Odia Gk Questions: ଏମିତି କେଉଁ କାମ ପୁଅ କଲେ ମା’କୁ ଖରାପ ଲାଗେ କିନ୍ତୁ ଜ୍ଵାଇଁ କଲେ ବହୁତ ଭଲ ଲାଗେ ?

ଦିନ ରାତି ପରିଶ୍ରମ କରି ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ପରୀକ୍ଷା ପାସ କରି ନିଅନ୍ତି । କିନ୍ତୁ ଏହା ପରେ ପ୍ରତିଯୋଗୀମାନଙ୍କୁ ଇଣ୍ଟରଭିୟୁରେ ଦୁନିଆର ସବୁଠୁ କଠିନ ପ୍ରଶ୍ନର ସାମନ୍ନା କରିବାକୁ ପଡିଥାଏ । କୁହାଯାଏ କି ୟୁପିଏସସିର ଇଣ୍ଟରଭିୟୁରେ ବେଳେ ବେଳେ କିଛି ଏହିଭଳି ପ୍ରଶ୍ନ କରାଯାଏ ଯାହା ବିଷୟରେ ଆପଣମାନେ କେବେ ସ୍ଵପ୍ନରେ ବି ଚିନ୍ତା କରି ନ ଥିବେ। । ଆଜି ଆମେ ଆପଣଙ୍କ ପାଇଁ ସେହିଭଳି କିଛି ପ୍ରଶ୍ନ ନେଇ ଆସିଛୁ ଯାହାକୁ କେବେ ନା କେବେ ଇଣ୍ଟରଭିୟୁରେ ପଚରା ଯାଇ ସାରିଛି ।

ପ୍ରଶ୍ନ – ତିଆରି କରିବା ଲୋକ ବିକ୍ରି କରି ଦିଏ, କିଣିବା ଲୋକ ବ୍ୟବହାର କରେ ନାହିଁ, ବ୍ୟବହାର କରିବା ଲୋକକୁ ଜଣା ପଡେ ନାହିଁ, କୁହନ୍ତୁ ତାହା କଣ ?

ଉତ୍ତର – କବର

ପ୍ରଶ୍ନ – ମୟୂର ଗୋଟିଏ ପକ୍ଷୀ ଅଟେ ଯିଏକି ଅଣ୍ଡା ଦେଇ ନ ଥାଏ ତେବେ ମୟୂର ଛୁଆ କେମିତି ଜନ୍ମ ହୋଇଥାନ୍ତି ?

ଉତ୍ତର – ମୟୂରୀ ଅଣ୍ଡା ଦେଇଥାଏ ନା ହିଁ କି ମୟୂର

ପ୍ରଶ୍ନ – ମନୁଷ୍ୟର ଶରୀରର କେଉଁ ଅଙ୍ଗ ଅଟେ ଯାହାକି ୨ ମାସକୁ ଥରେ ବଦଳିଥାଏ ?

ଉତ୍ତର – Eyebrow

ପ୍ରଶ୍ନ – ୧୦୦ ଟଙ୍କାକୁ ଭଙ୍ଗାଇବେ,

ଯେଉଁଥିରେ ୧୦ ଟଙ୍କିଆ ନୋଟ ନ ଥିବ,

ଓ କିନ୍ତୁ ନୋଟ କେବଳ ୧୦ ଟି ଥିବ,

କୁହନ୍ତୁ କେମିତି କରିବେ ?

ଉତ୍ତର – ୨୦ ଟଙ୍କିଆ ୪ ଟି

୫ ଟଙ୍କିଆ ୩ ଟି

୨ ଟଙ୍କିଆ ୨ ଟି

୧ ଟଙ୍କିଆ ୧ ଟି

ପ୍ରଶ୍ନ – ବିଶ୍ଵର ଏମିତି କେଉଁ ଷ୍ଟେସନ ଅଛି ଯେଉଁଠି ଯିବା ପରେ ଲୋକମାନଙ୍କୁ ଫାଇନ ଦେବାକୁ ପଡିଥାଏ ?

ଉତ୍ତର – ମସ୍କୋ

ପ୍ରଶ୍ନ – କେଉଁ ଦେଶରେ ସବୁଠୁ ଅଧିକ ଦୁର୍ଘଟଣା ହୋଇଥାଏ ?

ଉତ୍ତର – ଭାରତରେ

ପ୍ରଶ୍ନ – ପୁରା ବିଶ୍ଵରେ ସବୁଠୁ ମହଙ୍ଗା ଖେଳ କଣ ?

ଉତ୍ତର – କାର ରେସିଙ୍ଗ

ପ୍ରଶ୍ନ – କେଉଁ ପକ୍ଷୀକୁ କେବଳ ଛୁଇଁବା ଦ୍ଵାରା ସେ ମରିଯାଏ ?

ଉତ୍ତର – ଟିଟୋନୀ ପକ୍ଷୀ

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହାକୁ ଧୋଇବା ପରେ ଅପରିଷ୍କାର ହୋଇଯାଏ ?

ଉତ୍ତର – ପାଣି

ପ୍ରଶ୍ନ – ଓଡିଆର ତାହା କେଉଁ ଶବ୍ଦ ଅଟେ ଯାହାକୁ ସବୁବେଳେ ଭୁଲ ହିଁ ପଢାଯାଏ ?

ଉତ୍ତର – ଭୁଲ

ପ୍ରଶ୍ନ – ଶରୀରର କେଉଁ ଅଂସରୁ ଝାଳ ବାହାରିଥାଏ ?

ଉତ୍ତର – ଓଠ

ପ୍ରଶ୍ନ – ତାହା କେଉଁ ଜିନିଷ ଅଟେ ଯାହାକୁ ପିଲାମାନଙ୍କୁ ଯବାନ ଓ ଯବାନମାନଙ୍କୁ ବୁଢା କରିଦିଏ ?

ଉତ୍ତର – ବୟସ

ପ୍ରଶ୍ନ – ତାହା କେଉଁ ପ୍ରଶ୍ନ ଅଟେ ଯାହାର ଜବାବ ଲଗାତାର ବଦଳି ଥାଏ ?

ଉତ୍ତର – ସମୟ

ପ୍ରଶ୍ନ – କେଉଁ ଫଳ ମିଠା ହେବା ପରେ ବି ବଜାରରେ ବିକ୍ରି ହୋଇ ନ ଥାଏ ?

ଉତ୍ତର – ପରିଶ୍ରମର ଫଳ

ପ୍ରଶ୍ନ – ଭାରତର ପ୍ରଥମ ଫିଲ୍ମ କଣ ଥିଲା ?

ଉତ୍ତର – Alam Ara

ପ୍ରଶ୍ନ – କେଉଁ ଦେଶରେ ସାପମାନଙ୍କ ଦ୍ଵାରା ମସାଜ କରାଯାଏ ?

ଉତ୍ତର – ଇଜିପଟ ଦେଶରେ

ପ୍ରଶ୍ନ – କେଉଁ ଦେଶରେ ଚଢେଇ ବସାର ସୁପ ସେବନ କରନ୍ତି ?

ଉତ୍ତର – ଚୀନ

ପ୍ରଶ୍ନ – କେଉଁ ଝିଟିପିଟି ଆକାଶରେ ଉଡିଥାଏ ?

ଉତ୍ତର – ଡେରେକୋ

ପ୍ରଶ୍ନ – ପୁଅ କରିବ ତ ମା କୁ ଖରାପ ଲାଗିଥାଏ

ଜ୍ଵାଇଁ କରିବେ ତ ବହୁତ ଭଲ ଲାଗିଥାଏ ?

ଉତ୍ତର – ସ୍ତ୍ରୀ ର ଗୁଲାମି