ସଫ୍ଟୱେୟର ଇଞ୍ଜିନିୟର ପୁଅ ପହଞ୍ଚିଲା ଏନଗେଜମେନ୍ଟ କରିବାକୁ କିନ୍ତୁ ଅବସ୍ଥା ଏମିତି ହୋଇଗଲା କି ସାତ ଫେରେ ନେଇ କନ୍ୟାକୁ ନେଇ ଆସିଲେ ଘରକୁ, ଜାଣନ୍ତୁ ସେ ଏମିତି କାହିଁକି କଲେ

ଯେମିତି କି ଆମେ ସମସ୍ତେ କାଣିଛୁ କି ବର୍ତ୍ତମାନ ବାହାଘରର ମାସ ଚାଲିଛି । ଏମିତିରେ ଆପଣମାନେ ବି ବିଭିନ୍ନ ଜାଗାରେ ବାହାଘର ହେଉଥିବାର ଦେଖିଥିବେ । ଏମିତିରେ ଦେଖାଗଲେ ବାହାଘରରେ ବିଭିନ୍ନ ନିୟମ ଥାଏ ଏବଂ ବାହାଘରରେ ବେକାର ଖର୍ଚ ବି କରାଯାଏ । କିନ୍ତୁ କିଛି ଲୋକମାନେ ନିଜର ପୁଅ ଏବଂ ଝିଅର ବାହାଘରରେ ଏତେ ଟଙ୍କା ଖର୍ଚ କରିନ୍ତି କି ତାହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି । ସେମାନେ ଏହିଭଳି କରି ସମାଜରେ ନିଜର ନାଁ କରିବାକୁ ଚାହାନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ଏକ ଏମିତି ଅଦ୍ଭୁତ ବାହାଘର ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ବାହାଘରକୁ ଦେଖାଇବା ଭଳି କିଛି ବି କାମ କରାଯାଇ ନାହିଁ ଏବଂ ନା ହିଁ କୌଣସି ପ୍ରକାର ବେକାର ଖର୍ଚ କରା ଯାଇଛି ।

Image courtesy: Google

ଆପଣଙ୍କୁ କହିଦେଉଛୁ ଯେ ଆମ ସମାଜରେ ବିଭିନ୍ନ ପ୍ରଥା ଅଛି, ଯାହାକୁ ଆମ ସମସ୍ତେ ଅନୁସରଣ କରିଥାଉ । କିନ୍ତୁ କିଛି ପ୍ରଥା ଏମିତି ବି ଅଛି, ଯାହାକୁ ସମୟ ହିସାବରେ ବଦଳାଇବା ଦରକାର ।

ଏହି ଚେଞ୍ଜେସକୁ ଅନ୍ୟ କେହି ନୁହେଁ ଆମକୁ ହିଁ ପ୍ରୟାସ କରିବା ଦରକାର । ଏମିତିରେ ଏକ ଚେଞ୍ଜେସର ଆରମ୍ଭ ବାଫନା ପରିବାର ତରଫରୁ କରାଯାଇଛି । ଆପଣଙ୍କୁ କହିଦେଉଛୁ ଯେ କାଂକେରର ବାଫନା ପରିବାରର ପୁଅ ଗୁରୁବାର ଦିନ କବର୍ଧା ଝିଅ ସହିତ ନିର୍ବନ୍ଧ କରିବାକୁ ଯାଇଥିଲେ । ପୁଅର ନାମ ୟଶ ଅଟେ, ଯିଏକି ଅଭୟ ବାଫନାଙ୍କର ପୁଅ ଅଟନ୍ତି । ଏହା ବି କହି ଦେଉଛୁ ଯେ ୟଶ ଏକ ସଫ୍ଟୱେୟର ଇଞ୍ଜିନିୟର ଅଟନ୍ତି । ଏମିତିରେ ବାଫନା ପରିବାରର ଲୋକମାନେ ଦିଲୀପ ନାହଟାଙ୍କର ଝିଅ ଦିବ୍ୟା ସହିତ ନିଜ ପୁଅର ନିର୍ବନ୍ଧ କରିବା ପାଇଁ ପହଞ୍ଚି ଥିଲେ ।

Image courtesy: Google

୨୮ ଫେବ୍ରୁୟାରୀ ଦିନ ହିଁ ଦୁଇ ଜଣଙ୍କର ନିର୍ବନ୍ଧ ହେବାର ଥିଲା । ସେଥିପାଇଁ ବାଫନାଙ୍କର ପରିବାର ଲୋକମାନେ ନିଜର କିଛି ସମ୍ପର୍କୀୟମାନଙ୍କୁ ନେଇ କବର୍ଧା ପହଞ୍ଚିଲେ । ନିର୍ବନ୍ଧର ପ୍ରସ୍ତୁତି ବହୁତ ଜୋରସୋରରେ କରା ଯାଉଥିଲା । ସେହି ସମୟରେ ଦିଲୀପଙ୍କର ସମୁଦି ମାନେ ଅଭୟ ବାଫନାଙ୍କର କହିବ ଦ୍ଵାରା ବେକାର ଖର୍ଚ ନ କରିବା ପାଇଁ ବିଚାର କରାଗଲା ।

Image courtesy: Google

ସମାଜରେ ଏହାକୁ ଅଟକାଇବା ପାଇଁ ଏବଂ ସମାଜକୁ ଏକ ପ୍ରେରଣା ଦେବା ପାଇଁ ନିର୍ବନ୍ଧ ସମୟରେ ହିଁ ଦୁଇଜଣଙ୍କର ବାହାଘର କରି ଦିଆଗଲା । ଦେଖୁ ଦେଖୁ ମଣ୍ଡପ ସଜ୍ଜିତ କରାଗଲା । ବର ଏବଂ କନ୍ୟା ସଙ୍ଗେ ସଙ୍ଗେ ସାତ ଫେରେ ନେଇଗଲେ । ଏହା ପରେ ବାଫନା ପରିବାର ନିଜ ବୋହୁ ନେଇ ଆସିଥିଲେ । ଏମିତି ବାହାଘର ସମସ୍ତଙ୍କ ପାଇଁ ନିଶ୍ଚୟ ଗୋଟେ ଉଦାହରଣ ଅଟେ ।

Image courtesy: Google

ଏହି ବାହାଘରକୁ  ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଭଲ ଲାଗିଲେ ସେଆର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।