କ୍ୟାମେରାରେ କଏଦ ହେଲା ହୃଦୟ ବିଦାରକ ଘଟଣା, ଯାହା ଆପଣଙ୍କ ନିଦ ହଜେଇ ଦେବ, ଦେଖନ୍ତୁ Video

ଏହି ରହସ୍ୟମୟୀ ଦୁନିଆରେ ଏପରି କେତେ ରହସ୍ୟମୟ ବିଷୟ ରହିଛି ଯାହା ଦେଖିଲେ କାହାର ମଧ୍ୟ ଲୋମ ଟା-ଙ୍କୁ-ରି ଉଠିବ । ଏଭଳି ଭି-ଡି-ଓ ସବୁ ସାମନାକୁ ଆସୁଛି ଯାହା ଦେଖିଲେ ନିଜ ଆଖିକୁ ମଧ୍ୟ ବିଶ୍ବାସ ହେଉ ନାହିଁ । ଆମେ ଭୁ-ତ ଘଟଣା ସବୁ ଫିଲ୍ମରେ ହିଁ ଦେଖିଥାଉ । କିନ୍ତୁ କେବେ କେବେ ଏପରି କିଛି ଘଟଣା ଅସଲ ଜୀବନରେ ମଧ୍ୟ ଘଟିଥାଏ, ଯାହା ଦେଖି ଆମେ କିଛି ବୁଝି ପାରି ନ ଥାଉ କି ଏହା କେମିତି ହୋଇପାରେ । ଇଣ୍ଟରନେଟରେ ଏମିତି ଅନେକ ଭି-ଡି-ଓ ରହିଛି ଯାହା ଲୋକେ ପ୍ରାଙ୍କ କରିବା ପାଇଁ ଶୁ-ଟ କରନ୍ତି ।

ସେଥିପାଇଁ ଅସଲ ଭି-ଡି-ଓକୁ ମଧ୍ୟ ଲୋକ ପ୍ରାଙ୍କ ବା ମଜାକ ଭାବି ନିଅନ୍ତି । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ କିଛି ଅସଲ ଘଟଣା ନେଇ ଆସିଛୁ । ପ୍ରଥମ ଭି-ଡି-ଓ-ରେ କିଛି ଜୋତା ଓ ଚପଲ ବାହାରେ ରଖା ହୋଇଛି । ସେଥିମଧ୍ୟରୁ ଗୋଟେ ଜୋତା ପ୍ରଥମେ ବୁଲିବାକୁ ଲାଗୁଛି । ଆପଣ ଭାବୁଥିବେ ଏହା କୌଣସି ସୂତାରେ ବନ୍ଧା ହୋଇଥାଇ ପାରେ । କିନ୍ତୁ ଜୋତାଟି ଓଲଟା ସିଧା ସବୁ ଦିଗରେ ଘୁରୁଛି ।

ଯଦି ଜୋତାଟି କୌଣସି ସୂତାରେ ବନ୍ଧା ହୋଇଥାନ୍ତା ତେବେ ଗୋଟିଏ ପାଖ ହିଁ ବୁଲି ଥାନ୍ତା । ଏହା କିଛି ସମୟ ବୁଲିବା ପରେ ସ୍ଥିର ହୋଇଯାଉଛି ଏବଂ ଆଉ ଗୋଟିଏ ଜୋତା ସେହିପରି ବୁଲିବାକୁ ଲାଗୁଛି । ଏହା ପରେ ଆଉ ଗୋଟିଏ ଜୋତା ମଧ୍ୟ ସେହିପରି ବୁଲୁଛି । ତେବେ କ୍ୟାମେରାରେ କଏଦ ହୋଇଥିବା ଏହି ରହସ୍ୟମୟ ଘଟଣାର କାରଣ କଣ କହିବା ମୁସ୍କିଲ ଅଟେ ।

 

ସମୁଦ୍ରରେ ଏପରି ବହୁତ ପ୍ରକାର ଜୀବ ଅଛନ୍ତି ଯେଉଁମାନଙ୍କ ବିଷୟରେ ଆମେ ଆଜି ମଧ୍ୟ ଖୁବ କମ ଜାଣିଛୁ ଏବଂ ଆଉ କିଛି ଜୀବଙ୍କ ବିଷୟରେ ଆମେ ବିଲକୁଲ ଶୁଣି ନାହୁଁ କି ଜାଣି ନାହୁଁ । ଗୋଟିଏ ଦିନ ସିଙ୍ଗାପୋରରେ ଅଲ୍ଲୀ ନାମକ ଜଣେ ବ୍ୟକ୍ତି ମାଛ ଧରୁଥିଲେ । ସେହି ସମୟରେ ତାଙ୍କ ଜା-ଲ-ରେ ଏକ ଅ-ଦ୍ଭୁ-ତ ଧରଣର ଜୀବ ଫସି ଯାଇଥିଲା । ସେହି ଜୀବର ବହୁତ ଗୁଡିଏ ହାତ ଥିଲା । ପୂର୍ବରୁ ଏପରି ଜୀବ କେବେ ଦେଖି ନ ଥିବାରୁ ଅଲ୍ଲୀ ଏହାକୁ ଦେଖି ଡରି ଯାଇଥିଲା । ଏହି ଜୀବର ଭି-ଡି-ଓ ମଧ୍ୟ ଖୁବ ଭା-ଇ-ରା-ଲ ହୋଇଥିଲା ।

ଡିସ୍କଭରି ବାଲାଙ୍କ ମତରେ ଏହା ଏକ ବାସ୍କେଟ ଫିସ୍ ଅଟେ, ଯାହା ଷ୍ଟାର ଫିସ୍ ପ୍ରଜାତିର ଅଟେ । ଏହି ଜୀବର ହାତ ସବୁବେଳେ ବୃଦ୍ଧି ପାଇଥାଏ, ଯାହା ହେତୁ ଏହା ଖୁବ ଅ-ଦ୍ଭୁ-ତ ଦେଖାଯାଇ ଥାଏ । ଭୁ-ତ ପ୍ରେ-ତ ଓ ଏଲିୟନ ମାନଙ୍କ ବିଷୟରେ ଲୋକ ମାନଙ୍କର ଭିନ୍ନ ଭିନ୍ନ ମତ ରହିଛି । ୨୦୦୭ରେ ଇଂଲଣ୍ଡର କିଛି ଇଲାକାର ସିସିଟିଭିରେ ଏକଦମ ଅ-ଦ୍ଭୁ-ତ ଦେଖା ଯାଉଥିବା ଏକ ଜୀବ କଏଦ ହୋଇଥିଲା ।

ସେଠାକାର ଲୋକେ ଏହାକୁ ଏକ ହ୍ଵେ ମନଷ୍ଟର ବୋଲି କୁହନ୍ତି । ଏହାର ଚାଲିବା ଶୈଳୀ ଏକ ଚାରି ଗୋଡିଆ ପଶୁ ଭଳି ହୋଇଥିବା ବେଳେ ଏହାର ଶରୀର ଏବଂ ପଛ ଗୋଡ ମଣିଷ ଭଳି ହୋଇଥାଏ । ଗୋଟିଏ ଭି-ଡି-ଓ-ରେ ଏହା ରାସ୍ତା ପରି ହେଉଥିବା ବେଳେ ସ୍ପଷ୍ଟ ଦେଖିବାକୁ ମିଳିଥିଲା । ଏହା ପ୍ରକୃତରେ କଣ ଅଟେ ଆଜି ପର୍ଯ୍ୟନ୍ତ ମଧ୍ୟ କାହାକୁ ଜଣା ନାହିଁ । ଆପଣଙ୍କୁ ଏହି ସବୁ ଘଟଣା ଜାଣି କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।