କେବେ ଫିଲ୍ମରେ ରୋଲ ପାଇବା ପାଇଁ ଏହି ଅଣ୍ଡରୱାର୍ଲ୍ଡ ଡନର ନାର ଧମକ ଦେଉଥିଲେ ଏହି ବଲିଉଡ ହିରୋଇନ, ଜେଲରେ କାଟି ସାରିଛନ୍ତି ସଜା

ଏକ ଅଭିନେତ୍ରୀ ଏମିତି ବି ଅଛନ୍ତି ଯିଏ କି ଏକ ଅଣ୍ଡରୱାଲ୍ଡ ଡନର ପ୍ରେମରେ ପଡି ତାଙ୍କର ପୁରା ଭବିଷ୍ୟତ ଖରାପ କରିଦେଲେ । ଏହି ଅଭିନେତ୍ରୀ ଜଣକ ହେଲେ ମୋନିକା ବେଦି ଯିଏ କି ବିଗବସ ଭଳି ଏକ ବଡ ଟିଭି ସୋ ରେ ଅଭିନୟ କରିଥିଲେ ଯେତେବେଳେ ସେ ଅଣ୍ଡରୱାଲ୍ଡ ଡନ ଅବୁ ସଲେମଙ୍କୁ ପ୍ରେମ କରୁଥିଲେ, ଏହି ଚଳଚିତ୍ର ପାଇବା ପାଇଁ ନିର୍ଦ୍ଧେଶକମାନଙ୍କୁ ଅବୁ ସଲେମଙ୍କ ନାମରେ ଧମକ ବି ଦେଉଥିଲେ ।

ସେ ପ୍ରଥମେ ଏକ ତେଲୁଗୁ ଚଳଚିତ୍ର ‘ତାଜମହଲ’ ରୁ ନିଜ କ୍ଯାରିୟର ଆରମ୍ଭ କରିଥିଲେ । ସେ ବଲୀଉଡରେ ‘ଜାନମ ସମଝା କରୋ’ ଚଳଚିତ୍ର ରୁ ଡେବ୍ୟୁ କରିଥିଲେ ଓ ଶୁଣିବାକୁ ମିଳେ କି ଏହି ଚଳଚିତ୍ର ତାଙ୍କୁ ଅବୁ ସଲେମଙ୍କ କାରଣରୁ ହିଁ ମିଳିଥିଲା ।

ମୋନିକା ସବୁଠାରୁ ଅଧିକ ଚର୍ଚ୍ଚାରେ ସେତେବେଳେ ଥିଲେ ଯେତେବେଳେ ପୁର୍ତଗାଲ ପୋଲିସ ତାଙ୍କୁ ଅବୁ ସଲେମଙ୍କ ସହିତ ଏକ ହୋଟେଲରେ ଧରିଥିଲେ ଓ ଦୁହିଙ୍କୁ ଗିରଫ କରାଗଲା ଓ ସେ ବହୁତ ଦିନ ଧରି ଜେଲରେ ବି ତାଙ୍କର ଦଣ୍ଡ କାଟି ଆସିଲେ, ଅବୁ ସଲେମ ଏବେ ବି ଜେଲ ରେ ନିଜ ଦଣ୍ଡ କାଟୁଛନ୍ତି, ବର୍ତ୍ତମାନ ମୋନିକା ବେଦି ଟିଭି ସିରିୟଲ ରେ କାମକରି ନିଜ ପେଟ ପୋସୁଛନ୍ତି ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।