ମ-ହି-ଳା-ଙ୍କୁ ଏକୁଟିଆ ଦେଖି କଲା ଏମିତି କା-ଣ୍ଡ, ଦେଖିଲେ ଆପଣ ବି ଡ-ରି-ଯି-ବେ, ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ, ଆଜିଭଳି ଦିନରେ ଦିନକୁ ଦିନ ଅ-ପ-ରା-ଧ ବଢିବାରେ ଲାଗିଛି । କେତେକ କ୍ଷେତ୍ରରେ ଅ-ପ-ରା-ଧୀ ମାନେ ଧ-ରା-ପ-ଡି-ବା ବେଳେ ଅନ୍ୟ କେତେକ କ୍ଷେତ୍ରରେ ଅ-ପ-ରା-ଧୀ ମାନେ ଚ-ମ୍ପ-ଟ ମା-ରୁ-ଛ-ନ୍ତି । ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ଏଭଳି ଚୋ-ର ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯେଉଁମାନେ କି ଦିନ ଦି ପହରେ ଲୁ-ଟ କରି ଚାଲିଛନ୍ତି ।

୧- ଅଧିକାଂଶ ଜାଗାରେ ବର୍ତ୍ତମାନ ସି-ସି-ଟି-ଭି ବ୍ୟବହୃତ ହେଉଅଛି । ଏହି ଘ-ଟ-ଣା ଟିକୁ ସି-ସି-ଟି-ଭି ରେ ଦେଖିଲେ ନଜର ଆସୁଅଛି ଯେ ଦୁହି ଜଣ ବ୍ୟକ୍ତି ଗୋଟିଏ ବାଇକ ଉପରେ ବସି ଗୋଲାପି ଶାଢୀ ପିନ୍ଧିଥିବା ଏକ ମ-ହି-ଳା ଙ୍କୁ ଟା-ର୍ଗେ-ଟ କରିଛନ୍ତି । କାରଣ ମ-ହି-ଳା ଜଣକ ସୁନାଚେନ ଟି ବେକରେ ପିନ୍ଧିଛନ୍ତି । ଦେଖୁ ଦେଖୁ ବାଇକ ରୁ ଜଣେ ବ୍ୟକ୍ତି ଓହ୍ଲାଇ ଆସି ମ-ହି-ଳା ଜଣକ ବେକରୁ ଚେନଟିକୁ ଛି-ଣ୍ଡା-ଇ ନେଇଗଲା ।

ମାତ୍ର ଆଶ୍ଚର୍ଯ୍ୟ ର ବିଷୟ ଏହା ଯେ ଏହି ଅ-ପ-ରା-ଧ ଟି ଦିନ ଦି’ ପହରରେ ବଜାର ଉପରେ ହୋଇଥିଲା । କେହି କିଛି ବୁଝିବା ଆଗରୁ ଚୋ-ର-ମା-ନେ ସେଠାରୁ ଫେ-ରା-ର ହୋଇ ଯାଇଥିଲେ ।

୨- ଏହାପରେ ଅନ୍ୟ ଏକ ଘ-ଟ-ଣା ଟି କିଛି ଏପରି ଯେ, ଜଣେ ମ-ହି-ଳା ନିଜ ପୁଅ ସହିତ ଏକ ନି-ଛା-ଟି-ଆ ରାସ୍ତାରେ ସ୍କୁଟି ରେ ଆସୁଥିଲେ । ସେହି ସମୟରେ ଜଣେ ବ୍ୟକ୍ତି ବାଇକ ରେ ଆସି ମ-ହି-ଳାଙ୍କ ବେକରୁ ସୁନା ଚେନ ଟିକୁ ଛି-ଣ୍ଡା-ଇ ନେଇ ଯାଇଥିଲା । ମ-ହି-ଳା ଜଣକ ଚି-ତ୍କା-ର କରିଲେ ମଧ୍ୟ କେହି ଶୁଣିବା କୁ ନଥିଲେ ।

୩- ଏହି ଘ-ଟ-ଣା ଟି ଫରିଦାବାଦର ଅଟେ । ଏଠାରେ ଦେଖିବାକୁ ସବୁ ନର୍ମାଲ ଥିଲା, ମାତ୍ର ଦେ-ଖୁ ଦେ-ଖୁ ଏଭଳି କିଛି ଘ-ଟି-ଗ-ଲା ଯାହା ଏହି ମ-ହି-ଳା ଜଣକ ଚିନ୍ତା ମଧ୍ୟ କରିନଥିଲେ । ମ-ହି-ଳା ଜଣକ ନିଜ ପୁଅ ଏବଂ ଝିଅ ଙ୍କ ସହିତ ଛକ ଉପରୁ ଚାଲି ଚାଲି ଯାଉଥିବା ସମୟରେ ହ-ଟା-ତ ବାଇକ ଉପରେ ୩ ଜଣ ବ୍ୟକ୍ତି ଆସିଲେ ।

ଏହାପରେ ମ-ହି-ଳା ଜଣଙ୍କୁ ଟା-ର୍ଗେ-ଟ କଲେ । ୩  ଜଣ ଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଓହ୍ଲାଇ ଆସି ମ-ହି-ଳା ଙ୍କ ବେକରେ ଥିବା ହାର କୁ ଛି-ଣ୍ଡା-ଇ-ବା-କୁ ପ୍ରା-ଣ ପ୍ର-ଣେ ଚେଷ୍ଟା କରିଥିଲା । ଏହି ଟ-ଣା-ଟ-ଣି ରେ ମ-ହି-ଳା ଜଣକୁ ଆ-ଘା-ତ ମଧ୍ୟ ହୋଇଥିଲା କିନ୍ତୁ ସେ କିଛି କରି ପାରି ନଥିଲେ ।

ଚୋ-ର ଜଣକ ଆରାମ ସେ ହାରଟିକୁ ଛି-ଣ୍ଡା-ଇ ସେଠାରୁ ଫେ-ରା-ର ହୋଇ ଯାଇଥିଲେ । କେବଳ ଏହା ନୁହେଁ ଅଧିକାଂଶ ଲୁ-ଟ ଘରେ ପଶି ଅ-ପ-ରା-ଧୀ ମାନେ ବେସ ଆରାମ ସେ ର-ଚା-ଇ ଚାଲିଛନ୍ତି । ଏ ସବୁର କାରଣ ଆମ ଦେଶରେ ଆଇନ ବ୍ୟବସ୍ଥା ସୁଦୃଢ ଭାବେ କା-ର୍ଯ୍ୟ-କା-ରୀ କରାଯାଉନାହିଁ ।

ଯାହା ଫଳରେ ଚୋ-ର ତଥା ଡ-କା-ୟ-ତ ଭଳି ନାନା ଅ-ପ-ରା-ଧ ମାନ ସୃଷ୍ଟି ହେବାରେ ଲାଗିଛି । ବନ୍ଧୁଗଣ ଏହି ଘ-ଟ-ଣା-କୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କ-ମେ-ଣ୍ଟ କରି ଜଣାଇବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ ।