ଗଣପତିଙ୍କର ଏହି ୨୧ ନାମ ଜପିଲେ ପୂରଣ ହବ ଆପଣଙ୍କର ସବୁ ଅଧୁରା ରହିଥିବା କାମ

ହିନ୍ଦୁ ଧର୍ମ ଶ।ସ୍ତ୍ର ଆନୁସରେ ସକାଳୁ ଉଠିକି ଶ୍ରୀ ଗଣେଶ ଙ୍କର ୨୧ ନାମ ଜପ କଲେ ପୁରଣ ହବ ଆପଣ ଙ୍କର ସବୁ ମନ କାମନା । ସର୍ବ ପ୍ରଥମେ ଗଣେଶ ଙ୍କୁ ଆବାହନ କରିବା ଓ ଶ୍ରୀ ଗଣେଶ ଙ୍କୁ ଆନସାନ ଆରପିତ କରିବା । ପ।ଦ କୁ ଧୋଇବିବା ଓ ଆଚମନ ଆରପିତ କରିବା ପରେ ଧୂପ ଓ ଦୀପ ଲଗେଇକି ଭଗବାନ ଗଣେଶ ଙ୍କୁ ପୂଜା କରି ଭୋଗ ଆରପିତ କରିବା । ତ। ପରେ ନମସ୍କାର କରିକୀ ଭଗବାନ ଗଣେଶ ଙ୍କର ଦ୍ଵାଦଶ ଶ୍ଳୋକ ପାଠ କରିବ। ଏହାଦ୍ଵାରା ଭଗବାନ ଗଣେଶ ଙ୍କର କୃପା ଆପଣ ଙ୍କ ଉପରେ ରହିବା ।

ଗଣେଶ ଙ୍କର ୨୧ ଟି ନାମ କୁ ପ୍ରତିଦୀନ ସକାଳେ ଗାୟନ କରିବା ଦ୍ଵାରା ନିଜର ମନ କାମନା ପୂରଣ ହେଇଥାଏ । ପୂଜା କରିବା ସମୟରେ ଶ୍ରଦ୍ଧା ଓ ବିଶ୍ଵାସ ର ସହ ଭଗବାନ ଙ୍କୁ ପୂଜା କରିବା ଦରକାର ।

ଭଗବାନ ଗଣେଶ ଙ୍କ ପୂଜା ରେ ଦ୍ଵାଦଶ ମନ୍ତ୍ର କୁ ବହୁତ ପ୍ରଭାବ ସ।ଳି ବୋଲି ମନେ କରା ଯାଇଛି । ଗଣେଶ ଙ୍କର ଦ୍ଵାଦଶ ମନ୍ତ୍ର ପାଠ କରାଗଲେ ମଣିଷର ସବୁ କଷ୍ଟର ର ନିବାରଣ ହୋଇଥାଏ । ଏହି ନାମକୁ ଜପ କଲେ ୬ ସ୍ଥାନରେ ଭଲ ହୋଇଥାଏ ଯେମିତିକି ଶିକ୍ଷା ଅନୁଷ୍ଠାନ, ବିବାହ ମଣ୍ଡପ, ପ୍ରବେଶ ସ୍ଥାନ, ନିର୍ଗମ, ସଂଗ୍ରାମ, ସଙ୍କଟରେ ସବୁ ସ୍ଥାନରେ କଷ୍ଟର ନିବାରଣ ହୋଇଥାଏ ।

ଗଣେଶ ହେଉଛନ୍ତି ମହାଜ୍ଞାନୀ ଓ ପ୍ରଚଣ୍ଡ ବୁଦ୍ଧିମାନ । ସମସ୍ତେ ଭବନ ଗଣେଶଙ୍କଠୁ ଜ୍ଞାନର ପ୍ରାପ୍ତି ପାଇଁ ପ୍ରତି ବର୍ଷ ଗଣେଶ ପୂଜା କରିଥାନ୍ତି । ପ୍ରତେକ ଛାତ୍ର, ଛାତ୍ରୀ ଏହାକୁ ନିଷ୍ଠାର ସହ ପାଳନ କରିକି ଗଣେଶଙ୍କୁ ଆରାଧନା କରିଥାନ୍ତି । ଗଣେଶ ଙ୍କର ଶକ୍ତି ଅପ।ର , ଅନନ୍ତ ସମସ୍ତ ଙ୍କର କଷ୍ଟର ନିବାରଣ କରିଥାନ୍ତି । ସେଥି ପାଇଁ ତାଙ୍କୁ ବିଘ୍ନହର୍ତ୍ତା ବୋଲି କହିଥାନ୍ତି ।

ପ୍ରତେକ ଶୁଭ କାଯ୍ୟ କରିବା ପୂର୍ବରୁ ଭଗବାନ ଗଣେଶ ଙ୍କର ୨୧ ଟି ନାମ ଙ୍କୁ ଜପ କରିକି ପୂଜା କରା  ଯାଇଥାଏ । ଏହା ଦ୍ଵାରା ସବୁ କାଯ୍ୟ ସଫଳ ହୋଇଥାଏ । ଏବଂ ଗଣେଶ ଙ୍କର ଆଶ୍ରିବାଦ ସବୁବେଳେ ସମସ୍ତଙ୍କ ଉପରେ ରହିଥାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।