ଏମାନେ ହେଉଛନ୍ତି ବାଙ୍ଗଲାଦେଶର ୫ ଜଣ ସବୁଠୁ ସୁନ୍ଦର ହିରୋଇନ…. ଏମାନଙ୍କୁ ଦେଖିବେ ତ କଟରିନା, ଦୀପିକାକୁ ବି ଭୁଲି ଯିବେ ଆପଣ

ଆପଣ ବୋଧେ ଦଲ୍ଲୀବୁଡ ନାମ ଶୁଣି ନ ଥିବେ । କହିଦେଉଛୁ ଯେ ଦଲ୍ଲୀଉଡର ଅର୍ଥ ହେଉଛି ବାଙ୍ଗଲାଦେଶୀ ଫିଲ୍ମ । ଆଜି ଆମେ ଆପଣଙ୍କୁ ଦଲ୍ଲୀଉଡର କିଛି ଏହିଭଳି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯାହାକୁ ଜାଣି ଆପଣ ବଲୀଉଡର ହିରୋଇନ ମାନଙ୍କୁ ଭୁଲିଯିବେ । ଆପଣଙ୍କୁ କହିଦେଉଛୁ ଯେ ବାଙ୍ଗଲାଦେଶୀ ଫିଲ୍ମର ଅଭିନେତ୍ରୀମାନେ ବି ଖୁବ ପ୍ରତିଭା ଏବଂ ସୁନ୍ଦରତାରେ ପରିପୂର୍ଣ ଅଟନ୍ତି ।

୧. ପୋରୀ ମୋନୀ

ପୋରୀ ମୋନୀ ଏକ ବାଙ୍ଗଲାଦେଶୀ ଅଭିନେତ୍ରୀ ଅଟନ୍ତି । ଯିଏକି ନିଜର କ୍ୟାରିୟର ମଡେଲିଙ୍ଗରୁ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ ନଜରୂଲ ଇସ୍ଲାମ ଖାନ ଦ୍ୱାରା ନିର୍ଦେଶିତ ଅଭିନେତା ସିମନ ସଦିକିଙ୍କ ସହିତ ପାରୋ ମୋନୀ “ଭଲୋବାଶା ଶିମିାହୀନ” ମାଧ୍ୟମରେ ୧୩ ଫେବ୍ରୁୟାରୀ ୨୦୧୫ରେ ରିଲିଜ ହୋଇଥିବା ଫିଲ୍ମରୁ ଅଭିନୟ ଆରମ୍ଭ କରିଥିଲେ । ଏହି ଫିଲ୍ମକୁ ରାନା ପ୍ଲାଜା ସେନ୍ସର ବୋର୍ଡ ସ୍ଥଗିତ କରି ଦେଇଥିଲେ ।

୨. ଆଚୋଲ

ଆଚୋଳ ବାଙ୍ଗଲାଦେଶୀ ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ ସୁନ୍ଦର ଅଭିନେତ୍ରୀ ଅଟନ୍ତି । ସେ ‘ଭୁଲ ନମକ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେ କିଛି ବର୍ଷ ମଧ୍ୟରେ ସଫଳତା ହାସଲ କରିନେଲେ । ଏହା ପରେ ଏହି ସିଲିସିଲା ଥମି ଗଲା ।

୩. ମହିୟା ମାହୀ

ମହିୟା ମାହୀ ବାଙ୍ଗଲାଦେଶୀ ଅଭିନେତ୍ରୀ ଅଟନ୍ତି । ମହିୟା ୨୦୧୨ରେ ନିଜର ଫିଲ୍ମ ‘ଭାଲବାଶର ରୋଂଗ’ ରୁ ନିଜର ଫିଲ୍ମ କ୍ୟାରିୟାର ଆରମ୍ଭ କରିଥିଲେ । ଯେଉଁଥିରେ ସେ ବହୁତ ସଫଳତା ହାସଲ କରିଥିଲେ । ଏହା ପରେ ତାଙ୍କର ସବୁ ଫିଲ୍ମ ହିଟ ରହିଥିଲା । ସେ ମିଡିୟାର ସବୁଠୁ ଲୋକପ୍ରିୟ ଏବଂ ଆକର୍ଷଣ ଅଭିନେତ୍ରୀ ଅଟନ୍ତି ।

୪. ବିଦ୍ୟା ସିନ୍ହା ସହା ମୀମ

ବିଦ୍ୟା ସିହ୍ନା ସହା ମୀମ ବାଙ୍ଗଲାଦେଶୀ ମଡେଲ ଅଟନ୍ତି । ଯିଏକି ଲକ୍ସ ଚ୍ୟାନେଲର ଜଣେ ହିଁ ସୁପରଷ୍ଟାର ୨୦୧୭ରେ ମଡେଲ ରହିସାରିଛନ୍ତି । ଏହା ପରେ ହିଁ ତାଙ୍କୁ ଫିଲ୍ମର ବହୁତ ଅଫର ଆସିବାକୁ ଲାଗିଲା । ସେ ‘ଆଛେ ଜୋଲ’ ନାମକ ଫିଲ୍ମ ସହିତ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆସିଥିଲେ ।

୫. ଅମରିତା ଖାନ

ଅମୃତା ଖାନ ବାଙ୍ଗଲାଦେଶର ସୁନ୍ଦର ଅଭିନେତ୍ରୀ ଏବଂ ମଡେଲ ଅଟନ୍ତି । ସେ ତାଙ୍କର ପ୍ରଥମ ଫିଲ୍ମ ‘ଗେମ’ ସାହିର ସୋବିଜରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ବିଶ୍ଵସ୍ନିୟତା ଦେଖାଇଥିଲେ । ସେ ବହୁତ କମ ସମୟ ମଧ୍ୟରେ ଦର୍ଶକମାନଙ୍କ ମଧ୍ୟରେ ଫେମସ ହୋଇଗଲେ । ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆସିବା ପୂର୍ବରୁ ଟିଭିରେ ବିଜ୍ଞାପନରେ ନଜର ଆସୁଥିଲେ ।