । ଏହି ଗର୍ଭବତୀ ସମୟ କାଳ ମଧ୍ୟରେ କେବେ ମଧ୍ୟ ଅମାବାସ୍ୟା ରାତ୍ରି ରେ କୁଆଡେ ମଧ୍ୟ ବାହାରକୁ ଯାଆନ୍ତୁ ନାହିଁ । ଏହା ଛଡ଼ା ଗର୍ଭବତୀ ସମୟରେ ଯଦି କୌଣସି ଗ୍ରହଣ, ସୂର୍ଯ୍ୟ ପରାଗ କିମ୍ବା ଚନ୍ଦ୍ର ଗ୍ରହଣ ଲାଗିଥାଏ ତେବେ ଏହି ଦୃଶ୍ୟ ଦେଖନ୍ତୁ ନାହିଁ କିମ୍ବା ବାହାରକୁ ବହାରନ୍ତୁ ନାହିଁ ନଚେତ ଶିଶୁ ଗ୍ରହଣ ଖଣ୍ଡିଆ ହୋଇପାରେ । ଭୋଜନ କରିବା ସମୟରେ ଭୋଜନ ମନ୍ତ୍ର ପାଠ କରନ୍ତୁ

ଭୋଜନ ମନ୍ତ୍ର; ଓଁମ ସହନା ଭବତୁ ସନଉ ଭୁନନ୍ତୁ ସହବୀର୍ୟଂ କରବାବହେ ତେଜସ୍ୱିନା ବଧିତ ମସ୍ତୁ,ମା ବିଦୁସା ବହେ ଓଁ ଶାନ୍ତି,ଶାନ୍ତିହି ଶାନ୍ତି

 

ଏହି ମନ୍ତ୍ର ଭୋଜନ ପୂର୍ବରୁ ଥରେ ମାତ୍ର ପାଠ କରନ୍ତୁ । ଖାଇବା ସମୟରେ ପ୍ରଥମେ ଭଗବାନ ଏବଂ ଦଶ ଦିଗପାଳ ଙ୍କୁ ଅଳ୍ପ ଟିକେ ଥୋଇ ଭୋଜନ ଆରମ୍ଭ କରନ୍ତୁ । ଏହା ଦ୍ୱାରା ଶିଶୁ ବଳଶାଳୀ ହେବ ଏବଂ ବୁଦ୍ଧି ମାନ ହେବ ଏବଂ ପିଲା ପେଟରେ ସୁସ୍ଥ ରହିବ । ପେଟରେ ପିଲା ଥିବା ସମୟରେ ସନ୍ଧ୍ୟା ସମୟ ପରେ ଘରୁ ପଦା କୁ ବହାରନ୍ତୁ ନାହିଁ । କାରଣ ସୂର୍ଯ୍ୟ ଅସ୍ତ ପରେ ଅନେକ ନକରାତ୍ମକ ଶକ୍ତି ବାହାରେ ବିଚରଣ କରିଥାନ୍ତି । ଏହି ସମୟରେ ବାହାରେ ବୁଲା ବୁଲି କଲେ ପିଲା ଜନ୍ମ ପରେ ଅତ୍ୟନ୍ତ ଦୁଷ୍ଟ ବୁଦ୍ଧି ର ହୋଇଥାଏ । ପିତା ମାତା ଙ୍କ କଥା ଆଦୌ ମାନି ନଥାଏ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ ।