ଭାଇରାଲ ଭିଡିଓ: ଫ୍ଲାଇଟର ଟୟଲେଟରେ କପଲ କରୁଥିଲେ ରୋମାନ୍ସ,, ଏହି ସେଲିବ୍ରିଟୀ କରିଦେଲେ ରେକର୍ଡ, ଆଉ ତା ପରେ…

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ସୂତ୍ର ଅନୁସାରେ ଏହି ଭିଡିଓକୁ ବିଚ ଭଲିବଲ ପ୍ଲେୟର ସ୍ଟେଫୋର୍ଡ ସ୍ଲିକ ଏକ ଫ୍ଲାଇଟ ଭିତରେ ଶୁଟ କରିଛନ୍ତି । ଏହି ଭିଡିଓରେ ଆପଣ ଦେଖି ପାରିବେ କି ଗୋଟିଏ ଫ୍ଲାଇଟ ର ଟୟଲେଟରୁ ଜଣେ ଦମ୍ପତି ବାହାରକୁ ବାହାରିଲେ । କହିଦେଉଛୁ କି ଏହି ଦମ୍ପତି ଏକା ସହିତ ସେହି ଟୟଲେଟରେ ପସିଥିଲେ । ଯେଉଁମାନେ କି ବାହାରକୁ ବାହାରିବା ସମୟରେ କ୍ୟାମେରାରେ ରେକର୍ଡ ହୋଇଗଲେ ।

କହିଦେଉଛୁ କି ଫ୍ଲାଇଟରେ ଥିବା ଜଣେ ମହିଳା ଟୟଲେଟ ବାହାରେ ଛିଡା ହୋଇ ଭିତରକୁ ଯିବା ପାଇଁ ଅପେକ୍ଷା କରୁଥିଲେ, କିନ୍ତୁ ବହୁତ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ କୌଣସି ବି ଉତ୍ତର ଆସିଲା ନାହିଁ ।

ଆପଣଙ୍କୁ କହିଦେଉଛୁ କି ସ୍ଟେଫୋର୍ଡ ସ୍ଲିକ ଏହି ଭିଡିଓକୁ Barstool Sports ର ଇଂଷ୍ଟାଗ୍ରାମ ଅକାଉଂଟରେ ଶେୟାର ଅରିଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୮,୯୦,୫୨୮ ଥର ଦେଖା ଯାଇସାରିଛି । କହିଦେଉଛୁ କି ଏକ ସହିତ ଗୋଟିଏ ରଙ୍ଗର ଡ୍ରେସ ପିନ୍ଧି ବାହାରକୁ ବାହାରିଥିବା ଦମ୍ପତିଙ୍କୁ କେହି ବି କିଛି କହିଲେ ନାହିଁ ଓ ସେମାନେ ଚୁପଚାପ ନିଜ ସିଟ ଉପରେ ଯାଇ ବସିଗଲେ । କିନ୍ତୁ ଏହି ଭିଡିଓ ବିଷୟରେ ସ୍ଟେଫୋର୍ଡ ଆଉ କିଛି ବି କହି ନାହାନ୍ତି ।

ଏହି ପୁରା ମାମଲାରେ ଫ୍ଲାଇଟ ଅଟେଂଡେଂଟ ବି ସେହି ଦମ୍ପତିକୁ କିଛି ବି ପ୍ରଶ୍ନ କରିଲେ ନାହିଁ । ଭିଡିଓ ଉପରେ ପ୍ରତିକ୍ରିୟା ଦେଉଥିବା ଲୋକମାନଙ୍କର କହିବା ଅଟେ କି ଏହି ମାମଲା ଉପରେ ଫ୍ଲାଇଟ ଅଟେଂଡେଂଟଙ୍କୁ ହସ୍ତକ୍ଷେପ କରିବାର ଉଚିତ ଥିଲା । କହିଦେଉଛୁ କି ଦମ୍ପତିଙ୍କର ଟୟଲେଟ ବାହାରକୁ ବାହାରିବା ପୂର୍ବରୁ ଏକ ଫ୍ଲାଇଟ ଅଟେଂଡେଂଟ ଆସିଥିଲେ ଯିଏକି ସେହି ମହିଳା ପ୍ୟାସେଞ୍ଜରକୁ ଛିଡା ହେବାର କାରଣ ବି ପଚାରିଥିଲେ ।

 

View this post on Instagram

 

Nutting at 30,000 feet just slaps different @kfcradio (Via @staffordslick)

A post shared by Barstool Sports (@barstoolsports) on


ଏହାର ଉତ୍ତରରେ ସେହି ମହିଳା ଜଣକ କହିଲେ କି ଟୟଲେଟରେ ପୂର୍ବରୁ ହିଁ କେହି ଅଛନ୍ତି । ଯାହା ପରେ ଅଳ୍ପ ସମୟ ପରେ ଟୟଲେଟ ଭିତରୁ ଦମ୍ପତି ବାହାରି ଚାଲିଗଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।