ଏମିତି କେଉଁ ଜିନିଷ ଅଛି ଯାହା ମାସକୁ ଥରେ ଆପଣଙ୍କ ହାତକୁ ଆସିଥାଏ, ହେଲେ ୨୪ ଘଣ୍ଟା ଆପଣଙ୍କ ପାଖରେ ରହିକି ସେ ଚାଲିଯାଇଥାଏ

ଆଜିକାଲିର ଦୁନିଆରେ ସରକାରୀ ପରୀକ୍ଷା ପଦ୍ଧତି ବହୁତ କଠିନ ହୋଇ ଚାଲିଛି । ସାଧାରଣତଃ ନିଯୁକ୍ତି ପାଇଁ ପୋଷ୍ଟ କମ ଓ ପିଲା ସଂଖ୍ୟା ଅଧିକ । ସେଥିପାଇଁ ଏହି ପରୀକ୍ଷା ବ୍ୟବସ୍ଥାକୁ କଠିନ କରାଯାଉଛି । ଆପଣ ମାନେ ତ ଜାଣିଥିବେ UPSC ର ପରୀକ୍ଷା ବହୁତ କଠିନ ହୋଇଥାଏ । ଏଥିପାଇଁ ବିଦ୍ୟାର୍ଥୀ ଦିନ ରାତି ପରିଶ୍ରମ କରିଥାନ୍ତି, ହେଲେ ବହୁତ କମ ପିଲା ଏଥିରେ ଚୟନ ହୋଇଥାନ୍ତି । ଏହି ପରୀକ୍ଷା ପ୍ରତି ବର୍ଷ ତିନୋଟି ପର୍ଯ୍ୟାୟରେ ଆୟୋଜିତ କରାଯାଇଥାଏ ।

Image courtesy: Google

ଏହି ତିନୋଟି ପର୍ଯ୍ୟାୟରେ ସଫଳ ହେବା ପରେ ବିଦ୍ୟାର୍ଥୀ ନିଜର ନମ୍ବର ହିସାବରେ ଆଏ.ଏ.ଏସ, ଆଇ.ପି.ଏସ ଓ ଆର.ଏସ ତଥା ଅନ୍ୟ କେନ୍ଦ୍ରୀୟ ସେବାରେ ନିଯୁକ୍ତି ପାଇଥାଏ । ଆସନ୍ତୁ ଜାଣିବା ଏହି ପରୀକ୍ଷାରେ ପଚରା ଯାଉଥିବା କିଛିଟା ପ୍ରଶ୍ନ ବିଷୟରେ ।

ପ୍ରଶ୍ନ – ବିବାହିତ ଓ ଅବିବାହିତ ପୁରୁଷ ମାନଙ୍କ ମଧ୍ୟରେ ଅନ୍ତର କଣ ଥାଏ ?

ଉତ୍ତର – ଏହି ଦୁଇ ଜଣଙ୍କ ମଧ୍ୟରେ “ଦାଇତ୍ଵ”ର ଅନ୍ତର ରହିଥାଏ । ଯେତେବେଳେ ପୁରୁଷ ବିବାହ କରି ନଥାଏ, ସେ ତା ମନପସନ୍ଦର ସବୁ କାମ କରିପାରେ । ଏମାନଙ୍କ ଉପରେ କୌଣସି ପ୍ରକାରର ଦାଇତ୍ଵ ନଥାଏ, ହେଲେ ଯେତେବେଳେ ମଣିଷ ବିବାହ କରିଥାଏ ତା ଉପରେ ବହୁତ ସାରା ଦାଇତ୍ଵ ଆସିଯାଏ । ଯାହାଫଳରେ ସେ ନିଜର କୌଣସି କାର୍ଯ୍ୟ ଖୋଲା ମନରେ କରିପାରେ ନାହିଁ ।

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହା ମାସକୁ ଥରେ ଆପଣଙ୍କ ହାତକୁ ଆସିଥାଏ, ହେଲେ ୨୪ ଘଣ୍ଟା ଆପଣଙ୍କ ପାଖରେ ରହିକି ସେ ଚାଲିଯାଇଥାଏ ?

ଉତ୍ତର – ତାରିଖ

ପ୍ରଶ୍ନ – ଏମିତି କେଉଁ ବସ୍ତୁ ଅଛି ଯାହାର ନିର୍ମାଣ ଆଗରୁ ଭଗବାନ କରିଥିଲେ ଓ ପଛରୁ ମଣିଷ କରିଛି ?

Image courtesy: Google

ଉତ୍ତର – ବଳଦଗାଡି

ପ୍ରଶ୍ନ – ଯଦି କୌଣସି ଘରେ ରଖା ଯାଇଥିବା ଫ୍ରିଜର ଡୋର ଖୋଲି ଦିଆଯିବ, ତାହେଲେ ସେ ଘରର ବାତାବରଣ ଥଣ୍ଡା ରହିବ ନା ଗରମ ରହିବ ?

ଉତ୍ତର – ଘରର ବାତାବରଣ ଗରମ ରହିବ ।

ପ୍ରଶ୍ନ – ଏମିତି କେଉଁ ବସ୍ତୁ ଅଛି ଯାହାକୁ ପୁରୁଷମାନେ ମାଗଣାରେ ନେଲେ ମଧ୍ୟ ବ୍ୟବହାର କରନ୍ତି ନାହିଁ ?

ଉତ୍ତର – ଷ୍ଟେଫ୍ରି।

ପ୍ରଶ୍ନ – ମହିଳାଙ୍କର ବାଳକୁ ଲୋକମାନେ କେଉଁ ସ୍ଥାନରେ ପସନ୍ଦ କରନ୍ତି ନାହିଁ ?

Image courtesy: Google

ଉତ୍ତର – ଖାଇବାରେ । ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।