ଏହି King Cobra ଭୟଙ୍କର ଗର୍ଜନ ଆଉ ଆକ୍ରମଣ ରୁ ବଞ୍ଚିବା ମୁସ୍କିଲ, ପୁରା Video ଦେଖିଲେ ଆପଣ ବି ଡରିଯିବେ

ନିକଟରେ ଭଦ୍ରକର କଣ୍ଟାପାଳ ନାମକ ଗ୍ରାମରୁ ଏକ ବଡ କୋବ୍ରା ସାପ ଉଦ୍ଧାର କରାଯାଇଥିଲା । ଗାଁ ଭିତରକୁ ସାପଟି ପଶି ଯିବା ପରେ ଲୋକେ ଏହା ଦେଖି ସାଙ୍ଗେ ସାଙ୍ଗେ ସେଠାକାର ସାପଧରାଳିଙ୍କୁ ଖବର ଦେଇଥିଲେ । ସେ ତୁରନ୍ତ ଆସି ଏହାକୁ ସୁରକ୍ଷିତ ଭାବେ କାବୁ କରି ଏକ ମୁଣାରେ ପୁରାଇ ଦେଇଥିଲେ । ଏହାପରେ ସାପଟିକୁ ନେଇ ସେ ବାଲେଶ୍ଵର ବନ୍ୟପ୍ରାଣୀ ବନଖଣ୍ଡରେ ସାପକୁ ଛାଡି ଦେଇଥିଲେ । ଆଜି ଆମେ ଆପଣଙ୍କୁ କୋବ୍ରା ସାପ ସହ ଜଡିତ କିଛି ଭୟଙ୍କର ତଥ୍ୟ ଆପଣଙ୍କୁ ଜଣାଇବୁ ।

କିଙ୍ଗ କୋବ୍ରା ଦୁନିଆର ସବୁଠୁ ଲମ୍ବା ବି-ଷ-ଧ-ର ସାପ ଅଟେ । ଏମାନଙ୍କ ଲମ୍ବା ୬ ମିଟର ପର୍ଯ୍ୟନ୍ତ ହୋଇଥାଏ । କୋବ୍ରା ଏକ ଏପରି ସାପ ଯାହା ଅନ୍ୟ ଜୀବଙ୍କ ବ୍ଯତୀତ ଅନ୍ୟ ଛୋଟ ବଡ ବି-ଷ-ଧ-ର ସାପଙ୍କୁ ମଧ୍ୟ ନିଜର ଶି-କା-ର କରିଥାଏ । କୋବ୍ରା ଏତେ ବି-ଷ-ଧ-ର ଅଟେ ଯେ ଏହାର କା-ମୁ-ଡା-ରେ ହାତୀ ମଧ୍ୟ ମୃ-ତ୍ୟୁ-ବ-ର-ଣ କରିଦିଏ । ଏମାନେ ଏକ ମାତ୍ର ଏପରି ପ୍ରଜାତିର ସାପ ଯାହା ନିଜ ରହିବା ପାଇଁ ବସା ତିଆରି କରନ୍ତି ଓ ସେଥିରେ ଅଣ୍ଡା ଦିଅନ୍ତି । ଆଉ ଅଣ୍ଡାର ରକ୍ଷା ମଧ୍ୟ ନିଜେ କରନ୍ତି ।

କେତେ ମାତ୍ରାରେ ବି-ଷ ନିର୍ଗତ କରିବ ଏହା କିଙ୍ଗ କୋବ୍ରା ନିଜେ ନିୟନ୍ତ୍ରଣ କରିପାରେ । ଏଥିପାଇଁ ସବୁ ସମୟରେ କିଙ୍ଗ କୋବ୍ରା କା-ମୁ-ଡି-ବା ପରେ ବି-ଷ ଚଢେ ନାହିଁ । ଏହି ସାପର ଜୀବନକାଳ ପ୍ରାୟ ୨୦ ବର୍ଷ ହୋଇଥାଏ । ଏମାନେ ନିଜ ଲମ୍ବର ଏକ-ତୃତୀୟାଂଶ ପର୍ଯ୍ୟନ୍ତ ଠିଆ ହୋଇପାରନ୍ତି । ସେଥିପାଇଁ ଏହି ସାପଠୁ ଦୂରେଇ ଥିଲେ ମଧ୍ୟେ ଏମାନେ ସହଜରେ ଦଂ-ଶ-ନ କରି ନିଅନ୍ତି । ଏହି ସାପ ବି-ଷ-କୁ ଛେପ ଭଳି ନିଜ ଲମ୍ବାର ଅଧା ବାଟ ପର୍ଯ୍ୟନ୍ତ ମଧ୍ୟ ଫୋ-ପା-ଡି ପାରେ ।

 

ଏହି ବିଷ ଆଖିରେ ପଡିଲେ ଠିକ ସମୟରେ ଚିକିତ୍ସା ନକଲେ ବ୍ୟକ୍ତି ଅନ୍ଧ ହୋଇ ଯାଇପାରନ୍ତି । ଏମାନେ ଥରେ କା-ମୁ-ଡି-ଲେ ଏତେ ବି-ଷ ନିର୍ଗତ ହୋଇଥାଏ ଯେ ସେଥିରେ ୨୦ ଜଣ ଲୋକ ବା ଗୋଟିଏ ବଡ ହାତୀର ମଧ୍ୟ ପ୍ରାଣ ଚାଲିଯାଇ ପାରେ । କୋବ୍ରା ସାପ ମାସ ମାସ ଧରି ନଖାଇ ନପିଇ ମଧ୍ୟ ବଞ୍ଚିପାରେ । ଏମାନେ ଗଛରେ ଖୁବ ଦକ୍ଷ ଭାବେ ଚଢିବା ସହ ପାଣିରେ ମଧ୍ୟ ଖୁବ ସହଜରେ ପହଁରି ପାରନ୍ତି । ସେଥିପାଇଁ ଏମାନଙ୍କୁ ନଦୀନାଳ ଆଦି ସ୍ଥାନ ମାନଙ୍କରେ ଅଧିକ ଦେଖିବାକୁ ମିଳେ ।

ଦୁନିଆରେ ଏବେ ପର୍ଯ୍ୟନ୍ତ ମିଳିଥିବା ସବୁଠୁ ଅଧିକ ଓଜନ ଥିବା କୋବ୍ରା ସାପର ଓଜନ ହେଉଛି ୧୨.୭ କିଲୋ । ଯାହାକୁ ନ୍ୟୁୟର୍କର ଜୁଲୋଜିକାଲ ପାର୍କରେ ରଖା ଯାଇଥିଲା । ଏହି ସାପର ଆଖି ଏତେ ତୀକ୍ଷଣ ଯେ, ଏହା ନିଜ ଶି-କା-ର-କୁ ୯୧ ମିଟର ଦୂରରୁ ମଧ୍ୟ ସହଜରେ ଦେଖିନିଏ । କିଙ୍ଗ କୋବ୍ରା ଏତେ ବି-ଷ-ଧ-ର ହେବା ସତ୍ବେ ନେଉଳକୁ ଏହାର ବି-ଷ କା-ଟୁ କରେନାହିଁ । ସେଥିପାଇଁ କିଙ୍ଗ କୋବ୍ରାକୁ ନେଉଳ ସହଜରେ ମା-ରି-ପା-ରେ । ଆମ ଦେଶ ଭାରତରେ ଏହି ସାପକୁ ମା-ରି-ବା ବେଆଇନ ଅଟେ ।

ଏପରି କରିବା ଦ୍ଵାରା ୬ ବର୍ଷ ପର୍ଯ୍ୟନ୍ତ ଜେ-ଲ-ଦ-ଣ୍ଡ ଭୋଗିବାକୁ ପଡିପାରେ । କିଙ୍ଗ କୋବ୍ରାର ଶାରୀରିକ ସରଞ୍ଚନା ଏପ୍ରକାର ଯେ ଏହା ତାପମାତ୍ରାରେ ହେଉଥିବା ଛୋଟବଡ ପରିବାର୍ତ୍ତନକୁ ଅନୁଭବ କରିପାରେ । ଏହି ସାପ କା-ମୁ-ଡି-ଲେ ଆଣ୍ଟିଭେନିନ (Antivenin) ନାମକ ଔଷଧ ଦିଆଯାଏ । ଯାହା କିଙ୍ଗ କୋବ୍ରାର ହିଁ ବି-ଷ-ରୁ ପ୍ରସ୍ତୁତ ହୋଇଥାଏ । କିଙ୍ଗ କୋବ୍ରା କେବଳ ଭୂମିରେ ହେଉଥିବା କମ୍ପନ ଶୁଣିପାରେ । ବାୟୁମଣ୍ଡଳରେ ହେଉଥିବା ଧ୍ୱନିତରଙ୍ଗକୁ ଅନୁଭବ କରିବାରେ ଏହି ସାପ ଅସମର୍ଥ ଅଟେ ।

ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ରୋଚକ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।