ବନ୍ଧୁଗଣ ନମସ୍କାର । ପ୍ରତି ବର୍ଷ ଆମ ରାଜ୍ୟରେ ତଥା ରାଜ୍ୟ ବାହାରେ ଅନେକ ପ୍ରକାରର ଚଳଚିତ୍ର ରିଲିଜ ହୋଇଥାଏ । ଏହି ସବୁ ଚଳଚ୍ଚିତ୍ର ଓଡିଆ, ହିନ୍ଦୀ, ତେଲୁଗୁ ଇତ୍ୟାଦି ଭାଷା ରେ ରିଲିଜ ହୋଇଥାଏ । ଆଉ ଅନେକ ସମୟରେ ଦେଖା ଯାଇଛି କି ଯେ କୌଣସି ଭାଷାର ଫିଲ୍ମ କୁ ନେଇ ଅନେକ ବିବାଦ ମଧ୍ୟ ସୃଷ୍ଟି ହୋଇଥାଏ । କାରଣ ଫିଲ୍ମ ରେ କଳାକାର ମାନେ ଏମିତି କିଛି ଚରିତ୍ର ରେ ନଜରା ଆସିଥାନ୍ତି ଯାହା ଆମ ପରମ୍ପରା ବିରୁଦ୍ଧରେ ହୋଇଥାଏ ।
ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ଖବର ଆସି ପହଞ୍ଚିଛି । ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନ କରି ଆସନ୍ତୁ ନଜର ପକାଇବା ପୁରା ଖବର ଉପରେ । ସୂଚନା ଅନୁଯାୟୀ ବନ୍ଧୁଗଣ ଅଭିନେତ୍ରୀ ଝିଲିକ, ସୁଧାଂଶୁ ଓ ଏଲିନା ଙ୍କ ନାଁ ରେ ଥାନାରେ ଏତାଲା । ଅନୁସୂଚିତ ଜାତିର ଚରିତ୍ର ସଂହାର କରୁଥିବା ଅଭିଯୋଗ ଝୋଇଛି ଏହି 3 ଜଣଙ୍କ ନାଁ ରେ ।
ହଁ ଦର୍ଶକ ବନ୍ଧୁ ଓଡିଆ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ଝିଲିକ ଙ୍କ ନାଁ ରେ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି । ଗତ ଜୁନ 29 ରେ “ପ୍ରିୟେ ତୁ ମୋର ସିଏ” ଫିଲ୍ମ ରିଲିଜ ହୋଇଥିଲା । ଏହି ଫିଲ୍ମ ରେ ଏମିତି କିଛି ଚିତ୍ର ଦର୍ଶାଅ ଯାଇଛି ଯାହା ଅନୁସୂଚିତ ଜାତିକୁ ବହୁତ ଆଘାତ ଲାଗିଛି । ଏହି ଫିଲ୍ମ ରେ ଦର୍ଶା ଯାଇଛି ଯେ ସାଆନ୍ତାଣୀ ଚରିତ୍ରରେ ଅଭିନେତ୍ରୀ ଏଲିନା ନଜର ଆସୁଛନ୍ତି ।
ଓ ଅଭିନେତା ଅମ୍ଳାନ ନିଜ ଜାତି ହୋଇଥିବା ଅଭିନୟ କଇଛନ୍ତି । ଏହି ଫିଲ୍ମ ରେ ବାରମ୍ବାର ଛୋଟ ଜାତିକୁ ପ୍ରୟୋଗ କରା ଯାଉଥିବା ଓ ଛୋଟ ପିଲା ମାନଙ୍କୁ ଛୁଆଁ ଅଛୁଆଁ କୁହା ଯାଉଥିବା ଏମିତି କି ଛୋଟ ଜାତି ପାଇଁ ମୁଣ୍ଡରେ ଚପଲ ରଖା ଯାଉଥିବା ଆଉ ଅନୁସୂଚିତ ଜାତି ପାଇଁ ନିଚ୍ଚ ଦେଖା ଯାଉଥିବା ଓଡିଶାରେ ଏହି ଫିଲ୍ମ ନିର୍ମାତାଙ୍କ ନାଁ ରେ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି ।
ଦଳିତ ଆଦିବାସୀ ମହାସଂଘ ର ରାଜ୍ୟ ସଭାପତି ଲିଟୁ ଦାସ ଦେଇଛନ୍ତି ଏ ନେଇ ଅଭିଯୋଗ । ତେବେ କ୍ୟାପିଟାଲ ଥାନା ରେ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜ୍ୟ, ସୁଧାଂଶୁ ସାହୁ ଓ ଅଭିନେତ୍ରୀ ଏଲିନା ସାମନ୍ତରାୟ ନାମରେ ଅଭିଯୋଗ ହୋଇଛି । ଝିଲିକ ଚଳଚ୍ଚିତ୍ର ର ତିଆରି କରି ପ୍ରାୟ ଓଡିଶାରେ 22 ଭାଗ ଅନୁସୂଚିତ ଜାତି କୁ ଅପମାନ କରା ଯାଉଥିବା ଏତଲା ରେ ଦର୍ଶା ଯାଇଛି ।
ତେବେ ଏ ନେଇ ଝିଲିକ ଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।