Gk Questions & Answers- ଏମିତି କେଉଁ ନାମ ଅଛି ଯାହାକୁ ସିଧା ଲେଖିଲେ ଦେବୀଙ୍କ ନାମ ଓ ଓଲଟାଇ ଲେଖିଲେ ନଦୀର ସ୍ରୋତ ବନିଯାଏ ?

ଆପଣ ମାନେ ଜାଣିଥିବେ ଯେଉଁ ମାନେ ଇଣ୍ଟରବିୟୁରେ ବହୁତ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି । ସେମାନେ ଆପଣଙ୍କୁ ବହୁତ କଷ୍ଟ ପ୍ରଶ୍ନ ପଚାରି ଥାନ୍ତି । ସେ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥାନ୍ତି ।

ଏହା ଦ୍ଵାରା ଆମେ ବହୁତ କିଛି ଜାଣି ମଧ୍ୟ ପାରୁ । ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ । ଯଦି କେଉଁ ପିଲା ପାଠ ପଢୁଥିବ ତାଙ୍କୁ ଆପଣ ଏହି ପ୍ରଶ୍ନ ପଚାରି ମଧ୍ୟ ପାରିବେ ।  ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ । ଏହି ପ୍ରଶ୍ନ ଓ ଉତ୍ତର ଖେଳରେ ଏମିତି କିଛି ରୋମାଞ୍ଚକର ପ୍ରଶ୍ନ ମଧ୍ୟ ରହିଛି ଯାହା ଆପଣ ମାନଙ୍କୁ ଉତ୍ତରରେ ଦେବାକୁ ପଡିବ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ପୃଥିବୀର ସବୁଠାରୁ ଶୁଖିଲା ସ୍ଥାନ କେଉଁଠାରେ ଅଛି ?
ଉତ୍ତର- ଅଟାକାମା ମରୁସ୍ଥଳ

୨- ଏମିତି କେଉଁ ଫଳ ଅଛି ଯାହା ବଜାରରେ ବିକ୍ରି ହୁଏ ନାହି ?
ଉତ୍ତର- ପରିଶ୍ରମର ଫଳ

୩- ଖଟା ମହୁ କେଉଁଠାରେ ମିଳେ ?
ଉତ୍ତର- ବ୍ରାଜିଲର ଜଙ୍ଗଲରେ

୪- ଲୋକଟକ ଝିଲ ଭାରତରେ କେଉଁଠାରେ ଅଛି ?
ଉତ୍ତର- ମଣିପୁର

୫- ସଂସାରର ଛାତ କାହାକୁ କୁହାଯାଏ ?
ଉତ୍ତର- ପାମିରର ପଠାର

୬- ଏମିତି କିଏ ଅଛି ଯିଏ ଯେତେ ଚାଲିଲେ ମଧ୍ୟ ଥକେ ନାହି ?
ଉତ୍ତର- ଛାଇ

୭- ଧାନ କେଉଁ ପ୍ରକାରର ଫସଲ ଅଟେ ?
ଉତ୍ତର- ଖରିଫ ଫସଲ

୮- ସୁ-ନହର କେଉଁ ଦେଶରେ ଅଛି ?
ଉତ୍ତର- ସଂଯୁକ୍ତ ରାଜ୍ୟ ଆମେରିକା

୯- କେଉଁ ଦେଶରେ ସାପ ଦେଖାଯାଏ ନାହି ?
ଉତ୍ତର- ଆୟରଲ୍ୟାଣ୍ଡ

୧୦- ଭାରତର ସବୁଠାରୁ ଥଣ୍ଡା ଜିଲ୍ଲା କେଉଁଠି ଅଛି ?
ଉତ୍ତର- ଶ୍ରୀନଗର

୧୧- ଏମିତି କେଉଁ କବାଟ ଅଛି ଯେଉଥିରୁ ଆମେ ବାହାରି ପାରି ନ ଥାଉ ?
ଉତ୍ତର- କୋଲଗେଟ

୧୨- ଭାରତର ରାଷ୍ଟ୍ରୀୟ ଗଛ କଣ ଅଟେ ?
ଉତ୍ତର- ବର ଗଛ

୧୩- ଏମିତି କଣ ରହିଛି ଯାହାକୁ ତିଆରି କରିବା ପାଇଁ ବର୍ଷ ଲାଗିଯାଏ କିନ୍ତୁ ଭାଙ୍ଗିବା ପାଇଁ ୧ ମିନିଟ ଲାଗିଥାଏ ?
ଉତ୍ତର- ବିଶ୍ବାସ

୧୪- ଭାରତର କୋହିନୁର ହୀରା କିଏ ଚୋରୀ କରିଥିଲେ ?
ଉତ୍ତର- ନାଦିରସାହ

୧୫- ଏମିତି କେଉଁ ନାମ ଅଛି ଯାହାକୁ ସିଧା ରଖିଲେ ଦେବୀର ନାମ ଓଲଟା କରିଲେ ନଦୀର ଧାରା ହୋଇଯାଏ ?
ଉତ୍ତର- ରାଧା

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ