ଗଣେଶ ଚତୁର୍ଥୀରେ କରନ୍ତୁ ଏଥି ମଧ୍ୟରୁ କୌଣସି ଗୋଟିଏ ବି ଉପାୟ, ଖୋଲିଯିବ ଭାଗ୍ୟ, ସବୁ ସମସ୍ଯା ହେବ ଦୂର, ହେବ ଧନପ୍ରାପ୍ତି

ଏମିତି କୁହାଯାଏ କି ଯଦି ଭଗବାନ ଗଣେଶ କାହା ଉପରେ ପ୍ରସନ୍ନ ହୁଅନ୍ତି ତେବେ ତା’ର ସବୁ ମନୋକାମନା ପୂର୍ଣ୍ଣ କରି ଦିଅନ୍ତି । ଗଣେଶ ଭଗବାନ ଦୁଃଖ ଦୂର କରୁଥିବାରୁ ତାଙ୍କୁ ବିଘ୍ନହର୍ତା ନାମରେ ଡକାଯାଏ । ଶାସ୍ତ୍ରରେ ବହୁତ ଗୁଡିଏ ଉପାୟ ଅଛି ଯାହାକୁ ବ୍ୟକ୍ତି ଆପଣାଇଲେ ତାହାର ସବୁ ମନୋକାମନା ପୂର୍ଣ୍ଣ ହୋଇଥାଏ । ଏହି ବର୍ଷ ଗଣେଶ ଚତୁର୍ଥୀ ୨ ସେପ୍ଟେମ୍ବର ୨୦୧୯ ରେ ପାଳନ କରାଯିବ । ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟ ମାଧ୍ୟମରେ

ଏମିତି କିଛି ଉପାୟ ବିଷୟରେ କହିବୁ ଯାହାକୁ ଯଦି ଆପଣ ଗଣେଶ ଚତୁର୍ଥୀ ଦିନ କରନ୍ତି ତେବେ ଆପଣଙ୍କର ମନୋକାମନା ବହୁତ ଜଲ୍ଦି ପୁରା ହୋଇଯିବ ଓ ଆପଣଙ୍କ ଜୀବନରୁ ସବୁ ଦୁଃଖ ଭଗବାନ ଗଣେଶ ଦୂର କରିଦେବେ ।

ଗଣେଶ ଚତୁର୍ଥୀରେ କରନ୍ତୁ ଏଥି ମଧ୍ୟରୁ ଗୋଟିଏ ଉପାୟ

୧. ଆପଣ ଗଣେଶ ଚତୁର୍ଥୀ ଦିନ ଶୁଦ୍ଧ ଜଳରେ ଭଗବାନ ଗଣେଶଙ୍କର ଅଭିଷେକ କରନ୍ତୁ ତା’ ସହିତ ଆପଣ ଗଣପତି ଅଥର୍ବଶୀର୍ଷ ର ପାଠ କରନ୍ତୁ, ଏହା ପରେ ଆପଣ ଲଡୁ ଭୋଗ ଲଗାନ୍ତୁ । ଏହା ଦ୍ଵାରା ଆପଣଙ୍କୁ ବିଶେଷ ଲାଭ ପ୍ରାପ୍ତି ହେବ ।

 

୨. ଯଦି ଆପଣ ଧନ ପ୍ରାପ୍ତିର ଇଚ୍ଛା ରଖିଛନ୍ତି ତେବେ ଭଗବାନ ଗଣେଶଙ୍କୁ ଶୁଦ୍ଧ ଘିଅ ଓ ଗୁଡର ଭୋଗ ଲଗାନ୍ତୁ । ଏହା ପରେ ସେହି ଗୁଡ ଓ ଘିଅ ଗାଈକୁ ଖୁଆଇ ଦିଅନ୍ତୁ । ଏହାକୁ କରିବା ଦ୍ଵାରା ଆପଣଙ୍କ ଜୀବନରେ ଯେଉଁ ଧନ ସମ୍ବନ୍ଧୀୟ ସମସ୍ୟା ଥିବ ତାହା ଦୂର ହୋଇଯିବ ।

୩. ଯଦି ଆପଣ ଗଣେଶ ଚତୁର୍ଥୀ ଦିନ କୌଣସି ମନ୍ଦିର ଯାଇ ଭଗବାନ ଗଣେଶଙ୍କର ଦର୍ଶନ କରି ନିଜ ସାମର୍ଥ୍ୟ ଅନୁସାରେ ଗରିବଙ୍କୁ ଦାନ ଦକ୍ଷିଣା ରୂପରେ କିଛି ପଇସା ଦିଅନ୍ତି ତେବେ ଆପଣଙ୍କୁ ପୂଣ୍ୟ ପ୍ରାପ୍ତି ହୋଇଥାଏ । ଭଗବାନ ଗଣେଶ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ।

୪. ଯଦି କୌଣସି ପୁଅଙ୍କ ବିବାହରେ ବାଧା ଆସୁଛି ତେବେ ଆପଣ ଗଣେଶ ଚତୁର୍ଥୀ ଦିନ ହଳଦିଆ ରଙ୍ଗର ମିଠା ଗଣେଶଙ୍କୁ ଭୋଗ ଲଗାନ୍ତୁ, ଏହା ଦ୍ଵାରା ବିବାହର ଯୋଗ ଖୋଲି ଯାଏ ।

୫. ଆପଣ ଗଣେଶ ଚତୁର୍ଥୀରେ ବ୍ରତ ରଖନ୍ତୁ ଓ ସନ୍ଧ୍ୟା ସମୟରେ ଭଗବାନ ଗଣେଶଙ୍କୁ ରାଶି ଲଡୁ ଭୋଗ ଲଗାନ୍ତୁ ଓ ଏହି ପ୍ରସାଦ ଗ୍ରହଣ କରି ଆପଣ ନିଜ ବ୍ରତ ଭାଙ୍ଗି ପାରିବେ । ଏହା ଦ୍ଵାରା ଆପଣଙ୍କର ସବୁ ମନୋକାମନା ଭଗବାନ ଗଣେଶ ପୁରା କରିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।