ଏମିତି କେଉଁ ଜିନିଷ ଅଛି ଯାହା ଜଣେ ପତ୍ନୀ (ଝିଅ) କେବଳ ନିଜ ପତିକୁ ଦେଇ ପାରିବ, ଆଉ କାହାକୁ ବି ନୁହେଁ ? ତାହା କ’ଣ ? ଏହା ସହିତ ଆହୁରି ୨୦ଟି Gk Questions & Answers

ପୃଥିବୀରେ ପ୍ରତିଦିନ ଏତେ ସବୁ ଘ-ଟ-ଣା ଘ-ଟି-ଥା-ଏ ଓ ଏତେ ଜାଣିବା ବିଷୟ ରହିଛି ଯେ ସେ ସବୁକୁ ଏକା ଠାରେ ମନେ ରଖିବା ଯେକୌଣସି ସାଧାରଣ ଲୋକ ପକ୍ଷେ ଅସବମ୍ଭବ ଅଟେ । ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନ ଏବଂ ଉତ୍ତର ନେଇ ଆସିଛୁ ଯାହା ଯେକୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ଠାରୁ ଆରମ୍ଭ କରି ଚାକିରି ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ସବୁଠି ଅଧିକାଂଶ ସମୟରେ ପଚରା ଯାଏ । ଏହି ପ୍ରଶ୍ନ ଗୁଡିକର ଉତ୍ତର ଜାଣିଥିଲେ ଇଣ୍ଟରଭ୍ୟୁ ବେଳେ ଆପଣଙ୍କ ସମସ୍ଯା ନିଶ୍ଚିତ ଭାବେ କମ୍ ହୋଇଯିବ ।

୧- ଏମିତି କେଉଁ ଜୀବ ଅଛି ଯିଏ ବିନା ଖାଇ ପିଇ ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିପାରେ ?

ଉ: ବୁଢିଆଣୀ

୨- ଦୁନିଆରେ ଏମିତି କେଉଁ ଦେଶ ଅଛି ଯାହାର ପାଣି ସବୁଠୁ ଶୁଦ୍ଧ ଅଟେ ?

ଉ: ଡେନମାର୍କ

୩- ଖାଦ୍ୟକୁ ମୁହଁରୁ ପେଟ ଯାଏଁ ପହଞ୍ଚିବା ପାଇଁ କେତେ ସମୟ ଲାଗିଥାଏ ?

ଉ: ୭ ରୁ ୮ ସେକେଣ୍ଡ

୪- କେଉଁ ପ୍ରାଣୀର ହୃଦୟ ହାତୀର ଓଜନ ସହ ପ୍ରାୟ ସମାନ ହୋଇଥାଏ ?

ଉ: ହ୍ଵେଲ ମାଛ

୫- କେଉଁ ଦେଶରେ ମାତ୍ର ୪୦ ମିନିଟ୍ ପାଇଁ ରାତି ହୋଇଥାଏ ?

ଉ: ନରୱେ

୬- କେଉଁ ପ୍ରାଣୀ ଲୁହା କଣ୍ଟାକୁ ବି ଖାଇ ହଜମ କରିପାରେ ?

ଉ: କୁମ୍ଭୀର

୭- ପୃଥିବୀରେ ଏମିତି କେଉଁ ଜୀବ ଅଛି ଯାହା ୧ ମିନିଟ୍ ପାଇଁ ବି ଆରାମ କରେନାହିଁ ?

ଉ: ପିମ୍ପୁଡି

୮- ଜଣେ ବ୍ୟକ୍ତିଙ୍କୁ ଚନ୍ଦ୍ର ଯାଏଁ ପହଞ୍ଚବାକୁ କେତେ ସମୟ ଲାଗିଯିବ ?

ଉ: ୬୦ ରୁ ୭୦ ବର୍ଷ

୯- ବିଲେଇମାନେ ନିଜ ଜୀବନର କେତେ ପ୍ରତିଶତ କେବଳ ଶୋଇ ରହି ବିତାଇ ଦିଅନ୍ତି ?

ଉ: ପ୍ରାୟ ୬୦-୭୦%

୧୦- ଯେବେ ସର୍ବପ୍ରଥମେ କୋକାକୋଲା ପ୍ରସ୍ତୁତ କରା ଯାଉଥିଲା ତା’ର ରଙ୍ଗ କିପରି ଥିଲା ?

ଉ: ସବୁଜ

୧୧- ଶରୀରର କେଉଁ ଅଙ୍ଗରେ ଆଘାତ ଲାଗିଲେ ତାହା ସବୁଠୁ ଶୀଘ୍ର ଭଲ ହୋଇଯାଏ ?

ଉ: ଜିଭ

୧୨- ପୃଥିବୀରେ କେଉଁ ପଶୁକୁ ମଣିଷ ଠାରୁ ବି ଅଧିକ ବୁଦ୍ଧିମାନ ବୋଲି ମାନାଯାଏ ?

ଉ: ସିମ୍ପାଜି

୧୩- ଏମିତି କେଉଁ ଗ୍ଯାସ ଅଛି ଯାହା ଯେକୌଣସି ରଙ୍ଗକୁ ଉଡେଇ ଦେଇପାରେ ?

ଉ: କ୍ଳୋରିନ ଗ୍ଯାସ

୧୪- ଭାରତର କେଉଁ ସ୍ଥାନ ଭୂତମାନକ କିଲ୍ଲା ଭାବେ ଜଣାଶୁଣା ?

ଉ: ଭାନଗଡ କିଲ୍ଲା

୧୫- ଦୁନିଆର କେଉଁ ଦେଶ ୫୦ ହଜାର ମୂଲ୍ୟର ନୋଟ୍ ଚଳାଏ ?

ଉ: ଦକ୍ଷିଣ କୋରିଆ

୧୬- ଦୁନିଆର ସବୁଠୁ ବଡ କେନାଲର ନାମ କଣ ?

ଉ: ସୁଏଜ କେନାଲ

୧୭- କେଉଁ ଫସଲ ସବୁଠୁ ଶୀଘ୍ର ଉତ୍ପାଦନ ହୋଇଥାଏ ?

ଉ: ମକା

୧୮- ନିଆଁ ବର୍ଷା କରୁଥିବା ଗଛ କେଉଁଠାରେ ଦେଖିବାକୁ ମିଳେ ?

ଉ: ମାଲେସିଆ

୧୯- ଜଣେ ମନୁଷ୍ୟ ଖୋଲା ଆଖିରେ କେତେ କିଲୋମିଟର ପର୍ଯ୍ୟନ୍ତ ଦେଖିପାରେ ?

ଉ: ୨୦ କିଲୋମିଟର ପର୍ଯ୍ୟନ୍ତ

୨୦- ଏମିତି କେଉଁ ଜିନିଷ ଯାହା ପତ୍ନୀ (ଝିଅ) କେବଳ ନିଜ ପତିଙ୍କୁ ଦେଇପାରିବେ, ଆଉ କାହାକୁ ବି ନୁହେଁ ? ତାହା କ’ଣ ?

ଉ: ଛାଡପତ୍ର

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।