ଆମର ହିଁ ଦେଶରେ ଅଛି ଏହି ଗ୍ରାମ, ଯେଉଁଠି ହୋଇଥାଏ କିଛି ଏମିତି କାମ, କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ !

ଭାରତର ଏହି ଗ୍ରାମରେ ଝିଅମାନଙ୍କୁ ରାତିରେ ବିନା କପଡାରେ ଘର ବାହାରକୁ ବାହାର କରି ଦିଆଯାଏ । କାରଣ ଏମିତି ଅଟେ କି ଯାହାକୁ ଜାଣିଲେ ଆପଣଙ୍କର ମୁଣ୍ଡ ବୁଲାଇବ । ଗୋଟିଏ ପଟେ ଆଜି ଦୁନିଆ ଆଗକୁ ବଢିବାର କଥା କହିଥାଏ ତ ଅନ୍ୟ ପଟେ କିଛି ଲୋକମାନଙ୍କର ମାନସିକତା ଆଜି ବି ବହୁତ ନିନ୍ଦନୀୟ ଅଛି । ଆଜି ଆମେ ଆପଣଙ୍କୁ ଏହିଭଳି ହିଁ କିଛି ନିନ୍ଦନୀୟ ମାନସିକତା ବିଷୟରେ କହିବାକୁ ଯାଉଛୁ ।

କହିବାକୁ ଗଲେ ଭାରତ ଏକ ଏମିତି ଦେଶ ଅଟେ ଯେଉଁଠି ବହୁତ ଅନ୍ଧବିଶ୍ଵାସ ଓ ଅଦ୍ଭୁତ ମାନ୍ୟତା ଅଛି । ଯାହାକୁ ଶୁଣି ଆପଣ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ରହିଯିବେ ।

ଆମେ କଥା ହେଉଛୁ ବିହାରରେ ଥିବା ଏହି ଗ୍ରାମ ବିଷୟରେ ଯେଉଁଠି ଝିଅମାନଙ୍କୁ ରାତିରେ ବିନା କପଡାରେ ବାହାରକୁ ଛାଡି ଦିଆଯାଏ । ରାତିରେ ବିନା କପଡାରେ ଏହି ଝିଅମାନଙ୍କୁ ଚାଷ ଜମିକୁ ଯିବାକୁ ପଡିଥାଏ । ଏହି ପରମ୍ପରା ବହୁତ ବର୍ଷ ହେବ ଶୁଖିଲା ଚାଷ ଜମିରୁ ବଞ୍ଚିବା ପାଇଁ ପାଳନ କରା ଯାଇଥାଏ ।

ଏହି ଗ୍ରାମର ଅଜବ ଗଜବ ମାନ୍ୟତା ଅନୁସାରେ ଏଠିକାର ଝିଅମାନଙ୍କୁ ରାତିରେ ଅନ୍ଧାରରେ ଚାଷ ଜମିକୁ ପଠା ଯାଇଥାଏ । ଏହା କରି ଗ୍ରାମର ଲୋକମାନେ ଭଗବାନଙ୍କୁ ଖୁସି କରାନ୍ତି ଓ ବଦଳରେ ଭଗବାନ ବର୍ଷା କରାନ୍ତି । ଆମେ କାହାର ଭାବନାକୁ କ୍ଷତି ପହଞ୍ଚାଇବା ପାଇଁ ଚାହୁଁ ନାହୁଁ । କିନ୍ତୁ ବନ୍ଧୁମାନେ ଏହା ଏକ କେବଳ ଅନ୍ଧ ବିଶ୍ଵାସ ଅଟେ । ସେଥିପାଇଁ ଦୟାକରି ଆପଣ କୌଣସି ବି ଅନ୍ଧବିଶ୍ଵାସ ଚକ୍କରରେ ପଡନ୍ତୁ ନାହିଁ ।

କହିବାକୁ ଗଲେ ଏହି ଗ୍ରାମର ଲୋକମାନଙ୍କର ଜୀବନ ଯାପନ ପାଇଁ କେବଳ ଚାଷ ହିଁ ଏକମାତ୍ର ସାହାରା ଅଟେ । ସେଥିପାଇଁ ଶୁଖିଲା ଚାଷ ଜମିର ସାମ୍ନା ନ କରିବାକୁ ପଡୁ ସେଥିପାଇଁ ଏହି ମାନ୍ୟତା ଆଜି ବି ଏହି ଗ୍ରାମରେ ପାଳନ କରାଯାଏ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।