ଗାଈକୁ ଭୁଲରେ ବି ଖାଇବାକୁ ଦିଅନ୍ତୁ ନାହିଁ ଏହି 3 ଜିନିଷ ନହଲେ ଜୀବନସାରା ଦରିଦ୍ରତାରେ ରହିଥିବେ -Vastu Tips

ଗାଈକୁ ଭୁଲରେ ମଧ୍ୟ ଏହି ୩ଟି ଜିନିଷ ଖାଇବାକୁ ଦିଅନ୍ତୁ ନାହିଁ ନହେଲେ ଗରିବୀ ଆସିଥାଏ । ମା ଲକ୍ଷ୍ମୀ ରୁଷ୍ଠ ହୋଇଥାନ୍ତି । ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଘରେ ଗାଈର ନିସ୍ବାର୍ଥ ଭାବରେ ସେବା କଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି ।

ଅନେକ ଯୁଗରୁ ଚାଲିଆସେ ଯେ ଆମେ ଗାଈକୁ କିଛି ନା କିଛି ଖାଇବାକୁ ଦେଇ ଥାଉ । ଗାଈକୁ ସନାତନ ଧର୍ମରେ ଲକ୍ଷ୍ମୀ ସ୍ବରୂପ ମାନନ୍ତି । କୁହାଯାଏ ଯେ ଗାଈର ସେବା କରିବା ଦ୍ବାରା ଘର ପରିବାରର ସୁଖ ସମୃଦ୍ଧି ବଢ଼ିଥାଏ । ଯେଉଁ ଘରେ ଗାଈର ସେବା ନିଃସ୍ଵାର୍ଥ ଭାବରେ ହୋଇଥାଏ ସେହି ଘରେ ଲକ୍ଷ୍ମୀଙ୍କ କୃପା ବରଷି ଥାଏ ଏବଂ ଯେଉଁ ଘରେ ଗାଈର ସେବା କରନ୍ତି ନାହିଁ ସେହି ଘରେ ବାଧାବିଘ୍ନ ହୋଇଥାଏ । ଗାଈକୁ ଆମେ ଅନେକ ସମୟରେ ଖାଇବାକୁ ଦେଇଥାଉ କିନ୍ତୁ ବେଳେବେଳେ ଆମ ଦ୍ବାରା ଭୁଲ ହୋଇଯାଏ ।

ଆଜି ଆମେ ଜାଣିବା ତାହା କେଉଁ ଖାଦ୍ୟ ଯାହା ଆମକୁ ଗାଈକୁ ଦବା କଥା ନୁହେଁ । ହିନ୍ଦୁ ଧର୍ମ ଅନୁସାରେ ଗାଈକୁ ଦେବୀ ବୋଲି ମାନନ୍ତି ଏବଂ ତାଠାରେ ୩୩ କୋଟି ଦେବାଦେବୀ ବାସ କରନ୍ତି ବୋଲି ମାନନ୍ତି । ଯଦି ଆପଣ ଘରର ସକାଳୁ ପ୍ରଥମେ ଯେଉଁ ରୁଟି ପ୍ରସ୍ତୁତ ହୁଏ ତାକୁ ଗାଈକୁ ଖାଇବାକୁ ଦିଅନ୍ତି ଦେବାଦେବୀଙ୍କ ଆଶିର୍ବାଦ ପ୍ରାପ୍ତ ହୁଏ । ଗାଈକୁ ଗୁରୁ ସହିତ ଯୋଡା ଯାଇଛି ମାନେ ଗୁରୁ ଗ୍ରହ ସହିତ ( ବୃହସ୍ପତି) ।

ସେଥିପାଇଁ ଗୁରୁବାର ଦିନ ଯଦି ଗାଈକୁ ରୁଟି ସହିତ ଟିକିଏ ହଳଦୀ ମିଶାଇ ଖୁଆନ୍ତି ତେବେ ଘରେ ଧନ, ସୁଖ ସମୃଦ୍ଧି ବୃଦ୍ଧି ହୁଏ । ଏହାଦ୍ବାରା ଦୃଷ୍ଟ ଗ୍ରହ ଶାନ୍ତ ହୋଇ ଯାଆନ୍ତି । ଏବେ ଆସନ୍ତୁ ଜାଣିବା ଗାଈକୁ କେଉଁ ୩ଟି ଜିନିଷ ଖାଇବାକୁ ଦବା କଥା ନୁହେଁ !

୧- ସକାଳେ ଆପଣ ବଳକା ରହିଥିବା ବାସି ରୁଟି ଗାଈକୁ ଖାଇବାକୁ ଦିଅନ୍ତି । ଏହାଦ୍ବାରା ଗାଈର ଅପମାନ ହୋଇଥାଏ । ସେଥିପାଇଁ ଗାଈକୁ ଗୋଟିଏ ଦିନ ପୂର୍ବରୁ ଖାଦ୍ୟ ଗାଈକୁ କେବେ ଖାଇବାକୁ ଦିଅନ୍ତୁ ନାହିଁ ।


୨- ପଚା ସଡା ଖରାପ ଖାଦ୍ୟ ଗାଈକୁ ଖାଇବାକୁ ଦିଅନ୍ତୁ ନାହିଁ । ଏହାଦ୍ବାରା ଘରେ ସମସ୍ୟା ଆସିଥାଏ । ଯଦି ଆପଣ ଏପରି କରୁଛନ୍ତି ତେବେ ଆପଣଙ୍କ ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ । କାରଣ ଏହାଦ୍ବାରା ଘରେ ଅନେକ ପ୍ରକାରର ଅସୁବିଧା ହୋଇଥାଏ ।


୩- ଗାଈକୁ ସମସ୍ତେ ସବୁଜ ଜାତୀୟ ଖାଦ୍ୟ ଖାଇବାକୁ ଦିଅନ୍ତି କିନ୍ତୁ ଓସ୍ତ ପତର ଆପଣ କେବେବି ନିଜ ହାତରେ ତୋଳି ଖୁଆନ୍ତୁ ନାହିଁ ।


୪- ଗାଈକୁ ଦୁଗ୍ଧ ପିଆଇବା କଥା ନୁହେଁ । ଯଦି ଆପଣ କୌଣସି ବଳକା ଖାଦ୍ୟ ଗାଈକୁ ଖାଇବାକୁ ଦେଉଛନ୍ତି ତେବେ ସେଥିରୁ କିଛି ଭଲ ଖାଦ୍ୟ ମିଶାଇ ଦିଅନ୍ତୁ, ଏଥିରେ ଆପଣଙ୍କର ଲାଭ ହେବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।