ଫିଲ୍ମ ଦୁନିଆରେ ପୁଣି ଥରେ ଶୋକର ଛାୟା, ବହୁତ ହିଁ କମ ବୟସରେ ଏହି ଫେମସ ହିରୋଇନଙ୍କର ପରଲୋକ

ଦୁନିଆରେ ବହୁତ ନାମ କମାଇବା ଜୟଶ୍ରୀ ରହମିୟା ଆଉ ଏ ଦୁନିଆରେ ନାହାନ୍ତି । ସେ କାନାଡାର ଅଭିନେତ୍ରୀ ଅଟନ୍ତି । ସେ ବହୁତ ଭଲ ଅଭିନୟ କରନ୍ତି ତାଙ୍କୁ ଲୋକେ ମଧ୍ୟ ବହୁତ ପସନ୍ଦ କରନ୍ତି କିନ୍ତୁ କେଜାଣି କେଉଥି ପାଇଁ ସେ ଏକ ଚାପ ଗ୍ରସ୍ତ ହୋଇ ମରିଗଲେ । ସେ ସୋମବାର ଦିନ ବେଙ୍ଗଲୁରୁ ରେ ହେଉଥିବା ଏକ ସିରିଏଲର ସେଟ ରୁ ତାଙ୍କର ମଋତ ଦେହ ମିଳିଲା । ତାଙ୍କର ଶରୀର ଏକ ଦଉଡିରେ ଲଟକି ରହିଥିବା ଦେଖିବାକୁ ମିଳିଲା ।

ସେଠାରେ ଖବର ଆଗକୁ ଆସିବାରୁ ବହୁତ ଲୋକ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ । ସେଠାକାର କିଛି ଲୋକଙ୍କର କହିବା କଥା ଅନୁସାରେ ସେ କିଛି ଦିନ ହେବ ବହୁତ ଚାପ ଗ୍ରସ୍ତରେ ଥିଲେ । ସେ କୌଣସି ଏକ କଥାକୁ ନେଇ ବହୁତ ଚିନ୍ତାରେ ଥିଲେ । ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ବେଙ୍ଗେଲୁରୁର କିରଣ ଆଶ୍ରମରେ ଏକ ଜାଗାର ହେଉଥିଲା । ଜୟଶ୍ରୀଙ୍କର ପର ଲୋକ ପରେ ସେ କରୁଥିବା ଚଳଚିତ୍ରର ଲୋକ ମାନଙ୍କ ଉପରେ ଏବେ ବହୁତ ଚିନ୍ତାରେ ଅଛନ୍ତି ଓ ତାଙ୍କୁ ବହୁତ ବଡ ଝଟକା ଲାଗିଛି ।

ବିଗ ବସରେ ସେ ମିଶିଥିଲେ

ଜୟଶ୍ରୀ ବିଗ ବସ ନାମକ ଏକ ସିରିଏଲ ରେ ସେ ତୃତୀୟ ଥର ପାଇଁ ସେଥିରେ ସେ ଭାଗ ନେଇଥିଲେ । କିଛି ଲୋକଙ୍କ କହିବା କଥା ହେଉଛି, ତାଙ୍କୁ ସେ ଏଥିରେ ଭାଗ ନେବା ପରେ ତାଙ୍କୁ ଆଉ କୌଣସି ଥିରେ ଆଉ କାମ ମିଳୁନଥିଲା ଓ ଯାହା ଫଳର ସେ ବହୁତ ଦୁଖରେ ଥିଲେ । ତାଙ୍କୁ କାମ ନମିଳିବା ହେତୁ ସେ ତାଙ୍କ ସାଙ୍ଗ ମାନଙ୍କୁ ମଧ୍ୟ କହିଥିଲେ ।

ପୂର୍ବ ବର୍ଷରୁ ସେ ଇଛା ମୃତୟୁ ମାଗିଥିଲେ

ଆମେ ଆପଣଙ୍କୁ କହି ରଖୁଛୁ କି, ପୂର୍ବ ବର୍ଷ ଜୟଶ୍ରୀ ଏକ ଫେସବୁକ ପୋସ୍ଟରେ କହିଥିଲେ ସେ କୌଣସି ଏକ କଥାକୁ ନେଇ ମାନସିକ ଚାପରେ ଅଛନ୍ତି । ସେ ଆଉ ଏକ କଥା କହିଥିଲେ କି ସେ ଏହି ବଡ ସମସ୍ୟାରୁ ଆଉ ମୁକ୍ତି ପାଇ ପାରିବେ ନାହିଁ ଓ ସେଥିପାଇଁ ସେ ଇଛା ମୃତୟୁ କରିବାକୁ ଚାହୁଁଥିଲେ । ସେ କହିଥିଲେ ଆର୍ଥିକ ରୂପରେ ସ୍ଥିର ଅଛନ୍ତି କିନ୍ତୁ ତାଙ୍କୁ ଛୋଟ ବେଳୁ ହିଁ ଧୋକା ମିଳିବା ହେତୁ ସେ ବହୁତ ଚିନ୍ତାରେ ରୁହନ୍ତି ।

ନିଜକୁ ହାରି ଯାଇଥିବା ଏକ ବ୍ୟକ୍ତି ହିସାବରେ ସେ ଭାବୁଥିଲେ

ସେ ନିଜେ ଏକ ସ୍ଥାନରେ କହିଥିଲେ କି ସେ ନିଜକୁ ଏବେ ବହୁତ ହାରିବା ମନୁଷ୍ୟ ପରି ଭାବୁଛନ୍ତି । ସେ ଏକ ଲାଇଭ ସୋ ରେ କହିଥିଲେ, ମୁଁ ଏହି କାମ ମୋର ପବ୍ଲିସିଟି ପାଇଁ କରୁ ନାହିଁ । ମୁଁ ସୁଦୀପ ସାରଙ୍କ ଠାରୁ ମଧ୍ୟ ଆର୍ଥିକ ସାହାର୍ଯ୍ୟ ମାଗୁ ନାହିଁ କି ମତେ ସିଏ ସାହାର୍ଯ୍ୟ କରିବେ ବୋଲି ମୁଁ ଭାବୁ ନାହିଁ । ମୁଁ କେବେଳ ମୋର ନିଜର ମୃତୟୁ ଚାହେଁ । କାରଣ ମୁଁ ଏହି ସମସ୍ୟାକୁ ଆଉ ଲଢି ପାରିବି ନାହି । ମୁଁ ଜମା ଭଲ ଝିଅ ନୁହେଁ । ମତେ ଦୟା କରି ଇଛା ମୃତୟୁ କରିବାକୁ ଦିଅ ।