ଏହି ଗମ୍ଭୀର ରୋଗରେ ପୀଡିତ ଅଛନ୍ତି ସଲମାନ, ୧୦ ବର୍ଷ ରୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦବଙ୍ଗ ଖାନ

ବଲୀଉଡର ଦବଙ୍ଗ ଅଭିନେତା ସଲମାନ ଖାନଙ୍କୁ ସମସ୍ତେ ଜାଣିଛନ୍ତି । ସଲମାନ ଖାନଙ୍କର ଫ୍ୟାନ କେବଳ ଦେଶରେ ନୁହେଁ ବିଦେଶରେ ବି ଅଛନ୍ତି । କିନ୍ତୁ ବହୁତ କମ ଲୋକମାନେ ଜଣାଇଛନ୍ତି କି ସଲମାନ ଖାନ ଏକ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି । ଆଜି ଆମେ ଆପଣଙ୍କୁ ସଲମାନ ଖାନଙ୍କର ଏହି ରୋଗ ବିଷୟରେ କହିବାକୁ ଯାଉଛୁ । ଯାହା ଦ୍ଵାରା ତାଙ୍କର ଫ୍ୟାନ ତାଙ୍କ ବିଷୟରେ ଅଳ୍ପ ଜାଣି ପାରିବେ । ତେବେ ଆସନ୍ତୁ ଜାଣିବା ସଲମାନ ଖାନଙ୍କର ଏହି ରୋଗ ବିଷୟରେ ।

ଆପଣଙ୍କୁ କହିଦେଉଛୁ ଯେ ବଲୀଉଡର ଦବଙ୍ଗ ଖାନଙ୍କୁ “ଟ୍ରାଈଜେମିନଲ ନ୍ଯୂରଲ୍ଜିୟା” (Trigeminal Neuralgia) ନାମକ ରୋଗ ହୋଇଛି । ଯାହାକି ଏକ ନ୍ଯୂରୋପୈଥିକ ଡିସଅର୍ଡର ର ରୋଗ ଅଟେ । କହିଦେଉଛୁ ଯେ ସଲମାନ ଖାନ ଏହି ରୋଗର ଚିକିସ୍ଛା ବହୁତ ସମୟ ହେବ କରୁଛନ୍ତି । ଯେଉଁଥିପାଇଁ ସେ ପ୍ରାୟତଃ ଆମେରିକା ବି ଯାଆନ୍ତି ।

ଯାହାକୁ ବି ଏହି ରୋଗ ହୋଇଛି ତାହର ଚେହେରାର କେତେକ ଅଂସ ଯେମିତି କି ମୁହଁ, କାନ, ମୁଣ୍ଡରେ ବହୁତ ଅଧିକ ବ୍ୟଥା ଲାଗିଥାଏ ଓ ଆପଣଙ୍କର ଜଣାଇବା ନିମନ୍ତେ କହିଦେଉଛୁ ଯେ ସଲମାନ ଖାନ ଏହି ରୋଗରେ ପାଖାପାଖି ୯ ରୁ ୧୦ ବର୍ଷ ହେବ ପୀଡିତ ଅଛନ୍ତି । କହିବାକୁ ଗଲେ ବଲୀଉଡରେ ଆଜି ବି ଏମିତି ବହୁତ ଷ୍ଟାର ଅଛନ୍ତି ଯେଉଁମାନେ ଏହିଭଳି ଗମ୍ଭୀର ରୋଗରେ ପୀଡିତ ଅଛନ୍ତି କିମ୍ବା ଲଢୁଛନ୍ତି ଓ କିଛି ଏହିଭଳି ଯୁଧ୍ୟକୁ ଜିତି ବି ଯାଇଛନ୍ତି ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।