ଗଙ୍ଗା ଜଳ ପରି ପବିତ୍ର ହୋଇଥାନ୍ତି ଏହି ୫ଟି ନାମର ଝିଅ- Jyotish Shastra

ଦର୍ଶକବନ୍ଧୁ ଆଜି ଆମେ ଏହି ବିଡିଓରେ ଆପଣମାନଙ୍କୁ ୫ଟି ନାମ ଥିବା ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଗଙ୍ଗା ଜଳ ଭଳି ପବିତ୍ର ଓ ସ୍ଵଚ୍ଛ ହୋଇଥାନ୍ତି । ଗୋଟେ ଝିଅର ସ୍ଵଭାବ କିପରି ହୋଇଥାଏ ତାହା ବୁଝିବା ସହଜ ହୋଇନଥାଏ । ଝିଅଟି ମନରେ କେତେବେଳେ କଣ ଚାଲିଥାଏ ତାହା ଜାଣିବା ଅନ୍ୟ ଜଣକ ପକ୍ଷରେ କାଠିକର ପାଠ ହୋଇଥାଏ । ତା ମନରେ ଥିବା ରହସ୍ୟକୁ ଜାଣିବା ସହଜ ନୁହେଁ ।

କଥାରେ ଅଛି ଯଦି ଭଗବାନ ଝିଅମାନଙ୍କୁ ଚିହ୍ନିପାରି ନଥିଲେ ତେବେ ମଣିଷ କେମିତି ଚିହ୍ନିପାରିବ ? ଝିଅମାନଙ୍କର ବ୍ୟବହାରରେ କେତେବେଳେ କେଉଁ ଭଳି ପରିବର୍ତ୍ତନ ଆସିଥାଏ ତାହା କେହି ଜାଣିନଥାନ୍ତି । ଦୁନିଆରେ ଏମିତି କିଛି ଝିଅମାନେ ଅଛନ୍ତି ଯେଉଁମାନେ ପାଣି ପରି ସ୍ବଚ୍ଛ ଓ ଶାନ୍ତ ହୋଇଥାନ୍ତି ।

ଆଉ କିଛି ଝିଅମାନେ ଚତୁର ହୋଇଥାନ୍ତି କିନ୍ତୁ ଭରସା ଯୋଗ୍ୟ ହୋଇନଥାନ୍ତି । ଆମେ ଆପଣଙ୍କୁ ଏହି ବିଡିଓ ମାଧ୍ୟମରେ ୫ଟି ନାମ ଥିବା ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଗଙ୍ଗା ଜଳ ପରି ସ୍ଵଚ୍ଛ ହୋଇଥାନ୍ତି ।

” B” ନାମରେ ଆରମ୍ଭ ହେଉଥିବା ଝିଅମାନେ  :

ଏହି ନାରେ ଆରମ୍ଭ ହେଉଥିବା ଝିଅମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । କଠିନରୁ କଠିନ ସମସ୍ଯାକୁ ନିଜ ଜୀବନସାଥିଙ୍କ ସହ ମିଶି ସମାଧାନ କରିଥାନ୍ତି । ନିଜ ଜୀବନ ସାଥିଙ୍କ ସହ ପାଦରେ ପାଦ ମିଳେଇ ଚାଲିବାକୁ ଚେଷ୍ଟା କରନ୍ତି । ଏହି ପ୍ରକୂତିର ଝିଅମାନଙ୍କର ବ୍ୟବହାର ଅତି କୋମଳ ଓ ନମ୍ର ହୋଇଥାଏ । ସେଥିପାଇଁ ଏମାନଙ୍କୁ ପବିତ୍ର ବୋଲି ମାନାଯାଏ ।

“N ” ନାମରେ ଆରମ୍ଭ ହେଉଥିବା ଝିଅମାନେ :

ଏହି ନାମରେ ଆରମ୍ଭ ହେଉଥିବା ଝିଅମାନେ ବହୁତ ତୀବ୍ର ଓ ବିଚକ୍ଷଣ ହୋଇଥାନ୍ତି । ଏହି ଝିଅମାନେ ନିଜ ପରିବାର ଓ ଜୀବନସାଥିଙ୍କ ଭଲ ଭାବରେ ଧ୍ୟାନ ରଖିଥାନ୍ତି । ଏମାନେ ଏମିତି କୌଣସି କାମ କରନ୍ତି ନାହି ଯାହା ପାଇଁ ତାଙ୍କ ପରିବାରକୁ ଅସମାନ ହେବାକୁ ପଡିବ । ଏମାନଙ୍କ ସ୍ଵଭାବ ବହୁତ ଭଲ ହୋଇଥିବାରୁ ଏମାନଙ୍କୁ ପବିତ୍ର ବୋଲି କୁହାଯାଏ ।

“P” ନାମରେ ଆରମ୍ଭ ହେଉଥିବା ଝିଅମାନେ :

ଏହି ନାମରେ ଆରମ୍ଭ ହେଉଥିବା ଝିଅମାନେ ଅନ୍ୟ ଲୋକର ଭାବନାକୁ ଭଲ ଭାବରେ ଜାଣିପାରନ୍ତି । ତାଙ୍କ ଠାରୁ ଛୋଟ ହେଉ ବା ବଡ ହେଉ କାହା ମନରେ ଦୁଖ ଦିଅନ୍ତି ନାହି । ସେମାନେ ନିଜ ସଂପର୍କକୁ ଦୃଢ ଭାବରେ ବାନ୍ଧି ରଖିବାକୁ ଚେଷ୍ଟା କରିଥାନ୍ତି । ଏହି କାରଣରୁ ଏମାନଙ୍କୁ ପବିତ୍ର ବୋଲି କୁହାଯାଏ ।

“V” ନାମରେ ଆରମ୍ଭ ହେଉଥିବା ଝିଅମାନେ :

ଏହି ନାମରେ ଆରମ୍ଭ ହେଉଥିବା ଝିଅମାନେ ବହୁତ ଲାଜ କରିଥାନ୍ତି । ସେମାନେ ନିଜ ପରିବାରର ମାନ ମହତକୁ ବଜାୟ ରଖିବାକୁ ଚେଷ୍ଟା କରିଥାନ୍ତି । ନିଜର ଇଚ୍ଛାକୁ ପୂରଣ କରିବାକୁ ପ୍ରୟାସ କରିଥାନ୍ତି । ଏହି କାରଣରୁ ଏମାନଙ୍କୁ ପବିତ୍ର ବୋଲି ମାନାଯାଏ ।

“Y” ନାମରେ ଆରମ୍ଭ ହେଉଥିବା ଝିଅମାନେ :

ଏହି ନାମରେ ବହୁତ କମ ଝିଅମାନଙ୍କର ନାମକରଣ ହୋଇଥାଏ । ଏମାନଙ୍କର ସ୍ଵଭାବ ଅନ୍ୟ ପ୍ରତି ଭଲ ରହିଥାଏ । ଏମାନେ ଅନ୍ୟକୁ ଦୁଖ ହେଲା ଭଳି କୋଣସି କାମ କରିନଥାନ୍ତି । ନିଜ ଜୀବନସାଥୀକୁ ଖୁସିରେ ରଖିବା ପାଇଁ ଏମାନେ ନିଜର ଚେଷ୍ଟା ଜାରି ରଖିଥାନ୍ତି ।

ଦର୍ଶକବନ୍ଧୁ ଯଦି ଆପଣଙ୍କୁ ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହ ଯୋଡି ହେଇ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ