କେବଳ ଏହାକୁ ଲଗେଇ ଦିଅନ୍ତୁ, 99% ଗଣ୍ଠି ଦରଜ, Joint Pain, ହାତ ଗୋଡ ବିନ୍ଧା ବିଲକୁଲ ଭଲ ହେଇଯିବ- Health Tips

ଆମ ଶରୀରରେ ଅନେକ ପ୍ରକାରର ରୋଗ ଦେଖାଯାଏ । ଅନେକ ରୋଗ ଏମିତି ରହିଛି ଯାହା ଔଷଧ ଖାଇବା ଦ୍ଵାରା ଭଲ ହୋଇଯାଏ । କିନ୍ତୁ ଆଉ କେତେକେ ରୋଗ ଔଷଧ ଖାଇଲେ ମଧ୍ୟ ଭଲ ହୋଇ ନ ଥାଏ । ଏଥି ପାଇଁ ଆମେ ଅନେକ କଷ୍ଟ ଅନୁଭବ କରିଥାଉ । ଯେମିତିକି ଆଁଠୁ ଗଣ୍ଠି ଯନ୍ତ୍ରଣା ହେବା, ଅଣ୍ଟାରେ ଯନ୍ତ୍ରଣା ହେବା ଆଦି ସମସ୍ୟାର ସମୁଖିନ୍ନ ହେଇଥାଉ । ଏହି ସବୁ ରୋଗ ପାଇଁ ଯେତେ ଔଷଧ ଖାଇଲେ ମଧ୍ୟ ଏହାର ନିରାକରଣ ହୋଇନଥାଏ ।

ଏଥି ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏହି ସବୁ ରୋଗର ପ୍ରତିକାର ପାଇଁ କିଛି ଆୟୁର୍ବେଦିକ ଔଷଧ ଯାହା ଘରେ ତିଆରି କରାଯାଇ ପାରିବ ସେହି ବିଷୟରେ କହିବାକୁ ଯାଉଛୁ । ଆମ ଶରୀର ସୁସ୍ଥ ନ ରହିଲେ କୌଣସି କାମରେ ମାନ ଲାଗେ ନାହି । ବିଶେଷ କରି ଆଁଠୁ ଗଣ୍ଠିରେ ହେଉଥିବା ଯନ୍ତ୍ରଣା ଅଧିକ କଷ୍ଟ ଦେଇଥାଏ । ଏହି ଯନ୍ତ୍ରଣା ବିଷେୟା କରି ବୟସ୍କ ଲୋକଙ୍କ ଠାରେ ଦେଖାଯାଏ । ଆଜିକାଲି କମ ବଯସର ଲୋକଙ୍କ ଠାରେ ମଧ୍ୟ ଏହି ରୋଗ ଦେଖା ଯାଉଛି ।

ଯେତେ ଐଷଧ ଖାଇଲେ ମଧ୍ୟ ଏହାର କୌଣସି ପ୍ରତିକାର ହେଉନାହି । ଯଦି ଆପଣଙ୍କର ଓଜନ ଅଧିକ ଥାଏ ତେବେ ଏହି ସମସ୍ଯା ଦେଖାଯାଏ । ଏହାର ପ୍ରତିକାର ପାଇଁ ଆମେ କିଛି ଘରୋଇ ଚିକିତ୍ସା ନେଇ ଆସିଛୁ ଯାହାକୁ ବ୍ୟବହାର କରିଲେ ଆପଣ ସବୁ ଦିନ ପାଇଁ ଏହି ରୋଗରୁ ମୁକ୍ତ ହୋଇ ପାରିବେ । ଏହି ଔଷଧକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ସେନ୍ଧା ନମକର ଆବଶ୍ୟକତା ରହିଛି । କାରଣ ସେନ୍ଧା ନମକରେ ମ୍ୟାଗ୍ନେସିୟମ ସଲଫେଟ ଥିବାରୁ ଏହା ଆମ ଶରୀରରେ ହେଉଥିବା ଯନ୍ତ୍ରଣାକୁ ଭଲ କରିଥାଏ ।

ଏହି ଲୁଣ ବ୍ୟବହାର କରିଲେ ଆମ ଶରୀରର ରକ୍ତ ସଂଚାଳନ ଭଲ ହୋଇଥାଏ । ଯଦି ଆପଣ ସେନ୍ଧା ଲୁଣକୁ ଆଁଠୁ, ଅଣ୍ଟା, ପାଦରେ ଯନ୍ତ୍ରଣା ହେଉଥିଲେ ବ୍ୟବହାର କରିବେ ତେବେ ଏହାକୁ ପ୍ରସ୍ତୁତ କରିବା ପାଇଁ ଦୁଇ ପ୍ରକାରର ଶୈଳୀ ରହିଛି ।ପ୍ରଥମ ସୋପାନ ହେଉଛି ସେନ୍ଧା ନମକକୁ ପ୍ରଥମେ ଗୁଣ୍ଡ କରିଦେବେ । ତା ପରେ ଏକ ପାତ୍ରରେ ଗରମ ପାଣି କରି ସେଥିରେ ଏକ ଚାମଚ ଲୁଣର ଗୁଣ୍ଡକୁ ଭଲ ଭାବେ ମିଶାଇ ଦେବେ । ଏହା ପରେ ଏକ ରୁମାଲରେ ପାଣିକୁ ବୁଡାଇ ଯନ୍ତ୍ରଣା ହେଉଥିବା ଜାଗାରେ ସେକ ଦେବେ । ଏହାକୁ ୧୦ରୁ ୧୫ ମିନିଟ ପର୍ଯ୍ୟନ୍ତ ସେକ ଦେବେ । ପ୍ରତିଦିନ ଏହାକୁ କରିଲେ ଆପଣଙ୍କ ଆଁଠୁ ଗଣ୍ଠିର ଯନ୍ତ୍ରଣା ଭଲ ହୋଇଯାଏ ।

ଦିତୀୟ ଉପାୟଟି ହେଉଛି ସେନ୍ଧା ନାମକକୁ ସ୍ନାନ କରିବା ସମୟରେ ପାଣିରେ ପକାଇ ସ୍ନାନ କରିବେ । ଏହା କରିବା ଦ୍ଵାରା ଆପଣଙ୍କର ବାତ ରୋଗ, ଆଁଠୁ ଗଣ୍ଠି ବା ପାଦରେ ହେଉଥିବା ଯନ୍ତ୍ରଣା ଦୂର ହୁଏ । ଏହି ଉପାୟଟି କରିଲେ ଆପଣଙ୍କ ସବୁ ସମସ୍ୟାର ସମାଧାନ ହେବ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ