ଫୌଜି ଙ୍କୁ ଧକ୍କା ଦେଲେ ନିଶାରେ ଚୁର୍ ଥିବା ଏହି ମଡେଲ, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଏହି Video

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ମଧ୍ୟପ୍ରଦେଶର ଦୁଇଟି ଅନୋଖି ଏବଂ ହଇରାଣ କରିଦେବା ଭଳି ଖବର । ମଧ୍ୟପ୍ରଦେଶର ଗୋଆଲିୟର ସହରରେ ବିଚ୍ଚ ରାସ୍ତାରେ ଜମେଇକି ହଙ୍ଗାମା କରିଛନ୍ତି ନି-ଶା-ରେ ଟୁଲ୍ ଜଣେ ଯୁବତୀ । ଯୁବତୀ ଜଣଙ୍କ ଦିଲ୍ଲୀର ଜଣେ ମଡେଲ ବୋଲି କୁହାଯାଉଛି । ଯୁବତୀ ଜଣକ ବିଚ୍ ରାସ୍ତାରେ ଠିଆ ହୋଇ ଯାତାୟାତ କରୁଥିବା ଲୋକଙ୍କୁ ଅଟକାଇବାକୁ ଲାଗିଥିଲେ । ଦେଖୁ ଦେଖୁ ଆଖପାଖରେ ଜମି ଯାଇଥିଲା ଭିଡ । ଏହା ମଧ୍ୟରେ ସେନାର ଗୋଟିଏ ଜିପ୍ସି ମଧ୍ୟ ଆସି ଠିଆ ହୋଇଥିଲା ।

ଯୁବତୀ ଜଣକ ତାକୁ ମଧ୍ୟ ଅଟକାଇ ଦେଇଥିଲା ଓ ତାକୁ ଆଉଜି ଠିଆ ହୋଇ ରହିଥିଲା ଏବଂ ଅଳ୍ପ ସମୟ ପରେ ଯୁବତୀ ଜଣକ ଜିପ୍ସିକୁ ଲା-ତ ମଧ୍ୟ ମା-ରି-ବା-କୁ ଲାଗିଲା । ଯାହା ଦ୍ୱାରା ଜିପ୍ସିର ହେଡଲାଇଟ ଭାଙ୍ଗି ଯାଇଥିଲା । ଏହା ପରେ ଯେତେବେଳେ ଜିପ୍ସିରୁ ଜଣେ ଯବାନ ଓହ୍ଲାଇ ଆସିଥିଲେ, ଯୁବତୀ ତାଙ୍କୁ ମଧ୍ୟ ଧ-କ୍କା ଦେଇଥିଲେ । ଏହି ସବୁ ଡ୍ରାମା ପଡାବ ଥାନା ନିକଟରେ ଚାଲିଥିଲା । କିନ୍ତୁ ଥାନାରେ କୌଣସି ମହିଳା ପୋଲିସ ନ ଥିବାରୁ ତାଙ୍କୁ କେହି ମଧ୍ୟ ଧରି ପାରି ନଥିଲେ ।

ଲୋକେ ଏହି ଦୃଶ୍ୟର ଭିଡିଓ ବନେଇବାକୁ ଲାଗିଥିଲେ । ଏପରି କିଛି ସମୟ ଚାଲିବା ପରେ ମହିଳା ଥାନାରୁ ପୋଲିସ ଆସି ତାଙ୍କୁ ଅକ୍ତିଆରରେ ନେଇଥିଲେ । ଯୁବତୀଙ୍କ ମେଡିକାଲ ଚେକଅପରୁ ସେ ନି-ଶା-ରେ ଥିବା ଜଣା ପଡିଥିଲା । ତାଙ୍କୁ ବଞ୍ଚାଇବା ପାଇଁ ଦୁଇଜଣ ମହିଳା ଥାନାକୁ ଆସିଥିଲେ । ଏହି ତିନିଜଣ ଯାକ ଦିଲ୍ଲୀର ବୋଲି ଜାଣିବାକୁ ମିଳିଛି ।

ସେହିପରି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ପ୍ରେମୀ ଯୋଡାଙ୍କ ଚଳନ୍ତା ବାଇକରେ ଲଭ ସିନ୍ ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଜମେଇକି ଭା-ଇ-ରା-ଲ ହେଉଛି । ଯାହାପରେ ଏବେ ପୋଲିସ ସେମାନଙ୍କ ସ-ନ୍ଧା-ନ-ରେ ଲାଗି ପଡିଛି । ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଥିବା ଏହି ଭିଡିଓ ଭୋପାଳର ପ୍ରସିଦ୍ଧ VIP ରୋଡର ଅଟେ । ଏହି ଭିଡିଓରେ ଯୁବତୀ ବାଇକର ତାଙ୍କୁ ଉପରେ ଯୁବକଙ୍କ ଆଡକୁ ମୁହଁ କରି ଯୁବକଙ୍କୁ କୁଣ୍ଢାଇ ବସିଛନ୍ତି । ଆଉ ଯୁବକ ମଧ୍ୟ ତାଙ୍କୁ ଆରାମରେ ଆ-ଲି-ଙ୍ଗ-ନ କରି ବାଇକ ଚଲାଉଛନ୍ତି ।

ଏହି ସମୟରେ କାରରେ ଯାଉଥିବା ଜଣେ ବ୍ୟକ୍ତି ଏହି ଲଭ ସିନ୍ ର ଭିଡିଓ ବନେଇ ନେଇଥିଲେ । ୧୩ ସେକେଣ୍ଡର ଏହି ଭିଡିଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଜବରଦସ୍ତ ଭା-ଇ-ରା-ଲ ହେଉଛି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।