10th Exam Results- ପରୀକ୍ଷା ଫଳକୁ ନେଇ ତା-ତି-ଲେ, ମାର୍କ ବଢାନ୍ତୁ ନହେଲେ ଏଇଠି କରିବି ଆ-ତ୍ମ-ହ-ତ୍ୟା, ଦେଖନ୍ତୁ Video କଣ କହୁଛନ୍ତି ଏହି ଛାତ୍ରଛାତ୍ରୀମାନେ

ନମସ୍କାର ବନ୍ଧୁଗଣ । ଆଜ୍ୟ ଆମେ ଆପଣ ମାନଙ୍କୁ ପୁରୀ ଜିଲାର ମଧୁଭବନ ସରସ୍ଵତୀ ଶିଶୁ ମନ୍ଦିର ସ୍କୁଲରେ ପାଠ ପଢୁଥିବା ଛାତ୍ରୀ ମାନେ କିଛି ହଙ୍ଗାମା କରିଛନ୍ତି ।

ଯାହାର କାରଣ ହେଉଛି ତାଙ୍କ ମାର୍କରେ ଅଧିକ ନମ୍ବର ବଢାଯାଉ ବୋଲି ସେମାନେ ଦାବି କରିଛନ୍ତି । ଗତ ବର୍ଷ ଠାରୁ କୋ-ରୋ-ନା ମ-ହା-ମା-ରୀ ଯୋଗୁ ଦେଶର ପିଲା ମାନଙ୍କ ପାଠ ପଢାରେ କୌଣସି ପ୍ରକାରର ଉନ୍ନତି ଦେଖାଯାଇ ନାହି । କାରଣ ଗତ ଦୁଇ ବର୍ଷ ହେବ ସ୍କୁଲ ବନ୍ଦ ରହିଥିବାରୁ ପିଲା ମାନେ ଘରେ ବସି ଅଂଲାନ କ୍ଳାସ କରୁଛନ୍ତି ।

ଯାହା ଫଳରେ ସେମାନେ କିଛି ପାଠ ବୁଝୁଛନ୍ତି ତ ଆଉ କିଛି ବୁଝିପାରୁ ନାହାନ୍ତି । ପୁରୀରେ ଏହି ସ୍କୁଲରେ ଦଶମ ଶ୍ରେଣୀର ପିଲା ମାନେ ଅଭିଯୋଗ କରିଛନ୍ତି ଯେ ସରାକରି ସ୍କୁଲରେ ପଢୁଥିବା ପିଲା ମାନେ ତାଙ୍କ ଠାରୁ ଅଧିକ ମାର୍କ ରଖିଛନ୍ତି । ଆମର ଯୋଗ୍ୟତା କଣ ଏୟା ବୋଲି ଜଣେ ଛାତ୍ରୀ ନିଜ ମତରେ କହିଛନ୍ତି । ଦଶମ ଶ୍ରେଣୀ ପିଲା ୧୧ ମାସ ବଦଳରେ ୧୪ ମାସ ପଢିବାରେ ପରେ ତାଙ୍କୁ ପରୀକ୍ଷାରେ ଏଭଳି ମାର୍କ ଦିଆ ଯାଇଛି ବୋଲି ସେହି ଛାତ୍ରୀ ଜଣକ ସ୍କୁଲ ଆଗରେ ଗଣ ମାଧ୍ୟମ ଜରିଆରେ ଜଣାଇଛନ୍ତି ।

ସେହି ଛାତ୍ରୀଙ୍କ କହିବା ଅନୁସାରେ ସେମାନେ ପ୍ରଥମରୁ ଦଶମ ଯାଏଁ ଏହି ସ୍କୁଲରେ ପାଠ ପଡିଛନ୍ତି । ତଥାପି ସେମାଙ୍କର ୨୯୩ରୁ ୨୯୪ ବା ୫୦% ରୁ ତଳକୁ ପରୀକ୍ଷାରେ ମର୍କ ରହିଛି । ଯାହା ଦ୍ଵାରା ସେମାନେ କୌଣସି ଭଲ କଲେଜରେ ନାଁ ଲେଖାଇ ପାରିବେ ନାହି । ସେହି ଛାତ୍ରୀଙ୍କ କହିବା ମୁତାବକ ଯଦି ସରକାର ୧୧ ମାସର ପାଠ ପଢାକୁ ୧୪ ମାସ ଯାଏଁ କରିଲେ ତେବେ ତାଙ୍କ ମାର୍କ ବଢାଇବାକୁ କଣ ପାଇଁ କୁଣ୍ଠାବୋଧ କରୁଛନ୍ତି । ସେହି ଛାତ୍ରୀ ଜଣକ କାନ୍ଦି କରି କହିଛନ୍ତି ଯେ ତାଙ୍କ ବାପା ମା ମାନେ କଣ ଏହି ଦିନ ଦେଖିବାକୁ ଏହି ସ୍କୁଲରେ ପାଠ ପଢିବାକୁ ଛାଡୁଥିଲେ ।

ଏତେ ଭଲ ପାଢ ପଢିବା ପରେ ମଧ୍ୟ ସ୍କୁଲର ପିଲାଙ୍କୁ ୨୯୩ ନମ୍ବର ରୁ ଅଧିକ ମିଳି ନାହି । ଏହି ସ୍କୁଲରେ କୌଣସି ପ୍ରକାର ଫ୍ୟାସିଲିଟି ନାହି । ଏହି ସ୍କୁଲ ଅଣ୍ଡରରେ ମଧ୍ୟ ପିଲା ମାନେ ପରୀକ୍ଷା ଦେଇ ନାହାନ୍ତି ବରଂ ଘୋଡା ବଜାର ସ୍କୁଲ ଅଣ୍ଡରରେ ପରୀକ୍ଷା ଦେଇଛନ୍ତି ବୋଲି ଛାତ୍ରୀ ଜଣକ ଚି-ତ୍କା-ର କରି କହିଛନ୍ତି । ସରକାରୀ ସ୍କୁଲରେ ପଢୁଥିବା ପିଲା ମାନେ ୩୦୦ରୁ ଅଧିକ ମାର୍କ ରଖିଛନ୍ତି ହେଲେ ସରସ୍ଵତୀ ଶିଶୁ ମନ୍ଦିରରେ ପାଢୀ ୨୯୩ ମାର୍କ ରଖିଛନ୍ତି ବୋଲି ଛାତ୍ରୀ ଜଣକ କହିଛନ୍ତି ।

ସେ ଦାବି କରିଛନ୍ତି ଯେ ତାଙ୍କର ୩୦% ମାର୍କ ବଢାଯାଉ । ଯଦି ନମ୍ବର ନ ବାଧାଜଏ ତେବେ ଛାତ୍ରୀ ଜଣକ ସ୍କୁଲ ଆଗରେ ଆ-ତ୍ମ-ହ-ତ୍ୟା କରିବେ ବୋଲି ମ-ହ-ଦୀ କହିଛନ୍ତି । ଏହିଭଳି ଭାବେ ଛାତ୍ର ଜଣକ ପରୀକ୍ଷାରେ ମିଳିଥିବା ଫଳାଫଳକୁ ନେଇ ନିଜର ରାଏ ଦେଇଛନ୍ତି ।

ବନ୍ଧୁଗଣ ଏହି ମାମଲାକୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ କରି ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।